Soumya ମୃତ୍ୟୁ ମିଷ୍ଟ୍ରୀ: Sonali ଙ୍କୁ ଗିରଫ ଦାବିରେ ଚାରିିଆଡୁ ଉଠିଛି ସ୍ୱର…ଆଜି ଗିରଫ ହେବେ Sonali ?

ନମସ୍କାର ବନ୍ଧୁଗଣ, ମଡ଼େଲର ସୋମ୍ୟରଞ୍ଜନା ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲା ରେ ପ୍ରେମିକା ସୋନାଲି ରଥଙ୍କ ପାଇଁ ବହଡି ଚାଲିଛି ଅଡୁଆ । ସୋନାଲୀଙ୍କୁ ଗିରଫ କରାଯାଉ ବୋଲି ବିଭିନ୍ନ ଦିଗରୁ ପଡୁଛି ଚାପ । ଯୁବ ବ୍ୟବସାୟୀ ସୋମ୍ୟରଞ୍ଜନ ପାଣିଗ୍ରାହୀ ଙ୍କ ଆତ୍ମହତ୍ୟା ମାମଲା ରେ ଏବେ ହରଡ ମୁହଁ ରେ ଘଣା ପଡିଛନ୍ତି ପ୍ରେମିକା ତଥା ଓଲିଉଡ ଶିଂଗର ସୋନାଲି ନନ୍ଦ । ଦିନ ଜେଇଟକି ବଡୁଛି ଘଟଣା ସେତିକି ରୋଚକମୟ ହେବାର ଲାଗିଛି ।

ଏପରିକି ସ୍ଥିତି ଜଟିଳ ହେବାରେ ଲାଗିଛି । ଏହି ଘଟଣା କୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଏହି ଘଟଣା ରେ ସୋନାଲିଙ୍କୁ ଗିରଫ ଦାବିରେ ଚାରୁଆଡୁ ଉଠୁଛି ସ୍ଵର । ସୋସିଆଲ ମିଡିଆରେ ଲୋକ ମାନେ ସୋନାଲିକୁ ଆରେଷ୍ଟ କରିବା ପାଇଁ ଅଡି ବସିଛନ୍ତି । କିନ୍ତୁ ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ତାହାଇ ମଧ୍ୟ ଏ ଯାଏଁ ସୋନାଲିଙ୍କୁ ଗିରଫ କରାଯାଇ ନାହି ।

ସବୁଠାରୁ ବଡ ପ୍ରମାଣ ହେଉଛି ସୋମ୍ୟଙ୍କ ସୁସାଇଟ ନୋଟ ଅଛି ଯାହା ସେ ମୃତ୍ୟୁ ପୂର୍ବ ରୁ ଲେଖି ଯାଇଛନ୍ତି । ଏପରିକି ରାଜ୍ୟ ବାହାରୁ ମଧ୍ୟ ଲୋକେ ସୋନାଲି ଙ୍କୁ ଆରେଷ୍ଟ କରାଯାଉ ବୋଲି ଦାବି କରିବାକୁ ଲାଗିଲେଣି । ତେବେ କଣ ସୋନାଲି ଙ୍କୁ ଗିରଫ କରିବ ପୋଲିସ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣା କୁ ନେଇ ପୋଲିସ ମଧ୍ୟ ତୀକ୍ଷଣ ନଜର ରଖିଛି । ଯାହାକୁ ନେଇ ସୋନାଲିଙ୍କୁ ହଟହଟା ହେବାକୁ ପଡିଛି ।

ତେବେ ଆଜି କଣ ସୋନାଲି ଗିରଫ ହେବ ନା ତାଙ୍କୁ ଗିରଫ କରିବା ପାଇଁ ଆଉ କେତେ ସମୟ ଲାଗିବ ତାହା ତ ସ୍ମାତ କହିବ । ଯଦି ସୋନାଲି ଗିରଫ ହୋଇ ଯାଆନ୍ତି ତେବେ ଲୋକେ ମାନେ ଚୁପ ହୋଇଯିବେ । କିନ୍ତୁ ପ୍ରଶ୍ନ ଉଠୁଛି କଣ ସୋମ୍ୟ ନ୍ୟାୟ ପାଇ ପାରିବେ କି । ନିଜ ପୁଅକୁ ହରାଇ ଥିବା ବାପା ମାଙ୍କର ଦୁଖ କଣ ସରିଯିବ ତାହା ହେଉଛି ସବୁଠାରୁ ବଡ ପ୍ରଶ୍ନ ।

ତେବେ ପୋଲିସ ଏହି ଘଟଣା ରେ ଆଗକୁ କେଉଁ ପଦକ୍ଷେପ ନେବ ତାହା କିଛି ସ୍ପଷ୍ଟ ହୋଇ ନାହାଇ । ଆଜି ବି ସୋନାଲି ଖୋଲା ଭାବେ ବାହାରେ ବୁଲୁଛନ୍ତି । ସୋନାଲିଙ୍କୁ ଗିରଫ କରାଗଲେ ହୁଏ ତ ସୋମ୍ୟ ଙ୍କୁ କିଛି ମାତ୍ରା ରେ ନ୍ୟାୟ ମିଳି ପାରିବ ବୋଲି କିଛି ୟୁଜର୍ସ ମତ ରଖିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ସୋନାଲିଙ୍କର ଗିରଫ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *