ଅଧିକ ସମୟ ବସି ରହିଲେ ବି କମୁଛି ଆୟୁଷ, ଅଧିକ ବ୍ୟାୟାମ ଅଟକାଇ ଦେଉଛି ହୃଦସ୍ପନ୍ଦନ- ଦେଖନ୍ତୁ କଣ କହୁଛି ରିସର୍ଚ୍ଚ

ଆଜିକାଲି ବାହାରୁ ସୁନ୍ଦର ଦେଖାଯିବା ପାଇଁ ଯୁବଗୋଷ୍ଠୀ ମାନେ ଅନେକ ପ୍ରକାରର ବ୍ୟାୟାମ ବା ଯୋଗ କରୁଛନ୍ତି । ଏଥିପାଇଁ କିଛି ଲୋକ ମାନେ ଅଧିକ ଓଜନ ଥିବା ଜିନିଷରେ ଜି-ମରେ ବ୍ୟାୟମ କରୁଛନ୍ତି । କିନ୍ତୁ ଏପରି କରିବା ଦ୍ଵାରା ହୃତସ୍ପନ୍ଦନ ଅ–ଟକି ଯାଉଛି । ଗତ କିଛି ଦିନ ତଳେ କାନାଡା ଅଭିନେତା ପୁନୀତ ରାଜକୁମାରଙ୍କ ଜି-ମ-ରେ ଥିବା ଅବସ୍ଥାରେ ହୃଦଘାତ ଯୋଗୁ ମୃ-ତ୍ୟୁ ହୋଇ ଥିବାରୁ ଲୋକ ମାନଙ୍କର ଜି-ମ ଜୀବନାରେ ସତର୍କତା ଅବଲମ୍ବନ କରିବାକୁ ଲାଗିଛନ୍ତି ।

କାରଣ ପୁନୀତ ଜି-ମରେ ବ୍ୟା-ୟା-ମ କରୁଥିବା ସମୟରେ ତାଙ୍କର ଛାତିରେ ଯ-ନ୍ତ୍ର-ଣା ଅନୁଭବ ହୋଇଥିଲା । ଏହା ପରେ ଅଧା ରାସ୍ତାରେ ହିନ ତାଙ୍କର ହୃତସ୍ପନ୍ଦନ ବନ୍ଦ ହୋଇ ଯାଇଥିଲା । କିଛି ଦିନ ପୂର୍ବରୁ ବିଗ ବସ ବିଜେତା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ମଧ୍ୟ ହୃଦଘାତରେ ମୃ-ତ୍ୟୁ-ବ-ର-ଣ କରିଛନ୍ତି । ଡାକ୍ତର ମାନଙ୍କ ପରାମର୍ଶ ଅନୁଯାୟୀ ଜି-ମରେ ଅନିୟମିତତା ବ୍ୟାୟାମ ଯୋଗୁ ଲୋକଙ୍କର ପ୍ରାଣ ହାନି ହେଉଛି । ଏହା ସହ ଷ୍ଟ୍ରେରେଡ ର ବ୍ୟବହାର କରିବା ଦ୍ଵାରା ଅଳ୍ପ ବୟସରେ ହା-ର୍ଟ ଆ-ଟା-କ-ରେ ମୃ-ତ୍ୟୁ ହେଉଛି ।

ଭାରତରେ ଏମିତି ଅନେକ ଜି-ମ ରହିଛି ଯେଉଁଠି ପ୍ରୋଟିନ ସେବନ କରିବାକୁ ପରାମର୍ଶ ଦିଆଯାଏ । କିନ୍ତୁ କିଛି ଯୁବପିଢି ଖାଦ୍ୟ ଉପରେ ଧ୍ୟାନ ନ ଦେଇ ପ୍ରୋଟିନ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି । ଯାହା ଦ୍ଵାରା ହୃ-ଦ-ଘା-ତ ଘଟୁଛି । ଯଦି ଆପଣ ଜି-ମ ଯାଉଛନ୍ତି ତେବେ ସମୟ ସମୟରେ ନିଜର ହୃଦୟର ପରୀକ୍ଷା କରିବା ଉଚିତ । ଏହା ଦ୍ଵାରା ହୃଦୟ କେତେ ଦୂର ସୁସ୍ଥ ରହିଛି ତାହା ଜାଣିବା ଅଧିକ ଜରୁରୀ ଅଟେ । ତେଣୁ ଯେଉଁ ମାନେ ଜି-ମ ଯାଉଛନ୍ତି ସେମାନେ ସତର୍କ ରହିବା ଉଚିତ ।

ଏହା ଛଡା ଅନ୍ୟ ଏକ କାରଣ ହେଉଛି ଯେଉଁ ମାନେ ଜି-ମ ନ ଯାଇ ଅଧିକ ସମୟ ଗୋଟିଏ ଜାଗାରେ ବସି ରହୁଛନ୍ତି ତେବେ ଏହା ଦ୍ଵାରା ଆପଣ ମୃ-ତ୍ୟୁର ନିକଟତର ହେବାର ସୂଚନା ମିଳିଥାଏ । ଆଜିକାଲି ବ୍ୟବସାୟୀ ହୁଅନ୍ତି କି ଚାକିରିଆ ହୁଅନ୍ତି କେହି ଅଧିକ ସମୟ ଠିଆ ହେବାକୁ ପସନ୍ଦ କରୁ ନାହାନ୍ତି । ତେଣୁ ସେମାନେ ଅଧିକ ସମୟ ବସି ରହୁଛନ୍ତି ଯାହା ଦ୍ଵାରା ଆୟୁଷ କମ ହେଉଛି ବୋଲି ମେଡିକାଲ ରିସର୍ଚରୁ ଜଣା ପଡିଛି । ରିସର୍ଚ ଅନୁଯାୟୀ ଅଧିକ ଲୋକଙ୍କର ମୃ-ତ୍ୟୁ କେବଳ ବସିବା ଯୋଗୁ ହିଁ ହେଉଛି ।

ଏହା ସହ ୧୦୦୦ ଲୋକଙ୍କ ମଧ୍ୟରୁ ୩୫ ଜଣଙ୍କର ମୃ-ତ୍ୟୁ କେବଳ ବସିବା ଯୋଗୁ ହେଉଛି ବୋଲି ରିସର୍ଚରୁ ଜଣା ପଡିଛି । ଯଦି ଆପଣ ୩ମାସ ଲଗାତାର ବସି ରହୁଛନ୍ତି ତେବେ ଆପଣଙ୍କର ଆୟୁଷ କମିବାରେ ଲାଗୁଛି । ତେଣୁ ଆପଣ ଯେତେ କାମରେ ବ୍ୟସ୍ତ ରହିଲେ ମଧ୍ୟ କିଛି ସମୟ ପାଇଁ ଚଲାବୁଲା କରନ୍ତୁ ବା ଠିଆ ହୁଅନ୍ତୁ । ତେଣୁ ଆପଣ ଜି-ମ ଯାଆନ୍ତୁ ବା ନ ଯାନାନ୍ତୁ କିନ୍ତୁ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ । ବାହାରୁ ସୁନ୍ଦର ଦେଖାଯିବା ସହ ଭିତରୁ ମଧ୍ୟ ଶରୀରକୁ ସୁସ୍ଥ ରଖିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *