ବନ୍ଧୁଗଣ ଆପଣ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ବି ଏହି ସବୁ ଅଭ୍ୟାସ ଆପଣଙ୍କୁ କରି ଦେବ କାଙ୍ଗାଳ । ଯେତେ ରୋଜଗାର କରିଲେ ବି କିଛି ଆପଣଙ୍କ ପାଖରେ ରହିବ ନାହି ସବୁ କୁଆଡେ ପଳେଇବ କିଛି ବି ଜାଣି ପାରିବେ ନାହି । ଆଉ ସର୍ବ ଶେଷରେ ଦେଖିଲା ବେଳକୁ ଆପଣ ପୁରା କାଙ୍ଗାଲ ହୋଇ ଯାଇଥିବେ । କଣ ଆପଣ ଙ୍କ ପାଖରେ ଏଭଳି କିଛି ଅଭ୍ଯାସ । ତେବେ ଆସନ୍ତୁ ଜାଣିବା କେଉଁ ଅଭ୍ଯାସ ଆପଣଙ୍କୁ କରି ଦେବ କାଙ୍ଗାଳ ।
ଗରୁଡ ପୁରାଣକୁ ସନାତନ ଧର୍ମରେ ବଡ ପୁରାଣ ବୋଲି ମାନା ଯାଇଥାଏ । ଏହାର ମୁଖ୍ୟ ଦେବତା ହେଉଛନ୍ତି ଭଗବାନ ବିଶୁଣୁ । ଲୋକଙ୍କ କହିବା ଅନୁଯାୟୀ ଗରୁଡ ପୁରାଣରେ ଗୋଟିଏ ବ୍ଯକ୍ତିର ଜୀବନକୁ ସରଲା କରିବାର ସବୁ ଉପାୟ ଲେଖା ଅଛି । ଯିଏ ଏହି ଉପାୟକୁ ଅନୁସରଣ କରିବ ସେହି ସଫଳତା ପାଇବେ । ଏହି ପୁରାଣରେ ଭଗବାନ ବିଶୁଣୁ ବହନ ଗରୁଡ ଓ ନାରଦ ଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ପୁରା କଥା ଲେଖାଅଛି । ତେବେ ଗରୁଡ ପୁରଣର ୫ଟି କଥା ଯାହା ଆପଣଙ୍କୁ ଭିକାରି କରି ଦେବ ଆସନ୍ତୁ ଜାଣିବା ତାହା କଣ ।
୧- ଯଦି ଆପଣ ଭିକାରି ହେବାକୁ ଚାହୁଁ ନାହନ୍ତି ତେବେ ଭଲ କପଡା ପିନ୍ଧନ୍ତୁ । ଆଦି କେହି ମଇଳା କପଡା ପିନ୍ଧେ ତେବେ ମା ଲକ୍ଷ୍ମୀ ସେଠାରୁ ଦୂରେଇ ରୁହନ୍ତି । ମା ଲକ୍ଷ୍ମୀ ଙ୍କୁ ସଫା ସୁତୁରା ବହତୁ ପସନ୍ଦ ହୋଇଥାଏ । ମା ଲକ୍ଷ୍ମୀ ସଫା ପରିବେଶରେ ବାସ କରନ୍ତି ।
୨- ଗରୁଡ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ଅନ୍ୟର ଖରାପ ଗୁଣ ବାହାର କରିବାକୁ ଚେଷ୍ଟା କରିଥାଏ ତା ଜୀବନରେ ଦାରିଦ୍ରତା ସବୁ ବେଳେ ଭରି ରହିଥାଏ । ବିନା କାରଣରେ ଅନ୍ୟ ଉପରେ ରାଗିବା ବା ଅନ୍ୟର ଖରାପ ଚିନ୍ତା କରିଲେ ବ୍ୟକ୍ତି କାଙ୍ଗାଳ ହୋଇଯାଏ ।
୩- କଥାରେ ଅଛି ଆମେ ଆମ ଜୀବନରେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା ଉଚିତ । ଗରୁଡ ପୁରାଣ ଅନୁଯାୟୀ ଅଧିକ ସମୟ ସୋଇ ରହିଲେ ବ୍ୟକ୍ତି ଅଳସୁଆ ହୋଇଯାଏ । ଏଭଳି ବ୍ୟକ୍ତିଙ୍କ ଜୀବନରେ ଅନେକ ସୁବିଧା ଆସିଥାଏ । ଏଥିପାଇଁ ଆପଣ ମାନେ କରୁଥିବା କାମରେ ଅଳସପଣ ଦେଖା ଦେଇଥାଏ ।
୪- ଯେଉଁ ମାନେ ଧନକୁ ନେଇ ଅନ୍ୟ ଆଗରେ ଗର୍ବ କରନ୍ତି ସେମାନେ ବହୁତ କମଜୋର ହୋଇଥାନ୍ତି । ଏମାନଙ୍କ ଘରେ ମା ଲକ୍ଷ୍ମୀ ଅଧିକ ଦିନ ଯାଏଁ ତିଷ୍ଠି ରୁହନ୍ତି ନାହି ।
୫- ଏହା ଛଡା ଯଦି କେହି ପରିଶ୍ରମ କରିବାରୁ ଠକାନ୍ତି ବା ତାଙ୍କୁ ଦିଆ ଯାଇଥିବା କାମ କରନ୍ତି ନାହି ସେମାନଙ୍କ ଉପରେ ମା ଲକ୍ଷ୍ମୀ ଖୁସି ରୁହନ୍ତି ନାହି । ଯେଉଁ ମାନେ ମେହନତ ନ କରି ଅନ୍ୟକୁ ତଳେ ପକାଇ ଉପରକୁ ଉଠିବାକୁ ଚେଷ୍ଟା କରନ୍ତି ସେମାନଙ୍କୁ ସଫଳତା କେବେ ବି ମିଳେ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।