ଆଜିକାଲି ଝିଅ ମାନଙ୍କ କ୍ଷେତ୍ରରେ ବ୍ରଣ, କଳା ଦାଗ ଭଳି ସମସ୍ଯା ଅଧିକ ଦେଖା ଯାଉଛି । ଏହି କ୍ଷେତ୍ର ରେ ଘରୋଇ ଉପଚାର ପ୍ରୟୋଗ କରିବା ସହ ବଜାରରେ ମିଳୁଥିବା ଅନେକ ପ୍ରକାର କ୍ରିମ ମଧ୍ୟ ବ୍ୟବାହାର କରୁଛନ୍ତି ଝିଅ ଏମାନେ । କିନ୍ତୁ ଏହା କିଛି କ୍ଷେତ୍ର ରେ ସଫଳ ହୋଇଥିଲେ ମଧ୍ୟ ପରେ ଏହି ସମସ୍ଯା ଦେଖା ଯାଉଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କର ମୁହଁ ରେ ଥିଲା ସବୁ ସମସ୍ଯା ଦୂର ହେବା ସହ ସ୍କିଲ ଗ୍ଲୋ କରିବାକୁ ଲାଗିବ ।
ଏହି ରେମେଡି ପାଇଁ ଦରକାର ହେଉଛି ଏକ ଚାମଚ ଅଟା ଯେଉଁଥିରେ ରୋଟି ତିଆରି ହୋଇଥାଏ । ଏହା ପରେ ଅଧ ଚାମଚ ହଳଦୀ ନିଅନ୍ତୁ । ଏଥିପାଇଁ ଆପଣ କସ୍ତୁରୀ ହଳଦିର ବ୍ୟବହାର କରିଲେ ବହୁତ ଭଲ ହେବ । ଏହି ଜିନିଷ ଆପଣଙ୍କୁ ଆପଣଙ୍କ ରୋଷେଇ ଘରୁ ମିଳିଯିବ । ହଳଦିରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଥିବାରୁ ସ୍କିନ ଜନିତ ସବୁ ସମସ୍ଯା ଦୂର କରିବାରେ ସହାୟକ ହୋଇଥାଏ ।
ଏହା ପରେ ଫାଳେ ବିଲାତି ନେଇ ଏହାର ରସ ବାହାର କରନ୍ତୁ । ବିଲାତିରେ ଥିବା ଭିଟାମିନ ଆମ ସ୍କିନକୁ ଗ୍ଲୋ କରିବାରେ ସହାୟକ ହୋଇଥାଏ । ଏକ ଚାମଚ ବିଲାତି ରସ ଏଥିରେ ମିଶ୍ରଣ କରନ୍ତୁ । ଏହା ପରେ ଗୋଲାପ ଜଳ ଏଥିରେ ମିଶ୍ରଣ କରନ୍ତୁ । ଏହା ପରେ ଏହି ସବୁ ଜିନିଷର ଭଲ ଭାବେ ପେସ୍ତା ପ୍ରସ୍ତୁତ କରନ୍ତୁ । ଏହାକୁ ଲଗାଇବା ପୂର୍ବରୁ ଆପଣ ନିଜର ଫେସକୁ ଭଲ ଭାବେ ପାଣିରେ ଧୋଇ ଦିନତୁ ।
ଏହା ପରେ ଏହି ଫେସ ପ୍ୟାକକୁ ଆପଣ ନିଜର ମୁହଁରେ ଭଲ ଭାବେ ମଶାଚ କରନ୍ତୁ । ଏହି ରେମଦ୍ଦି ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ମୁହଁ ରେ ଥିବା କଳା ଦାଗ, ବ୍ରଣ ବା କୌଣସି ଚିହ୍ନ ରହିଛି ତାହା ଦୂର ହେବ । ଆପଣଙ୍କର ଡ୍ରାଏ ସ୍କିନ ଥିଲେ ତାହା ମଧ୍ୟ ଦୂର ହେବ । ଏହି ରେମେଡି ଲଗାଇବା ପରେ ୧୦ ମିନିଟ ସେମିତି ରହିବାକୁ ଦିଅନ୍ତୁ ।
ମୁହଁ ଶୁଖିଗଲା ପରେ ଆପଣ ମୁହଁ ନ ଧୋଇ ଏହାକୁ ଏକ କପଡା ରେ ମୁହଁ ପୋଛି ଦିଅନ୍ତୁ । ଏହା ପରେ ଆପଣ ଦେଖିବାକୁ ପାଇବେ ଆଗ ଅପେକ୍ଷା ଆପଣଙ୍କ ମୁହଁ କେତେ ଗ୍ଲୋ କରିବାକୁ ଲାଗିବ । ଏହି ରେମେଡିକୁ ଆପଣ ସପ୍ତାହ ରେ ୩ ରୁ ୪ ଥର ବ୍ୟବହାର କରି ପାରିବେ । ଏହାକୁ ଆପଣ ରାତି ସମୟରେ ବ୍ୟବହାର କରିଲେ ବହୁତ ଭଲ ହୋଇଥାଏ ।
କାରଣ ଫେସ ପ୍ୟାକ ଲଗାଇବା ପରେ ମୁହଁ ହଳଦୀ ରଙ୍ଗ ଦେଖା ଯାଇଥାଏ । ଯଦି ଦିନ ସାରା ଆପଣ ଘରେ ରହୁଛନ୍ତି ତେବେ ଏହାକୁ ବ୍ୟବହାର କରି ପାରିବେ । ଏହାକୁ ଲଗାଇ ଘରୁ ବାହାରିବା ଦ୍ଵାରା ମୁହଁ ଅଧିକ କଳା ହୋଇଯାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।