ଋଷିଆ ୟୁକ୍ରେନ ଯୁଦ୍ଧ: ଆକ୍ରମଣକୁ ଆହୁରି ଜୋରଦାର କରିଲା ଋଷିଆ, କଣ ହେବ କି ବିଶ୍ଵଯୁଦ୍ଧ 3?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦୀର୍ଘ ୧୬ ଦିନ ହେବ ୟୁକ୍ରେନ ଓ ଋଷିଆ ମଧ୍ୟରେ ଲଗାତାର ଯୁଦ୍ଧ ଲାଗି ରହିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଏତେ ତୀବ୍ର ହେବାରେ ଲାଗିଛି ଯାହା ଥମିବାର ନାଁ ନେଉ ନାହି । ଏହାରି ମଧ୍ୟରେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ପାରି ନାହି । ଋଷିଆ ରାଷ୍ଟ୍ରପତି ପୁଟିନ ଯୁଦ୍ଧ ଜାରି ରଖିବାକୁ ଅଟଳ ଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମୁଣ୍ଡ ନୂଆଇଁବାକୁ ରାଜି ନୁହନ୍ତି ।

ଅନ୍ୟ କ୍ଷେତ୍ର ରେ ଋଷିଆ ସେନା ୟୁକ୍ରେନ ର ଅନେକ ସହର ଉପରେ ମିଜାଇଲ ମାଡ କରି ଗୋଟିଏ ପରେ ଗୋଟିଏ ନିଜ କବଜାକୁ ନେବାରେ ଲାଗିଛନ୍ତି । ତେବେ ଏହାରି ମଧ୍ୟରେ ଋଷିଆ ଯୁକରେ ର ରାଜଧାନୀ କିଭ କୁ ଅକ୍ତିଆର କରିଆବା ପାଇଁ ଯୁଧ କୁ ଆହୁରି ତୀବ୍ର କରିଛି । ଆଜି ଯୁଦ୍ଧ ର ୧୭ ଦିନରେ ଓଡେଶାରେ ଗୁଳି ମାଡ କରା ଯାଉଛି ।

ଋଷିଆ ର ସୈନ୍ୟ ମାନେ ପଶ୍ଚିମରେ ରହିଥିବା ଲୋଟସ ବିମାନ ବିମାନ ଉପରେ ଷ୍ଟ୍ରାଇକ କରିଛନ୍ତି । ଏହି ବିମାନ ବନ୍ଦର ଦୁଇ ଜଣ କର୍ମଚାରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କର ଏୟାର ଷ୍ଟ୍ରାଇକରେ ବିମାନ ବନ୍ଦର ଧ୍ଵଂସ ହୋଇଛି । ସେହିପରି ପ୍ରଥମ ଥର ପୂର୍ବାଞ୍ଚଳ ୟୁକ୍ରେନ ର ଚତୁର୍ଥ ସର୍ବ ବୃହତ୍ତ ସହର ମେଟ୍ରୋ ଉପରେ ଋଷିଆ ସେନା ଏୟାର ଷ୍ଟ୍ରାଇକ କରିଛନ୍ତି ।

ଅନ୍ୟ ପକ୍ଷରେ ୟୁକ୍ରେନ ର ମିଯାଇଲ ମାଡରେ ଋଷିଆ ର ଟ୍ୟାଙ୍କ ଧ୍ଵଂସ ହୋଇଥିବା ୟୁକ୍ରେନ ଦାବି କରିଛି । ଋଷିଆ ଯୁଦ୍ଧ କୁ ଆହୁରି ଜୋରଦାର କରିବା ପାଇଁ ଚେଷ୍ଟା ଜାରି ରଖିଛି । ରାଜଧାନୀ କିଭ କୁ କବଜା କରିବା ଋଷିଆ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଋଷିଆ ଯେ କୌଣସି ପରିସ୍ଥିତ ରେ ୟୁକ୍ରେନ ର ରାଜଧାନୀ କିଭ କୁ ନିଜର କବଜା ରେ ନେବା ପାଇଁ ପ୍ରୟାସ ଜାରି ରଖିଛି ।

ତେବେ ଯେପରି ଭାବେ ଦିନକୁ ଦିନ ଯୁଦ୍ଧ ର ସ୍ଥିତି ହେବାରେ ଲାଗିଛି ସେଥିରୁ ଜାଣ ପଡୁଛି କି ୟୁକ୍ରେନ ଉପରେ ବହୁତ ଜଲ୍ଦି ଋଷିଆ କବଜା କରି ନେବ । ତେବେ ସ୍ଥିତି ଆଗକୁ ଜଳିତ ହେବାରେ ଲାଗିଛି ଯାହା ସାରା ବିଶ୍ଵ ପାଇଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲା ରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *