Sraddha ମର୍ଡର ମିଷ୍ଟ୍ରି: ରାତି ବଢିଲେ Aftabଙ୍କ ଘରେ ଯମୁଥିଲା ବେପାର, WhatsApp ରେ ଲୁଚିଛି ସବୁ ରହସ୍ୟ!

ଦର୍ଶକ ବନ୍ଧୁ ଦିଲ୍ଲୀ ରେ ଶ୍ରଦ୍ଧା ୱାକର ମର୍ଡ଼ର କେସ କୁ ନେଇ ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ମାମଲାରେ ପ୍ରତି ଦିନ କିଛି ନା କିଛି ନୂଆ ଖୁଲାସା ହେଉଛି । ଶ୍ରଦ୍ଧା ଓ ତାଙ୍କ ପ୍ରେମିକ ଅଫତାବ ଙ୍କ ସମ୍ପର୍କ କୁ ନେଇ ଗଡୱିନ ରୋଡିଗୁସ ନାମକ ଜଣେ ବ୍ୟକ୍ତି ଅନେକ ଗୁପ୍ତ କଥାର ଖୁଲାସା କରିଛନ୍ତି । ଶ୍ରଦ୍ଧା ଙ୍କୁ ମାରପିଟ କରୁଥିଲେ ବି ଗଡବିନ ଦାବି କରିଛନ୍ତି । ସେ କହିଛନ୍ତି ଅଫତାବ ଥରେ ଶ୍ରଦ୍ଧା ଙ୍କୁ ମାରପିଟ କରିବା ପରେ ଶ୍ରଦ୍ଧା ସହାୟତା ଲୋଡିଥିଲେ ।

ନିଜ ସନଗ ମାନଙ୍କ ସହ ୱ୍ହାଟସପ ରେ ଶ୍ରଦ୍ଧା ଯେଉଁ ବାର୍ତ୍ତାଳାପ କରିଥିଲେ ସେ ସବୁର ଅନେକ ସ୍କ୍ରିନ ସର୍ତ ସାମନାକୁ ଆସିଛି । ଅଫତବ ଡ୍ରଗସ ବିକ୍ରି କରୁଥିଲା । ୨୦୨୦ ରେ ଗଡୱିନ ଶ୍ରଦ୍ଧା ଙ୍କୁ ସାହାଜ୍ୟ କରିଥିଲେ । ଏହି କଥା ଗଡୱିନ ଜାତୀୟ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଅଫତବ ଡ୍ରଗ୍ସ ବିକ୍ରି କରୁଥିବା ନେଇ ଶ୍ରଦ୍ଧା ତାଙ୍କୁ କହିଥିଲେ । ଏହାକୁ କିଣିବା ପାଇଁ ରାତିରେ ଅଫତାବ ଙ୍କ ପାଖକୁ ଲୋକ ବି ଆସୁଥିଲେ ।

ଖାଲି ଏତିକି ନୁହେଁ ଯେବେ ଅଫତବ ଘରେ ରହୁ ନ ଥିଲା ସେହି ସମୟରେ ଶ୍ରଦ୍ଧା ଗ୍ରାହକ ଙ୍କୁ ଦ୍ରଗ୍ସ ବିକ୍ରି କରୁଥିଲା । ଏ ନେଇ ତାଙ୍କ ପାଖରେ ପ୍ରମାଣ କଥା ଶ୍ରଦ୍ଧା କହିଥିଲେ । ସହାୟତା ମାଗିଥିଲେ ଶ୍ରଦ୍ଧା ଗଡୱିନ ଙ୍କୁ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ଗଡୱିନ କହିଛନ୍ତି କି ୨୦୨୦ ନଭେମ୍ବର ରେ ଅଫତାବ ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ପ୍ରୟାସ କରିଥିଲେ । ଏହା ପରେ ଶ୍ରଦ୍ଧା ଅଫିସକୁ ସହାୟତା ମାଗିଥିଲେ । ସେହି ଅଫିସରେ ଗଡୱିନଙ୍କ ଭାଇ ମଧ୍ୟ କାର୍ଯ୍ୟ କରୁଥିଲେ ।

ଶ୍ରଦ୍ଧାଙ୍କ ଅଫିସ ବହୁ ଦୂରରେ ଥିବାରୁ ତାଙ୍କୁ ସାହାଜ୍ଯ କରିବା ପାଇଁ ଗଡୱିନଙ୍କ ଭାଇ ତାଙ୍କୁ କହିଥିଲେ । ଏହା ପରେ ଗଡୱିନ ଶ୍ରଦ୍ଧାଙ୍କୁ ତାଙ୍କ ପାଖକୁ ଡାକି ନିଜ ଘରକୁ ନେଇଥିଲେ । ସେହି ସମୟରେ ଶ୍ରଦ୍ଧାଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ପୁରା ଘଟଣା ସମ୍ପର୍କରେ ଗଡୱିନ ସାଙ୍ଗ ମାନଙ୍କ ସହ ଯାଇ ଥାନାରେ ଏତାଲା ଦେଇଥିଲେ । ପରେ ଶ୍ରଦ୍ଧା ଅଫତାବ ଙ୍କ ବିରୁଦ୍ଧରେ କରିଥିବା ଅଭିଯୋଗ ଫେରାଇ ନେଇଥିଲେ । ପରିବାର ପାଖକୁ ଫେରିବା ପାଇଁ ଶ୍ରଦ୍ଧାଙ୍କୁ ସହକର୍ମୀ ପରାମର୍ଶ ଦେଇଥିଲେ ।

ଶ୍ରଦ୍ଧାଙ୍କ ଆଉ ଜଣେ ସହକର୍ମୀ କରଣ କହିଛନ୍ତି ୨୦୨୦ରେ ଶ୍ରଦ୍ଧାଙ୍କ ସହ ଦୁର୍ବ୍ୟବହାର ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ । ମୁମ୍ବିଆରେ ଯେଉଁ କଲ ସେଣ୍ଟରରେ ଶ୍ରଦ୍ଧା କାମ କରୁଥିଲେ ସେହି ଅଫିସରେ କରଣ ଟିମ ମ୍ୟାନେଜର ଥିଲେ । ଶ୍ରଦ୍ଧାଙ୍କ ଶରୀରର କ୍ଷତ ଚିହ୍ନ ଦେଖିବା ପରେ କରଣ ଭାଙ୍ଗି ପଡିଥିଲେ ଆଉ ନିଜ ପରିବାର କୁ ରିବା ପାଇଁ ସେ ଶ୍ରଦ୍ଧାଙ୍କୁ ପରାମର୍ଶ ଦେଇଥିଲେ । ତେବେ ଦିନ ଯେତିକି ଯେତିକି ବଢୁଛି ଶ୍ରଦ୍ଧା ହତ୍ୟାକାଣ୍ଡର ରହସ୍ୟ ସେତିକି ସେତିକି ଖୋଲୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *