ବନ୍ଧୁଗଣ ୬୦୦ ବର୍ଷ ତଳେ ମାଳିକା ରେ ଯାହା ଲେଖା ହୋଇଥିଲା ତାହା ଆଜି ସତ ହେବାରେ ଲାଗିଛି । ତେଣୁ ସେହି ମାଳିକା କୁ ନେଇ ସନ୍ଦେହ ରହୁଛି କଳି ଯୁଗରେ ଶେଷ ଲକ୍ଷଣ କଣ ଏବଂ କଣ ସବୁ ଘଟି ଚଳାଇବ ? ଯାହାର ଉତ୍ତର ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମାଳିକାରେ ଶିଶୁ ଅନନ୍ତ ଲେଖିଛନ୍ତି ଯେ କଳି ଯୁଗରେ ଯାହା କାନ ନ ଶୁଣିଛି ଯାହା ଆଖି ନ ଦେଖିଛି ସେଭଳି ଘଟଣା ଦେଖିବାକୁ ପାଇବେ ।
ମହାପୁରୁଷ ଶିଶୁ ଅନନ୍ତ କହୁଛନ୍ତି ବାଲିପାଟଣାର ମାଟି ଆଉ ସେହି ମାଟିରେ ଆବିର୍ଭାବ ହୋଇଥିବା ଶିଶୁ ଅନନ୍ତ ଶିଷ୍ୟ ଙ୍କୁ କହୁଛନ୍ତି କଳି ଯୁଗରେ ଏମିତି ସମୟ ଆସିବ ଦିନରେ ଜଗତସିଙ୍ଘପୁର ରେ ନିମ୍ବ କାଢି ଧରିଛି ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଉଛି ଏହି ସମୟରେ ନିମ୍ବ କାଢି ଧରୁଛି । ଆଉ ଅଦିନରେ ଆମ୍ବ ବଉଳ ହେବ ଆଉ ଅଦିନରେ କୋଇଲି ରାବିବ ।
ଏମିତିକି ପୁରୁଷ ମାନେ ପୁତ୍ର ପ୍ରସାବ କରିଲେ କଳି ଯୁଗରେ । ଜାଣିବେ କଳି ଯୁଗର ଶେଷ ସମୟ ଆସି ଯାଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଷ୍ଟ୍ରେଲିୟାରେ ଜଣେ ପୁରୁଷ ପୁତ୍ର ପ୍ରସାବ କରିଛନ୍ତି ଯାହା ସତ୍ୟ ହେଲା ଶିଶୁ ଅନନ୍ତ ଙ୍କ ମାଳିକା । ଆଗକୁ ଶିଶୁ ଅନନ୍ତ କହିଛନ୍ତି କଳି ଯୁଗରେ ସାପ ମାନେ ଫଣା ଟେକିଲେ ଦାଣ୍ଡ ରେ ଖେଳ କରିବେ ଆଉ ଏହି ସାପ ଅତି ଭୟଙ୍କର ଅଟେ ।
ଏଭଳି ଗତିଳେ ଜାଣିବେ କଳି କାଳ ଶେଷ ହେବାକୁ ଯାଉଛି । ଆଉ ଯୁଗ ଶେଷ ସମୟରେ ଘରୁ ବାହାରକୁ ବାହାରିଲେ ଦେଖିବେ ଭୟଙ୍କର ସାପ ମାନଙ୍କୁ ଖାଲି ଯେ ସର୍ପ ମାନେ ନୁହେଁ କଳି ଯୁଗରେ ଯେତେବେ ଜଣ ଆସ୍ତିକ ଅଛନ୍ତି ସେମାନଙ୍କୁ କେତେବେଳେ ଚୋଟ କାରିବ ତାହା କିଏ କହିବ ?
କାରଣ ଯେଉଁ ମାନେ ଧର୍ମକୁ କି ମାଳିକା କୁ ବିଶ୍ଵାସ କରନ୍ତି ଅନହି ପଞ୍ଚସଖା ସାହିତ୍ୟକୁ ବିଶ୍ଵାସ କରନ୍ତି ନାହି ସେମାନେ ଭୟଙ୍କର ସାପଠାରୁ କମ ନୁହନ୍ତି । ଯେଉଁ ମାନଙ୍କର ଧର୍ମ ଉପରେ ବିଶ୍ଵାସ ନାହି ସେମାନଙ୍କୁ ସର୍ପ ସହ ତୁଳନା କରାଯାଇଛି । ମହାପୁରୁଷ କହୁଛନ୍ତି ସେହି ଭୟଙ୍କର ଜନ୍ତୁଙ୍କ ଠାରୁ ସତର୍କ ରହିବା ଉଚିତ ।
ଯେଉଁ ମାନେ ପଞ୍ଚସଖା ସାହିତ୍ୟକୁ ବିଶ୍ଵାସ କରନ୍ତି ନାହି କିମ୍ବା ହରିଙ୍କ କଥା ଶୁଣନ୍ତି ନାହି ସେମାନଙ୍କ କାନ ସାପ ଗାତ ସହ ସମାନ । କାରଣ ସାପ ର କୌଣସି ଗାତା ନାହି ସେ ପର ଗାତରେ ଯେମିତି ରୁହେ ନାସ୍ତିକ ଲୋକେ ସେମିତି ପର କଥା ଶୁଣିବାକୁ ପସନ୍ଦ କରନ୍ତି । ତେଣୁ କଳି ଯୁଗରେ ଏହି ସ୍ବାଉ ଘଟଣା ଦେଖାଗଲେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ଙ୍କ ନାମ ସ୍ମରଣ କରନ୍ତୁ ।
କାରଣ ଆମେ ଓଡିଶାରେ ଜନ୍ମ ହୋଇଛେ ଆଉ କୋଟି କୋଟି ଲୋକଙ୍କର ଆରାଧ୍ୟା ଦେବତା ହେଉଛନ୍ତି ଜଗନ୍ନାଥ । ଆମେ ଓଡିଆ ବହୁତ ବଡିଆ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।