ଆପଣଙ୍କର କେତୋଟି ସନ୍ତାନ ହେବ ? ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ…. Jyotisha shastra

ବନ୍ଧୁଗଣ ବିବାହ ପରେ ସେହି ଦମ୍ପତ୍ତିଙ୍କର ପୁଅ କି ଝିଅଟିଏ ହେଉ ବୋଲି ଦମ୍ପତ୍ତି ତଥା ତାଙ୍କ ପୁରା ପରିବାର ଚାହିଁଥାନ୍ତି । କାରଣ ସନ୍ତାନ ସୁଖ ଦୁନିଆର ସବୁଠାରୁ ବଡ ସୁଖ ବୋଲି ପ୍ରତ୍ଯେକଟି ପିତାମାତାଙ୍କୁ ଅନୁଭବ ହୋଇଥାଏ । ତେବେ ବିବାହ ପରେ କେଉଁ ଦମ୍ପତ୍ତିଙ୍କର କେତୋ ଗୋଟି ସନ୍ତାନ ହେବେ ତାହା ତ ଠିକରେ କେହି ମଧ୍ୟ ଆଗୁଆ କହିପାରିବେ ନାହିଁ । ହେଲେ ଆଜି ଆମେ ଆପଣଙ୍କୁ ନାମର ପ୍ରଥମ ଅକ୍ଷରରୁ କାହାର କେତେ ଗୋଟି ସନ୍ତାନ ହେବାର ସମ୍ଭାବନା ରହିଥାଏ ସେ ବିଷୟରେ କହିବା ପାଇଁ ଯାଉଛୁ ।

1- A, S ଏବଂ M- ଯେଉଁ ବ୍ୟକ୍ତି ଙ୍କ ନାମ ଏହି ୩ ଟି ଅକ୍ଷର ମଧ୍ୟରୁ ଯେ କୌଣସି ଗୋଟିଏ ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନଙ୍କ କୁଣ୍ଡଳୀରେ ଦୁଇଟି ସନ୍ତାନର ଯୋଗ ରହିଛି । ଏହି ନାମ ଥିବା ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି । ସେମାନଙ୍କ ଜୀବନରେ ଧନ ସମ୍ପର୍କିତ ଅଧିକ ଅଭାବ କି ଅସୁବିଧା ଭୋଗ କରିବାକୁ ପଡିନଥାଏ ।

ସନ୍ତାନ କ୍ଷେତ୍ରରେ ଏମାନେ ପରମ ସୁଖ ପାଇଥାନ୍ତି । ଏମାନଙ୍କ ସନ୍ତାନ ମଧ୍ୟ ଭବିଷ୍ୟତରେ ନିଜ ମାତାପିତାଙ୍କ ନାମକୁ ଉଜ୍ଜ୍ୱଳ କରିଥାନ୍ତି । ଏହା ସ୍ପଷ୍ଟ ଯେ ନିଜ ସନ୍ତାନଙ୍କୁ ନେଇ ଏହି ନାମର ବ୍ୟକ୍ତିଙ୍କୁ ବିଶେଷ କୌଣସି ଚିନ୍ତା କରିବାର ଆବଶ୍ୟକତା ପଡିନଥାଏ ।

2- I, V ଏବଂ Y- ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ଗୁଡ଼ିକ ମଧ୍ୟରୁ ଯେ କୌଣସି ଗୋଟିଏ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଲାଜକୁରା ସ୍ଵଭାବର ହୋଇଥାନ୍ତି । ଏହି ନାମର ବ୍ୟକ୍ତି ସମାଜରେ ନିଜର ମାନ ସମ୍ମାନ ପ୍ରତିଷ୍ଠା କରିଥାନ୍ତି । ସନ୍ତାନ କ୍ଷେତ୍ରରେ ଏମାନଙ୍କ କୁଣ୍ଡଳୀରେ ମାତ୍ର ଗୋଟିଏ ସନ୍ତାନର ଯୋଗ ରହିଛି । ତେଣୁ ଏମାନଙ୍କୁ ବହୁତ ସମ୍ଭାଳି ରହିବାକୁ ପଡ଼ିଥାଏ । କିନ୍ତୁ ଏମାନଙ୍କ ଗୋଟିଏ ସନ୍ତାନ ହିଁ ଏମାନଙ୍କ ସେବା କରିଥାଏ ଏବଂ ବୃଦ୍ଧାବସ୍ଥାରେ କୌଣସି ପ୍ରକାର ଅସୁବିଧା ହେବାକୁ ଦେଇ ନଥାଏ ।

3- D, P ଏବଂ B – ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ମଧ୍ୟରୁ କୌଣସି ଗୋଟିଏରୁ ଆରମ୍ଭ ହୋଇଥାଏ ସେମାନଙ୍କ କୁଣ୍ଡଳୀରେ କେବଳ ଗୋଟିଏ ସନ୍ତାନର ଯୋଗ ରହିଥାଏ । କିନ୍ତୁ ଯଦି ଏମାନଙ୍କ ପାର୍ଟନର୍ ଙ୍କ ନାମ S ଅକ୍ଷର ରୁ ଆରମ୍ଭ ହୋଇଥାଏ । ତେବେ ଏମାନଙ୍କ କୁଣ୍ଡଳୀ ରେ ୩ଟି ସନ୍ତାନର ଯୋଗ ରହିଛି । ଏହି ଲୋକମାନେ ସନ୍ତାନ ସୁଖ ଭୋଗ କରିଥାନ୍ତି ।

ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ଭଲ ଭଲ ଅପଡେଟ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *