ଆଧାର କାର୍ଡ ଆଜିକାଲି ବହୁତ ଜରୁରୀ ହୋଇ ଗଲାଣି । ସରକାରୀ ଠାରି ଆରମ୍ଭ କରି ପ୍ରାଇଭେଟ କ୍ଷେତ୍ରରେ ଆଧାର କାର୍ଡ ପ୍ରମାଣ ପାଇଁ ଜରୁରୀ ହୋଇ ଗାଳନୀ । ବିନା ଆଧାର କାର୍ଡରେ ଆପଣ କୌଣସି ସରକାରୀ ଯୋଜନାର ଫାଇଦା ପାଇ ପାରିବେ ନାହି । ବର୍ତ୍ତମାନ ସରାକର ଆଧାର କାର୍ଡର 2.0 ର କଂସେପ୍ଟ ଉପରେ ବିଚାର କରୁଛନ୍ତି । ଏଥିରେ ଆଧାର କାର୍ଡକୁ ଇଣ୍ଟର ନ୍ୟାସନାଲ ଆଇଡେନ୍ଟି ପ୍ରାମାଣ ସ୍ୱରୂପ ବିସ୍ତାର କରାଯିବ । ଏହା ସହ ଡିଜିଟାଲ ଅର୍ଥ ବ୍ୟବସ୍ଥାରେ ଆଧାର କାର୍ଡର ବ୍ୟବହାରରେ ସୁଧାର ଓ ବିସ୍ତାର ପାଇଁ ପ୍ରୟୋଗ କରାଯିବ ।
ଏହି ବାବଦରେ ସରକାରୀ ବରିଷ୍ଠ ଅଧିକାରୀ ଓ ଏକପର୍ଟ ମାନେ ୩ ଦିନ ଧରି ବିଚାର କରିବେ । କିପରି ବାହାବେ ଡିଜିଟାଲ ବ୍ୟବସ୍ଥାରେ ଆଧାର କାର୍ଡର ଠିକ ଭାବେ ବ୍ୟବହାର କାରାଯାଇ ପାରିବ ତାହା ଉପରେ ବିଚାର ଆରମ୍ଭ ହେବ । ଏଥିପାଇଁ ଆଧାର ଡିଜିଟାଲ ପ୍ରମାଣ ପାଇଁ 2.0 ଓ ସ୍ମାର୍ଟ ଗଭର୍ଣ୍ଣର ନାମକ ୱାର୍କସପର ଆୟୋଜନ କରାଯିବ ।
ଏଥିରେ ଅଶ୍ଵିନୀ ବୈଷ୍ଣବ, ରାଜୀବ ଚନ୍ଦ୍ରଶେଖରଣ, ଆରଏସ ଶର୍ମା, ଅଜୟ ଭୂଷଣ, ନନ୍ଦନ ନିଲେକାଣୀ, ବିବେକ ଦେବରଏ, ଟିବି ସୋମନାଥନ, ଅଜୟ ପ୍ରକାଶ, ଅମିତାଭ କାନ୍ତ, ପେଟିଏମର ଫାଉଣ୍ଡର ବିଜୟ ଶେଖର ଶର୍ମା ଓ ୱାର୍ଲ୍ଡ ବ୍ଯାଙ୍କର ଗ୍ଲୋବାଲ ଡାଇରେକ୍ଟର ଓ IITISC ର ପ୍ରଫେସର ଏହି ବୈଠକରେ ସାମିଲ ହେବେ ।
ଆଧାର କାର୍ଡ କୁ ସରକାର ଏହି ଟୁଇସ୍ଟ ଆଇଡି ଭାବେ ଗ୍ରହଣ କରିଥାନ୍ତି । ଆଧାର କାର୍ଡରେ ବ୍ୟକ୍ତିର ପରିଚୟ ଜଣା ପଡିଥାଏ । ସରକାରଙ୍କ କହିବା ଅନୁଯାୟୀ ଆଧାରକୁ ଡିଜିଟାଲ ଆଇକାର୍ଡ ଭାବେ ବ୍ୟବହାର କାରାଯାଇ ପାରିବ । ଯେମିତି ବର୍ତ୍ତମାନ ପାସ୍ପୋର୍ଟକୁ କରା ଯାଉଛି । ଏହି ୱାର୍କସପରେ ଆଧାର କାର୍ଡକୁ କିପରି ଭାବେ ଡିଜିଟାଲ ଅର୍ଥ ବ୍ୟବସ୍ଥା ଓ ଡିଜିଟାଲ ଆଇଡି କିପରି ଭାବେ ବିକଶିତ ହୋଇ ପାରିବ ତାହା ବିଷୟରେ ଚର୍ଚ୍ଚା ହେବ ।
ଏହା ସହ ଆଧାର କାର୍ଡର ଇକୋ ସିଷ୍ଟମ କିପରି ଭାବେ ଅଧିକ ବିକଶିତ ହୋଇ ପାରିବ ତାହା ଏହି ଆୟୋଜନାରେ ବିଚାର ହେବ । ଏହି ଆୟୋଜନ ସମୟରେ ଡେଟା ଶିକୁରୀତି ଓ ପ୍ରାଇଭେସୀ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ଅଟେ । ସରକାର ଙ୍କ କହିବା ଅନୁଯାୟୀ ଆଧାର କାର୍ଡକୁ ଇଣ୍ଟର ନ୍ୟାସନାଲ ଡିଜିଟାଲ ପ୍ରାମାନ ସ୍ୱରୂପ ବ୍ୟବହାର କରାଯିବା ଉଚିତ । ଆଧାର 2.O ର ମହଜୁଦ ଏବେ ବର୍ଜନ ହେବ । ଏଥିରେ ଆଦହର କାର୍ଡ ର ବିସ୍ତାର ଆଗକୁ କିପରି କରାଯିବ ତାହା ବିଷୟରେ ଚର୍ଚ୍ଚା ହେବ ।
ବନ୍ଧୁଗଣ ଆପଣ ମାନଙ୍କର ସରକାରଙ୍କର ଆଧାର କାର୍ଡକୁ ନେଇ ନେଇ ହୋଇଥିବା ନିୟମ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।