ଆସିଲା ନଭେମ୍ବର ଗାଇଡ ଲାଇନ, ଦେଖନ୍ତୁ କଣ ଖୋଲା ଓ କଣ ବନ୍ଦ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପୁରା ଦେୟାରେ କ-ରୋ-ନା ମ-ହା-ମା-ରୀ ବୃଦ୍ଧି ହେବା ଯୋଗୁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ପୁରା ଦେଶରେ କ-ରୋ-ନା କଟକଣା ଲଗାଇ ଥିଲେ । ଏଥିପାଇଁ ପ୍ରତି ମାସରେ କ-ରୋ-ନା ଗାଇଡ ଲାଇନ ରେ ପରିବର୍ତ୍ତନ ହେଉଛି । କାରଣ ବର୍ତ୍ତମାନ ସ୍ଥିତି ସୁଧାର ଅବସ୍ଥା ରେ ରହିଛି । ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟ ରେ କ-ରୋ-ନା ସଂ-କ୍ର-ମ-ଣ କମ ରହିଛି । ତେବେ ଆଜି ହେଉଛି ନଭେମ୍ବର ମାସର ପ୍ରଥମ ସପ୍ତାହ । ଆଜିର କିଛି ନୂଆ କୋଭିଡ଼ ଗାଇଡ ଲାଇନ ରାଜ୍ୟ ସରକାର ଙ୍କ ପକ୍ଷ ରୁ ସୂଚନା ଦିଆ ଯାଇଛି ।

ଏହି ନୂଆ ଗାଇଡ ଲାଇନରେ ବିଶେଷ କିଛି ପରିବର୍ତ୍ତନ ହୋଇ ନାହି । ଅଗଷ୍ଟ ମାସରେ ଉସଚବ ପର୍ବ ପର୍ବାଣି ଥିବା ଯୋଗୁ ରାଜ୍ୟ ରେ କିଛି ସମୟ ପାଇଁ ନାଇଟ କରଫୁ ର ସମୟ ସୀମା ବୃଦ୍ଧି କରା ଯାଇଥିଲା । କାରଣ ଦଶହରା ଥିବାରୁ କିଛି ଦିନ ପାଇଁ କ-ରୋ-ନା ଗାଇଡ ଲାଇନରେ ପରିବର୍ତ୍ତନ ହୋଇଥିଲା । ଦଶହରାରେ ଲୋକ ମାନଙ୍କୁ ଘରୁ ନ ବାହାରିବା ପାଇଁ ଗାଇଡ କରାଯିବା ସହ ପୁଜା ମଣ୍ଡପରେ ମାତ୍ର ୭ ଜଣଙ୍କୁ ନେଇ ମା ଦୂର୍ଗାଙ୍କର ପୂଜା ବିଧି କରା ଯାଇଥିଲା ।

ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଆଇନ ଥିବା ବେଳେ ରାଜନୀତି ଲୋକଙ୍କ ପାଇଁ ଆଉ ଏକ ଆଇନ ଲାଗୁ ହୋଇଥିଲା । ଏମିତି କିଛି ଦୃଶ୍ୟ ପୂର୍ବରୁ ଦେଖା ଯାଇଥିବା ବେଳେ ଆଗକୁ ମଧ୍ୟ ଦେଖିବାକୁ ମିଳିବ । କାରଣ ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଦୁର୍ଗାପୂଜା ରେ ପ୍ରତେକ ପୂଜା ମଣ୍ଡପରେ କେବଳ ପୂଜାରୀ ଓ ମଣ୍ଡପର କର୍ତ୍ତୁପକ୍ଷ ଙ୍କ ବ୍ଯତୀତ ଅନ୍ୟ କେହି ସାଧାରଣ ଜନତା ଙ୍କୁ ପ୍ରବେଶ କରିବାର ଅନୁମତି ମିଳି ନ ଥିଲା । ମାତ୍ର ୩ରୁ ୪ଜଣ ଲୋକ ପୂଜା ମଣ୍ଡପ ରେ ରହୁଥିଲେ ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ଏହି ସମୟରେ ଅନେକ ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । କାରଣ ଏତେ ଦିନ ହେବ ଘରେ ରହି ରହି ଲୋକ ମାନେ ମାନସିକ ଅବସ୍ଥା ରେ ଅଛନ୍ତି ବୋଲି କିଛି ଲୋକ ମାନେ ଦାବି କରିଥିଲେ । ଯାହା ପାଇଁ ଲୋକ ମାନେ ଦୁର୍ଗାପୂଜାରେ କୌଣସି ମଜାମସ୍ତି ହୋଇପାରି ନ ଥିଲା । ଆଗକୁ ଦୀପାବଳି ଥିବାରୁ ରାଜ୍ୟ ସରକାରଙ୍କ ପୂର୍ବ ଭଳି କ-ରୋ-ନା ଗାଇଡ ଲାଇନ ଲାଗୁ ରହିବ ବୋଲି ସୂତ୍ର ରୁ ଜଣା ପଡିଛି । ଏହି ସମୟରେ ଲୋକ ମାନେ ବାହାରକୁ ନ ଯିବା ସହ ଭିଡ କରିବେ ନାହି ବୋଲି ସୂତ୍ର ରୁ ଜଣା ପଡିଛି । ପୂର୍ବ ଭଳି ରାତି ୧୦ଟା ରୁ ସକାଳ ୫ଟା ଯାଏଁ ନାଇଟ କରଫୁ ବଳବତ୍ତର ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *