America ହାଟରେ କଣ କଣ ସବୁ ମିଳୁଛି ଓ ଏହାର ରେଟ ଜାଣି ବିଶ୍ଵାସ ହେବନି… ଥରେ ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆରେ ଏପରି ଅନେକ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ସବୁ ଘଟଣା ଗୁଡିକ ବିଷୟରେ ଲୋକମାନେ ଯେ କୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି । ଏହା ସହ ଲୋକ ମାନେ ନିଜର ମନୋରଞ୍ଜନ ମଧ୍ୟ କରି ପାରୁଛନ୍ତି । ଯଦି ଜଣେ ବ୍ୟକ୍ତି ଚାହିଁବେ ତେବେ ସୋସିଆଲ ମିଡିଆ ଜରିଆରେ ଅନେକ ଅଟ୍ଟ୍ୟା ହାସଲ କରି ପାରିବେ ।  ଆପଣ ମାନେ ସମସ୍ତେ ପରିବା କିଣିବା ପାଇଁ ବିଭିନ୍ନ ହାଟ ବା ମାର୍କେଟ ଆଦି ନିଶ୍ଚୟ ଯାଇଥିବେ ।

ଆମ ଓଡିଶାରେ ଅନେକ ପରିବା ମାର୍କେଟ ଅଛି । ଆଉ ଏଠି ସମସ୍ତ ପନିପରିବାର ଦର ବି ଅଲଗା ଅଲଗା ରହିଛି । ହେଲେ ଆଜି ଆମେ ଆପଣ ମାନଙ୍କୁ ଆମେରିକାର ପରିବା ମାର୍କେଟ ବିଷୟରେ କହିବାକୁ ଯାଉଛୁ । କାରଣ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ଓଡିଶା ପରିବା ହାଟରେ ଶାଗ ଠାରୁ ଆରମ୍ଭ କରି ମାଛ ପର୍ଯ୍ୟନ୍ତ ସବୁ ଜିନିଷ ମିଳେ ।

ତେବେ ଆମେରିକା ପରିବା ହାଟରେ କଣ ସବୁ ମିଳେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆମେରିକା ହାଟରେ ସମସ୍ତ ପ୍ରକାରର ଶାଗ ମିଳେ । ଆମେରିକାରେ ଖଡା ଶାଗ ଗୋଟେ ବିଡାର ଦାମ ୧୦୦ ଟଙ୍କା ଅଛି । ଏମିତି ସବୁ ପନିପରିବାର ଦାମ ଆମ ଓଡିଶା ଠାରୁ ଅଧିକ ରହିଛି । ଆମେରିକାରେ କଖାରୁ ଶାଗ ମଧ୍ୟ ମିଳୁଛି ଯାହାର ମୂଲ୍ୟ ୧୦୦ ଟଙ୍କା କିନ୍ତୁ ଆମ ଓଡିଶାରେ କମ ରେଟ ଥାଏ । ଆମେରିକାରେ ଜନ୍ହି କିଲୋ ୧୦୦ ଟଙ୍କା ଅଛି । ଶାଗ ଆଉ ଜନ୍ହିର ଦାମ ସମାନ ଅଛି । ଆମେରିକାରେ ସଜନା ଶାଗ ବି ମିଳୁଛି ।

ଆମେରିକା ହାଟରେ ଅନେକ ପ୍ରକାରର ଫଳ ବି ମିଳୁଛି । ଆମେରିକାରେ ପୋଇ ମଧ୍ୟ ମିଳୁଛି ଯାହା ୪୫୦ ଟଙ୍କାରେ ମିଳୁଛି । ଆଉ ଗୋଟେ ଭଲ କଥା ହେଉଛି ଆପଣ ମାନେ ସେଇଠି ଫଳ ଗୁଡିକୁ ଟେଷ୍ଟ କରିପାରିବେ ତା ପରେ ଆପଣଙ୍କର ଇଛା ହେଲେ ତାକୁ କିଣି ପାରିବେ । ଆମେରିକାରେ କମଳା, ଶ୍ଵିଟ ହନି ଡ୍ୟୁ ମିଳୁଛି । ସବୁ ପ୍ରାକାରର ଫଳ ମିଳୁଛି କିନ୍ତୁ ରେଟ କିନ୍ତୁ ଅଧିକା ଅଛି । ଏହା ସହ ପିଆଜପତ୍ର, ଛୁଇଁ ମଧ୍ୟ ମିଳୁଛି । ଆମେରିକାରେ ସବୁ ଜିନିଷ ମିଳୁଛି ଖାଇବା ପାଇଁ ।

ଏହି ହାଟରେ ଅନେକ ପ୍ରକାରର ଫୁଲ ବୁକେଟ ମିଳୁଛି । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏଠି ଗେଣ୍ଡୁ ଫୁଲ ବି ମିଳୁଛି । ଏହା ବ୍ଯତୀତ ସୂର୍ଯ୍ୟମୁଖ୍ୟ ଫୁଲ ମଧ୍ୟ ମିଳୁଛି । ଆଉ ଏକ ଜିନିଷ ମିଳୁଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ତାହା ହେଉଛି ହଳଦୀପତ୍ର, ସାରୁପତ୍ର ମଧ୍ୟ ଆମେରିକାରେ ମିଳୁଛି । ଏମିତି ସମସ୍ତ ପ୍ରକାରର ଜିନିଷ ଆମେରିକା ହାଟରେ ମିଳୁଛି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *