ଅକ୍ଷୟ ତୃତୀୟାରେ ଘରକୁ ଆଣନ୍ତୁ ଏହି ଜିନିଷ ହେବ ଧନ ବର୍ଷା

ଅକ୍ଷୟତୁତିୟା ଆମ ପାଇଁ ଖୁବ ଭଲ ହୋଇ ଥାଏ କୁହାଯାଏ କି ଏହି ଦିନ ଆମ ଧାନ ଚାଷ କରୁଥିବା କୃଶକ ଭାଇ ଙ୍କ ପାଇଁ ଏକ ବଡ ଦିନ ଏହି ଦିନ ମାଟି ମା କୁ ପୂଜା କରାଯାଏ ଯିଏ ଆମକୁ ଖାଇବା ଦେଇକି ବଞ୍ଚାଇ ରଖିଛି । ଯେଉଁ କାମର ଶୁଭକାମ କରିବା ଆଗରୁ ପୂଜା କରିବା ଭଲ ହୋଇଥାଏ । ଅକ୍ଷୟ ମାନେ ହେଉଛି କି କେବେହେଲେ ଏହା ସରିବ ନି ତୃତୀୟା ଏହା ପାଇଁ କୁହା ଯାଉଛି କି ଏହା ମାସର ତୁତୀୟା ଦିନରେ ପଡୁଛି ।

ତେଣୁ ଏହାକୁ ଏହି ଭଳି ନାମ ଦିଆ ଯାଇଛି । ଏହି ଦିନ ଗାଡି କିଣିବା ଘର ଅନୁକୂଳ କରିବା । ବିବାହ କରିବା କିମ୍ବା ଏହି ଦିନ ବ୍ରତ ଘର କରିବା ଖୁବ ଶୁଭ ହୋଇଥାଏ । କୁହାଯାଏ କି ଏହି ଦିନ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପରଶୁରାମ ଙ୍କ ଜନ୍ମ ହୋଇ ଥିଲା ।

ଏହି ଦିନ ଗଙ୍ଗାଜଳ ଧାରିତ୍ରି ରେ ପଦାର୍ପଣ କରିଥିଲେ । ଏହି ଦିନ ରେ ଯୁଗର ଆରମ୍ଭ ହୋଇଥିଲା । ଏହି ଦିନ ତ୍ରେତେୟା ଓ ଦ୍ଵାପାର ଯୁଗର ଆରମ୍ଭ ହୋଇ ଥିଲା । ଏହି ଦିନ ହରିଦ୍ଵାର ଓ ବୃନ୍ଦାବନ ରେ ବାଙ୍କ ବିହାରୀ ଙ୍କ ପୂଜା ମଧ୍ୟ ଖୁବ ଧୂମ ଧାମ ରେ କରାଯାଏ ।

ଏହି ଦିନ ଭଗବାନ ବିଷ୍ଣୁ ଙ୍କୁ ପୂଜା କରିବା ଦ୍ଵାରା ଆମେ ଅକ୍ଷୟ ଶାନ୍ତି ପାଇ ଥାଉ ଏହି ଦିନ ଆପଣ ଯଦି କାହାର ସେବା କରିବେ ସାଧାରଣ ଭାବେ ଯଦି ଏହି ଦିନ ଆପଣ ପଶୁ ପକ୍ଷୀ ଙ୍କ ସେବା କରିବେ ଏହି ଦିନ ପରେ ଆପଣଙ୍କ ଭାଗ୍ୟ ବଦଳିଯିବ । ଭଗବାନ ଙ୍କ ପାଦ ଦର୍ଶନ ର ଯୋଗ ମିଳିଥାଏ । ଏହାକୁ ଆମେ ମଧ୍ୟ ଭଲ ଭାବେ ପାଳନ କରିଥାଉ ।

ଏହି ଦିନ ଜଗନ୍ନାଥ ଙ୍କ ରଥ ତିଆରି ଶୁଭ କାମ ଆରମ୍ଭ ହୋଇ ଥାଏ । ଓଡିଶାରେ ଥିବା ଚାଷୀ ମାନେ ଏହି ଦିନ ଶଶ୍ଯ ବୁଣିବା ଆରମ୍ଭ କରିଥାନ୍ତି । ଏହି ଦିନ ଘରେ ଘରେ ପିଠାପଣା ହୋଇଥାଏ । ଏହି ଦିନ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଓ ଧନ ବୈଭବ ପାଇବା ପାଇଁ କିଛି କାମ କରା ଯାଇଥାଏ । ଯାହା ଦ୍ଵାରା ଆପଣଙ୍କ ଅଟକି ଯାଇଥିବା ଟଙ୍କା ମିଳିଥାଏ ।

ଆପଣ ଏହି ଦିନ ଯଦି ଗରିବ ମାନଙ୍କୁ ଅଟା, ଖିରୀ, କ୍ଷୀର, ବସ୍ତ୍ର ଆଦି ଦାନ କରିବେ ଆପଣ ଭାଗ୍ଯବାନ ହେବେ । ଯଦି ଆପଣ ଏହି ଦିନ କିଛି ଜିନିଷ ଘରକୁ ନିଶ୍ଚୟ ଆଣନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ଜିନିଷ କଣ । ପ୍ରଥମ ହେଉଛି ମା ଲକ୍ଷ୍ମୀ ଙ୍କ ପାଦୁକା ସୁନା କିମ୍ବା ରୂପାର ଆଣି ପାରିବେ ।

ଆପଣ କଉଡି ମଧ୍ୟ ଆଣିପାରିବେ ଏହାକୁ ସବୁ ଦିନ କିନ୍ତୁ ପୂଜା କରିବେ । ଆପଣ ଏହି ଦିନ ଏକ ଆଖିଆ ନଡିଆ ଆଣିବା ଭଲ ହୋଇଥାଏ । ଏହି ଦିନ ମା ଲକ୍ଷ୍ମୀ ଙ୍କ ଫୋଟୋ ଆଣି ପାରିବେ । ଆପଣ ଯଦି ଧାତୁର ନିର୍ମିତ କଇଞ୍ଛ ଆଣିବେ ଏହା ଆପଣଙ୍କ ପାଇଁ ଭଲ ହେବ । ଧନ ବଢାଇବା ପାଇଁ ଆପଣ ଶ୍ରୀ ଜନ୍ତ୍ର ଆପଣ ଆଣନ୍ତୁ ।

Leave a Reply

Your email address will not be published. Required fields are marked *