ଆପଣଙ୍କ ପାର୍ଟନର ଦିନ ରାତି କେବଳ ଆପଣଙ୍କୁ Miss କରିବେ, ବାସ କରନ୍ତୁ ଏହି 1 କାମ- Love Tips

ବନ୍ଧୁଗଣ ଜୀବନରେ ପ୍ରତେକ ବ୍ୟକ୍ତି ପ୍ରେମ କରିଥାନ୍ତି ଆପଣ ବି କେବେ କାହାକୁ ପ୍ରେମ କରିଥିବେ । କିନ୍ତୁ ଏମିତି କିଛି ଆପଣଙ୍କ ସହ ହୋଇଛି କି ଆପଣ ନିଜ ସାଥୀଙ୍କୁ ମିସ କରୁଛନ୍ତି ଆଉ ଆପଣଙ୍କ ସାଥି ଆପଣଙ୍କର ଫୋନ କଲ ବା ମ୍ଯାସେଜର ରିପ୍ଳାଏ ଦେଉ ନାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ୩ଟି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ସାଥି ଆପଣଙ୍କୁ ଦିନ ରାତି ମିସ କରିବେ ଏବଂ ପ୍ରତେକ ସମୟ ଆପଣଙ୍କୁ ହିଁ ମାନେ ପକାଇବେ ଆଉ ଆପଣଙ୍କ ବିଷୟରେ ଭବିବେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ଟିପ୍ସ ହେଉଛି ଯଦି ଆପଣ ନିଜ ସାଥୀଙ୍କୁ ସକାଳ ଠାରୁ ଆରମ୍ଭ କରି ରାତି ଯାଏଁ ଫୋନ କରୁଛନ୍ତି ବା ତାଙ୍କୁ ଗୁଡ ମର୍ଣ୍ଣିଙ୍ଗ ଠାରୁ ଆରମ୍ଭ କରି ଗୁଡ ନାଇଟ ଯାଏଁ ୱିସ କରୁଛନ୍ତି ତେବେ ଏ ସବୁ ବନ୍ଦ କରନ୍ତୁ । କାରଣ ଆପଣ ନିଜ ସାଥୀଙ୍କୁ ମାନେ ପକାଇବାକୁ ଅବସର ଦେଉ ନାହାନ୍ତି । ଯଦି ଆପଣ ନିଜେ ମିସ କରୁଛନ୍ତି ତେବେ ଆପଣଙ୍କ ସାଥୀକୁ କାହିଁକି ଆପଣଙ୍କ କଥା ମନେ ପଡିବ । ଆପଣ ଯେତେ ସମ୍ଭବ ସାଥିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜ ସାଥୀଙ୍କୁ ମନେ ପଡିବାକୁ ମୌକା ଦିଅନ୍ତୁ ।

୨- ଦ୍ଵିତୀୟ ଟିପ୍ସ ହେଉଛି ଯଦି ଆପଣ ନିଜ ସାଥିଙ୍କର କଲ ବା ମ୍ଯାସେଜର ସାଙ୍ଗେ ସଙ୍ଗେ ଉତ୍ତର ଦେଉଛନ୍ତି ତେବେ ବନ୍ଦ କରନ୍ତୁ । କାରଣ ଆପଣ କଲ ବ ମ୍ଯାସେଜ ଆସିବା ଆଗରୁ ଅପେକ୍ଷା କରି ରହୁଛନ୍ତି କିନ୍ତୁ ଏମିତି ଭୁଲ କରନ୍ତୁ ନାହି । ଯେବେ ଯାଏଁ ଆପଣଙ୍କ ସାଥି ଆପଣଙ୍କୁ ୩-୪ ଥର କଲ ବା ମ୍ଯାସେଜ କରି ନାହି ସେ ଯାଏଁ ରିସିଭ କରନ୍ତୁ ନାହି ।

ଆପଣ ଫୋନ ଉଠାଇବା ପରେ ଯଦି ଆପଣଙ୍କ ସାଥି ଆପଣଙ୍କୁ ଗାଳି ଦିଅନ୍ତି କାହିଁକି କଲ ବା ମ୍ଯାସେଜର ରିପ୍ଲାଏ ଦେଉ ନ ଥିଲା ତେବେ ଜାଣିବେ ତାଙ୍କ ମନରେ ଆପଣଙ୍କ ପାଇଁ ଈର୍ଷା ରହିଛି ଆଉ ସେ ଆପଣଙ୍କୁ ବହୁତ ସାରା ମନେ ପକାଉଛନ୍ତି ଆଉ ଆପଣଙ୍କ କଥା ଚିନ୍ତା କରୁଛନ୍ତି । ଏହାକୁ ଆପଣ ଇଗନୋର କରିବା ଦରକାର ।

୩- ତୃତୀୟ ଟିପ୍ସ ହେଉଛି ଆପଣ ନିଜକୁ ବ୍ୟସ୍ତରେ ରଖନ୍ତୁ ଯାହା ଦ୍ଵାରା ଆପଣଙ୍କୁ ସାଥି କଥା କହିବାକୁ ସମୟ ହେବ ନାହି । ଏପରି କରିଲେ ଆପଣଙ୍କ ସାଥୀଙ୍କୁ ଆପଣଙ୍କ କଥା ଅଧିକ ମନେ ପଡିବ ଓ ସେ ଆପଣଙ୍କୁ କଲ ପରେ କଲ ଆଉ ମ୍ଯାସେଜ ପରେ ମ୍ଯାସେଜ କରିବାକୁ ଲାଗିବେ । ଯଦି ଆପଣ ଫ୍ରି ରହିବେ ତେବେ ଆପଣଙ୍କ ମାଇଣ୍ଡରେ କେବେଳ ଆପଣଙ୍କ ସାଥି କଥା ହିଁ ମନେ ପଡିବ ।

ଯାହା ଫଳରେ ଆପଣ ନିଜେ ତରଫରୁ କଲ ବା ମ୍ଯାସେଜ କରିବାକୁ ଲାଗିବେ । ଯାହା ଦ୍ଵାରା ଆପଣଙ୍କ ସାଥି ଆପଣଙ୍କୁ କେବେ ବି ମିସ କରିବେ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଓ ଏହା ଉପରେ ମତାମତ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *