ଦର୍ଶକ ବନ୍ଧୁ ଏବେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ସାରା ରାଜ୍ୟରେ ଚର୍ଚ୍ଚାରେ ଅଛନ୍ତି । କାରଣ ଗତ ଦୁଇ ଦିନ ତଳେ ଓଡିଆ ସୁପର ଷ୍ଟାର ଅଭିନେତା ଅନୁଭବ ମହାନ୍ତି ପୁଣି ଥରେ ବିବାହ କଲେ । ଦ୍ଵିତୀୟ ବିବାହ କରିଛନ୍ତି ଅନୁଭବ ମହାନ୍ତି ଆଉ ଅନୁଭବଙ୍କ ବର ଭେଶ ବି ବେସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ତା ପରେ ଜଣା ପଡିଲା ଏ ବର ବେଶ ଥିଲା ଏକ ଫିଲ୍ମ ଶୁଟିଙ୍ଗର । ଆଉ ତା ପରେ ଜଣା ପଡିଲା ଏ ବର ବେଶ ଥିଲା ଯେଉଁ ସିନେମା ଶୁଟିଙ୍ଗ ର ଯାହାର ନାମ ହେଉଛି “ଲଭ ଇନ ଲଣ୍ଡନ” ।
ହଁ ଦର୍ଶକ ବନ୍ଧୁ ଅନୁଭବ ମହାନ୍ତି ଙ୍କ ଆଗାମୀ ଫିଲ୍ମ “ଲଭ ଇନ ଲଣ୍ଡନ”ର ଏକ ଶୁଟିଙ୍ଗ ଭିଜୁଆଲ ସୋସିଆଲ ମିଡିଆରେ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଲା । ଯାହାକୁ ନେଇ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ନିଜର ମୁହଁ ଖୋଲି ଛନ୍ତି । ଆଉ କହିଛନ୍ତି ମୋତେ ଆଉ କେତେ ବଦନାମ କରିବ । ହଁ ଦର୍ଶକ ବନ୍ଧୁ ଅନୁଭବ ଙ୍କ ପାରିବାରିକା ମାମଲା ଚାଲିଥିବା ବେଳେ ଏହି ଫୋଟୋ ଟି ଭାଇରାଲ ହୋଇଛି ।
ଯାହାକୁ ନେଇ ଗତ କିଛି ସମୟ ହେବ ବର୍ଷା ପ୍ରିୟଦର୍ଶନୀଙ୍କ ଫ୍ୟାନ୍ସ ମାନଙ୍କ ଫେସବୁକ ଆକାଉଣ୍ଟରେ ଏକ ଟ୍ବିଟ କରାଯାଇଛି । ସେହି ଟ୍ବିଟ ରେ ଯାହା ସବୁ ଲେଖା ଯାଇଛି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ସେହି ଟ୍ବିଟରେ ଲେଖିଛନ୍ତି-‘ଗୋଟେ ନାରୀ କୁ ଦୁଇ ବର୍ଷ ହେଇଗଲା ତା ପଛରେ ଲାଗିଛ ତାକୁ କେମିତି ଆଉ କେତେ ବଦନାମ ଆଉ କେମିତି ତଳକୁ ଖସେଇବେ ତାକୁ ବରବାତ କରିବାକୁ ସବୁ ପ୍ରକାର ପ୍ରୟାସ କରି ସାରିଲେଣି । ମୋର କଣ ଅଧିକାର ନାହିଁ ସମାଜରେ ମୁଣ୍ଡ ଟେକି ବଞ୍ଚିବାକୁ ।
ମୁଁ ନାରୀ ବୋଲି କଣ ମୁଣ୍ଡ ତଳକୁ କରି ସବୁ ଦୁଃଖ କଷ୍ଟ ସହିକି ରହିବ । କେବେ ବି ପ୍ରତିବାଦ କରି ପାରିବିନି’ । ହଁ ଦର୍ଶକ ବନ୍ଧୁ ବର୍ଷାଙ୍କ ଫ୍ୟାନ୍ସ କ୍ଲବରେ ଏମିତି କିଛି ଲେଖା ସହ ବର୍ଷାଙ୍କର ଏକ ଫଟୋ ସେୟାର କରାଯାଇଛି । ଏଠି କହି ରଖିବାକୁ ଚାହିଁବୁ ଯେ, ଗତ ଶୁକ୍ରବାର ଅନୁଭବଙ୍କ ବର ବେଶର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଏମିତିକି ଅନୁ ଭାବ କୁଆଡେ ଦ୍ଵିତୀୟ ବିବାହ କରିଲେ ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା ।
ଆଉ ଏ ପ୍ରସଙ୍ଗରେ ବର୍ଷାଙ୍କ ନାମ ବି ଯୋଡି ହେଇଥିଲା ଆଉ ଯାହାକୁ ନେଇ ସେତେବେଳେ ବର୍ଷାଙ୍କର କୌଣସି ପ୍ରତିକ୍ରିୟା ଆସି ନଥିଲା । ହେଲେ ଏବେ ଏହି ଟ୍ବିଟ ଟି ସାମ୍ନାକୁ ଆସିଛି । ଆଉ ଯାହାକୁ ଦେଖିଲେ ଲାଗୁଛି ବର୍ଷା ପ୍ରୀତିକ୍ରିୟା ସିଲ ହୋଇ ପଡିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।