ଅପମାନ ସହିବା କଣ ଠିକ ? କାହିଁକି ଜଣେ ଅନ୍ୟର ଅପମାନ କରେ ? Krishna Vani

ଅପମାନ କଣ, କଣ ଆପଣ ଜାଣିଛନ୍ତି କାହାକୁ ଅପମାନ କୁହାଯାଏ କାହିଁକି କେହି କାହାର ଅପମାନ କରିଥାନ୍ତି । ତେବେ ଆମେ ମଧ୍ୟ ଆମ ଜୀବନରେ ବହୁତ ଲୋକଙ୍କୁ ଅପମାନ କରିଥାଉ । ତେବେ ସଂସାରରେ ଆପଣ ବହୁତ ଅପମାନ ଦେଖିଥିବେ ଯେମିତି ସ୍ଵାମୀ ନିଜ ସ୍ତ୍ରୀ ଅପମାନ କରିଥାଏ, ପିତା ନିଜ ଛୁଆଙ୍କ ଅପମାନ କରିଥାଏ, ଚାକିରି ଦେଇଥିବା ମାଲିକ ମଧ୍ୟ ଚାକର ଅପମାନ କରିଥାଏ ଏହାର ଅର୍ଥ ଦୁନିଆରେ ଯିଏ ବଳବାନ ଅଛି ସେ ନିଜ ଠାରୁ ଦୁର୍ବଳ ବ୍ୟକ୍ତିଙ୍କ ଅପମାନ କରିଥାଏ ।

ତେବେ ଯାହା ପାଖରେ ବଳ ହୋଇଥାଏ ସେ ଅପମାନ ପାଇଁ ଲଢେଇ କରିଥାଏ କିନ୍ତୁ ଯିଏ ଦୁର୍ବଳ ଅଛି ତା ଉପରେ ସମସ୍ତେ ଶାସନ କରିଥାନ୍ତି ।

Image Courtesy: Google

ଯେତେବେଳେ କାହାର ଅପମାନ ହୋଇଥାଏ ଓ ସେ କିଛି ପାରେ ନାହିଁ ତାକୁ ସବୁ କିଛି ସହିବାକୁ ପଡିଥାଏ ସେତେବେଳେ ସେହି ବ୍ୟକ୍ତି ନିଜକୁ ବହୁତ ଛୋଟ ମନେ କରିଥାଏ ଓ ନିଜକୁ ବହୁତ ତୁଛ ଭାବିଥାଏ । ତେବେ ଅପମାନ କାହିଁକି ହୋଇଥାଏ ଏହା କେବେ ଆପଣ ବିଚାର କରିଛନ୍ତି । ଯେତେବେଳେ ମଣିଷକୁ ଅପମାନ କରା ଯାଇଥାଏ ଓ ସେହି ବ୍ୟକ୍ତି ପାଖରେ ଏତେ ବଳ ନଥାଏ ଯେ ସେ ନିଜ ପାଇଁ ଲଢି ପାରୁ ସେତେବେଳେ ସେ ଏହି ବିଚାର ଦ୍ଵାରା ଆଉ ଦୁର୍ବଳ ହୋଇଥାଏ ଯେ ମୁଁ ଦୁର୍ବଳ ଅଟେ । ତେବେ ଏହି ଭଳି ସ୍ଥିତିରେ କଣ କରିବା ଆବଶ୍ୟକ ଅଟେ କଣ କରିବା ଉଚିତ ଅଟେ ।

Image Courtesy: Google

ତେବେ ଅପମାନ ପାଉଥିବା ବ୍ୟକ୍ତି ନିଜ ମନରେ ଏତେ କଷ୍ଟ ନେଇ ବୁଲିଥାଏ ଯାହାକୁ ବାହାର କରିବା ପାଇଁ ସେ ଜୁଆ ଓ ମଦ ଭଳି ନିଶା କରିଥାଏ ଓ ସେଥିରେ କିଛି ସୁଖ ପାଇବାକୁ ଚେଷ୍ଟା କରିଥାଏ, ଏହି ଅବୁ କାମ କରିବା ପରେ ମଣିଷ ଆତ୍ମବିଶ୍ଵାସ ପୂର୍ଣ୍ଣ ରୂପରେ ଭାଙ୍ଗି ଯାଇଥାଏ । ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ମଣିଷ ସମ୍ମାନ ଓ ଭଲ ପାଇବା ଏହି ଦୁଇଟି ଜିନିଷ ର ଭୋକିଲା ହୋଇଥାନ୍ତି, ତେବେ ସମସ୍ତଙ୍କୁ ଏହି ଦୁଇଟି ଜିନିଷ ବହୁତ ଆବଶ୍ୟକ ଅଟେ ।

Image Courtesy: Google

କଣ ଆପାନ ଜାଣିଛନ୍ତି ଜଣେ ମଣିଷ ଅନ୍ୟ ଜଣଙ୍କୁ କଣ ପାଇଁ ଅପପମାନ କରିଥାନ୍ତି, ସତ୍ୟ ଏହା ଅଟେ ଯେ ଆର ଜଣଙ୍କୁ ଦୁର୍ବଳ ସିଦ୍ଧ କରିବା ପାଇଁ ମଣିଷ ତାଙ୍କୁ ଅପମାନିତ କରିଥାନ୍ତି ଓ ନିଜକୁ ସର୍ବୋଚ୍ଚ ମନେ କରନ୍ତି ଯାହା କଦାପି ଉଚିତ ନୁହ । ଅପମାନ କରୁଥିବା ବ୍ୟକ୍ତି ନିଜ ଶକ୍ତି ଉପରେ ଭରସା କରି ପାରେ ନାହିଁ ସେଥିପାଇଁ ଅନ୍ୟକୁ ଦୁର୍ବଳ କହି ସେ ନିଜ ଶକ୍ତି ଉପରେ ଭରସା କରିବାକୁ ଚେଷ୍ଟା କରିଥାଏ ଯାହା ସମ୍ଭବ ନୁହ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *