ବ୍ରାହ୍ମଣୀ ନଦୀରେ ପାଣି ସ୍ରୋତରେ ଆପେ ଆପେ ଗଢି ହୋଇ ଯାଇଛି ବିଶାଳକାୟ ଅନନ୍ତ ଶୟନ ବିଷ୍ଣୁ ମୂର୍ତ୍ତି, ବିଶ୍ଵାସ ହେଉନଥିଲେ ବି ସତ, ଦେଖନ୍ତୁ ଏହି Video

ଅନନ୍ତ ଶୟନରେ ଭଗବାନ ବିଶୁଣୁ । ଚାରୋଟି ହାତରେ ଶୋଭା ପାଉଛି ଶଙ୍ଖ ଚକ୍ର । ମୁଣ୍ଡରେ ମୁକୁଟ ଘେରି ରହିଛି ଅନନ୍ତ ସର୍ପ । ଢେଙ୍କାନାଳ ପର୍ଜ୍ୟଙ୍ଗ ବ୍ଲକ ସରଙ୍ଗ ଗାଁ ନିକଟସ୍ଥ ବ୍ରାଂହନୀ ନଦୀରେ ରହିଛି ଏହି ଐଶ୍ବରୀକ ସମ୍ପନ୍ନ ଭଗବାନ ବିଶୁଣୁଙ୍କ ଅନନ୍ତ ଶୟନର ପ୍ରତିମୂର୍ତ୍ତି । କିନ୍ତୁ ଏହି ମୂର୍ତ୍ତିର ରକ୍ଷଣବେକ୍ଷଣ ଠିକ ଭାବେ ନ ହୋଇ ପାରିବାରୁ ଲୀନ ହେବାର ଆଶଙ୍କା କରା ଯାଉଛି । ୭ ଏକର ୧୩ ଦେଶୀମାଳ ଜାଗାରେ ନିର୍ମାଣ ହୋଇଥିବା ଏହି ପ୍ରତିମୂର୍ତ୍ତିର ଦାୟିତ୍ଵ ନେଇଥିଲା ପତଲତୋତଲୋ ବିଭାଗ ।

କିନ୍ତୁ କେବଳ ଲୁହାର ବାଡ ଦେଇ ନିଜ କାମ ସାରି ଦେଇଥିବା ଅ-ଭି-ଯୋ-ଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଲୁହା ବାଡ ଭାଙ୍ଗି ଯାଇ କିପରି ସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ଏହି ପୀଠ ର ସୁରକ୍ଷା ପାଇଁ ଦାବି କରିଛତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଦୀର୍ଘ ୨ ବର୍ଷ ତଳେ ଏହି ମୂର୍ତ୍ତି ନିର୍ମାଣ କରାଯାଇ ଥିଲା । ଏହା ପରେ ଲୁହାର ପାଚେରି କରି ଆଉ କିଛି କାମ କରାଯାଇ ନ ଥିଲା । ଯାହା ଦ୍ଵାରା ନଦୀର ସ୍ରୋତ ରେ ଏହି ମୂର୍ତ୍ତି ଧୀରେ ଧୀରେ ଲୋପ ପାଇବାକୁ ଯାଉଛି ।

ଅନନ୍ତ ଶୟନ ମୂର୍ତ୍ତିକୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଓ ପୌରାଣିକ କଥା । ଏହି ମୂର୍ତ୍ତି ୫୧ ଫୁଟ ଲମ୍ବ ଓ ୨୩ ଫୁଟ ଓସାରର ମୂର୍ତ୍ତିକୁ କେହି ତିଆରି କରି ନାହାନ୍ତି । ନବମ ଶତାବ୍ଦୀରେ ବିଶାଳ ମୂର୍ତ୍ତି ଟି ଜଳର ସ୍ରୋତ ଯୋଗୁ ଏପରି ସୃଷ୍ଟି ହୋଇଛି । ବ୍ରାମହନି ନଦୀ ଗର୍ଭରେ ବାଲିରେ ପୋତି ହୋଇ ରହିଥିବା ଏହି ବିଶାଳକାୟ ମୂର୍ତ୍ତି ଦ୍ଵାଦଶ ଶତାବ୍ଦୀରେ ଲୋକଲୋଚନକୁ ଆସିଥିଲା । ପୂର୍ବରୁ ହଜାର ହଜାର ଲୋକ ମାନେ ଏହି ପୀଠ କୁ ଭ୍ରମଣ କରିବାକୁ ଆସୁଥିଲେ ।

କିନ୍ତୁ ବର୍ତ୍ତମାନ ଆଉ ଏତେ ପର୍ଯ୍ୟଟକ ଙ୍କ ଗହଳି ଦେଖାଯାଉ ନାହି । ସରକାର ଏହି ପୀଠ ର ବିକାଶର ସୁରକ୍ଷା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କେତେ ସୁନ୍ଦର ଓ ଆକର୍ଷଣୀୟ ଅନନ୍ତ ଶୟନ ଭଗବାନଙ୍କ ମୂର୍ତ୍ତି ଏହି ପୀଠ ରେ ସ୍ଥାପିତ ହୋଇଛି । ତେବେ ସରାକର ଏଥିପ୍ରତି ବିଶେଷ ଭାବେ ଧ୍ୟାନ ଦ୍ରୁଷ୍ଟି ଦେବା ଉଚିତ । କାରଣ ଏହି ପୀଠ ର ଅନେକ ମହତ୍ଵ ରହିଛି ଯାହା ଲୋକ ମାନେ ଜାଣିବା ଦରକାର ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ବିଶାଳକାୟ ମୂର୍ତ୍ତି କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *