ଆପଣଙ୍କ ଉପରେ କେଉଁ ଶକ୍ତି ର ହାତ ଅଛି ଭାଗ୍ୟରେ କଣ ଲେଖା ଅଛି ଆପଣଙ୍କର ଭଗବାନଙ୍କ ନାମ ନେଇ ବାଛନ୍ତୁ କୌଣସି ଏକ ନମ୍ବର-Tarto Card Reading

ବନ୍ଧୁଗଣ ପ୍ରତେକ ବ୍ୟକ୍ତିଙ୍କ ଉପରେ ଈଶ୍ବରଙ୍କ ଆଶୀର୍ବାଦ ରହିଥାଏ । ମଣିଷ ମଧ୍ୟ ଈଶ୍ବରଙ୍କ ଉପରେ ବିଶ୍ଵାସ ରଖିବା ଉଚିତ । ଏଥିପାଇଁ ମଣିଷ ଅନେକ ପୂଜା ପାଠ କରିଥାଏ ଓ ବ୍ରତ ଉପାସନା ମଧ୍ୟ କରିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ସୁନ୍ଦର ବିଷୟ ବସ୍ତୁ ନେଇ ଆସିଛୁ । ବିଷୟ ବସ୍ତୁ ଟି ରହିଛି ଆପଣଙ୍କ ଉପରେ କେଉଁ ଶକ୍ତି ର ହାତ ରହିଛି ତାହା ଜାଣିବା 4ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ହେବ । ଆଗାମୀ ଦିନରେ କଣ ସବୁ ମିଳିବାକୁ ଯାଉଛି ତାହା ମଧ୍ୟ ଏହି ନମ୍ବର ଦ୍ଵାରା ଜାଣିପାରିବେ ।

1- ଯଦି ଆପଣ ପ୍ରଥମ ନମ୍ବରଟି ବାଛିଛନ୍ତି ତେବେ କାଳ ଭୈରବ ଙ୍କ କାର୍ଡ ଆପଣଙ୍କ ପାଇଁ ରହିଛି । ଆପଣ ଅତୀତରେ ଏମିତି କିଛି ଥିଲା ଯାହା ଏ ଜନ୍ମରେ ଆପଣଙ୍କ ସହ ଆସିଛି । ଏବେ ଯାଏଁ ଆପଣ ବହୁତ ଦୁଃଖ ସହିଲେଣି । ଯେଉଁ ବି କାମ କରନ୍ତି ସେଥିରେ ବିଫଳ ହୁଅନ୍ତି । ଖୁସି କଣ ଆପଣ କେବେ ଅନୁଭବ କରି ନାହାନ୍ତି । ଆପଣଙ୍କ ସହ ଯାହା ବି ହେଉଛି ପୂର୍ବ ଜନ୍ମର କର୍ମ ପାଇଁ ହେଉଛି ।

2- ଆପଣ ଯଦି ଦ୍ଵିତୀୟ ନମ୍ବରଟି ଚୁଜ କରିଛନ୍ତି ତେବେ ମାତା ପାର୍ବତୀଙ୍କ ହାତ ରହିଛି ଆପଣଙ୍କ ଉପରେ । ଆପଣ କେୟାରିଙ୍ଗ ମଣିଷ ହେବା ସହ ଆପଣଙ୍କ ସ୍ଵର ମଧୁର ଅଟେ । ଆପଣ ଗୀତ ଗାଇବାକୁ ଭଲ ପାଆନ୍ତି । ଆପଣଙ୍କ ଚେହେରାରେ ଅଲଗା ଚମକ ଦେଖାଯାଏ । ଆପଣ ବହୁତ ପଜେଟିଭ ବ୍ୟକ୍ତି ଅଟନ୍ତି । ଆପଣ ଯେ କୌଣସି କ୍ଷେତ୍ରରେ ଅଛନ୍ତି ବହୁତ ଭଲ ପୋଷ୍ଟରେ ଥିବେ । ଆପଣ ନିଜ କାମ ବିଷୟରେ ଅନ୍ୟକୁ କୁହନ୍ତି ନାହିଁ ।

3- ଆପଣ ଯଦି ତୃତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ଉପରେ ଭଗବାନ ବିଶୁଣୁ ଙ୍କ କୃପା ରହିଛି । ଆପଣଙ୍କ ପାଇଁ ଏମିତି ଏନର୍ଜି ଆସିଛି ଯାହା କହି ଦେଉଛି ଆପଣ ଏମିତି ବ୍ୟକ୍ତି ଯିଏ କି ଅଧିକ ଶ୍ରଦ୍ଧା ଦେଖାଉ ନାହାନ୍ତି । ଆପଣ ସବୁ କିଛି କ୍ରିଟିକାଲ କରି ଦିଅନ୍ତି । ଆପଣ ବହୁତ କନଫିୟୁଜ ରହୁଛନ୍ତି । ଆପଣ ରାଗି ସ୍ବଭାବର ହେବା ସହ ଅନେକ କଥାକୁ ନେଇ ଭୟ କରୁଛନ୍ତି ।

4- ଯଦି ଆପଣ ଚତୁର୍ଥ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କ ଉପରେ ଭଗବାନ ବ୍ରମ୍ହା ଙ୍କ ଆଶୀର୍ବାଦ ରହିଛି । ଆପଣ ଯେଉଁ କଥା କହିଥାନ୍ତି ସାମନା ବାଲା ଖୁସି ହୋଇଥାନ୍ତି । ଆପଣଙ୍କ ସହ କଥା ହୋଇ ଲୋକଙ୍କ ମନରେ ଆଶା, ଆତ୍ମବିଶ୍ଵାସ ଆସିଥାଏ । ଆପଣ ଯାହା ଚାହିଁବେ ତାହା କରିପାରିବେ । ଆପଣ ଅଭତୁ ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି । ଆପଣ ଅଧିକ ମାତ୍ରାରେ ସଫଳ ହେବେ କିନ୍ତୁ ସମୟ ଲାଗିବ । ଆପଣ ଯେବେ ଯାଏଁ ଯାଏଁ ବୁଝିଛନ୍ତି କଣ କରିବେ କଣ ନାହିଁ ସେ ଯାଏଁ ସଫଳ ହୋଇପାରିବେନି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *