Babushanଙ୍କର ଏପରି ଅବସ୍ଥା ଦେଖି ଭୋ ଭୋ ହୋଇ କାନ୍ଦି ପକାଇଲେ ସ୍ତ୍ରୀ Trupti, କହିଲେ…

ନମସ୍କାର ବନ୍ଧୁଗଣ, ହସପିଟାଲ ଆସି ବାବୁସାନ ଙ୍କ ପାଖରେ ବସିଲେ ଆଉ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ତୃପ୍ତି ଶତପଥି । ଇଜ ସ୍ଵାମୀ ଙ୍କର ଏଭଳି ଅବସ୍ଥା ଦେଖି ଆଖି ର ଲୁହକୁ ଆଉ ଅଟକାଇ ପାରିଲେ ନାହି ତୃପ୍ତି । ଯେ ପର୍ଯ୍ଯନ୍ତ ବାବୁସାନଙ୍କର ଚେତା ଫେରି ନ ଥିଲା ସେ ପର୍ଯ୍ଯନ୍ତ ବାବୁସାନଙ୍କ ପାଖରେ ତାଙ୍କ ହାତକୁ ଧରି ଲୁହ ନିଗାଡି ଚାଲିଥିଲେ ତୃପ୍ତି । କାରଣ ବାବୁସାନ ଙ୍କ ଅବସ୍ଥା ଗୁରୁତର ହୋଇ ପଡି ଥିବାରୁ ସେ ସମ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଯାହାକୁ ଦେଖିପାରି ନ ଥିଲେ ସ୍ତ୍ରୀ ତୃପ୍ତି ।

ଆଉ କାନ୍ଦିବାକୁ ଲାଗିଥିଲେ ବୋଲି ତୃପ୍ତି ସୂଚନା ମିଳିଛି । ସୂଚନା ଅନୁଯାୟୀ ଦମନ ଫିଲ୍ମ ପ୍ରମୋସନା ପାଇଁ ଯେତେବେଳେ ବାବୁସାନ ଲଦାଖ ଯାଉଥିଲେ ଆଉ ସେଠାରେ ୧୮୦ କିମି ବାଇକ ରେ ରାଇଡ କରିଥିଲେ ସେତେବେଳେ ତାଙ୍କର ଅମ୍ଳଜାନ ସ୍ତର କମ ହୋଇ ଯାଇଥିଲା । ଯାହା ପାଇଁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା । ତୃପ୍ତି ଙ୍କ ଆଖି ରୁ ଆଜି ଧାର ଧାର ଲୁହ ବୋହି ଯାଉଛି । ସେ ତାଙ୍କର ପୁରୁଣା କଥା ମନେ ପକାଇ ସ୍ଵାମୀଙ୍କ ସହ କଥା ହେଉଛନ୍ତି ।

ଯେ ପର୍ଯ୍ଯନ୍ତ ବାବୁସାନ ଙ୍କ ହୋସ ଆସି ନ ଥିଲା ସେ ପର୍ଯ୍ଯନ୍ତ ତାଙ୍କ ହାତକୁ ଧରି ପାଖରେ ବସି ରହିଥିଲେ ସ୍ତ୍ରୀ ତୃପ୍ତି । ଏମିତିକି ସ୍ଵାମି ଙ୍କ ହୋସ ଆସିବା ପରେ ଅନେକ କଥା ହୋଇଥିଲେ ତୃପ୍ତି । ପୁରୁଣା ଦିନରେ ବିତି ଯାଇଥିବା ସବୁ ପ୍ରେମ ଭରା କଥାକୁ ମନେ ପକାଇ ଦୁହେଁ ଦୁହିଙ୍କ ସହ କଥା ହୋଇଛନ୍ତି । କେମିତି ତୁମର ମୋର ପ୍ରେମ ହେଲା, କେମିତି ତୁମେ ମୋର ପ୍ରପୋଜ କରିଲା, ଆଉ କେମିତି ଆମର ବାହାଘର ହେଲା ସେ ସବୁ ଆଜି ମାନେ ପଡୁଛି ବୋଲି ତୃପ୍ତି ବାବୁସାନ ଙ୍କୁ କହିଛନ୍ତି । ଏମିତି ସବୁ କଥା କହି ବାବୁସାନ ଙ୍କ ହାତକୁ ଧରି କାନ୍ଦି ପକାଇଛନ୍ତି ସ୍ତ୍ରୀ ତୃପ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ବାବୁସାନ ଫିଲ୍ମ ଦମନ ର ପ୍ରମୋଶନ ପାଇଁ ନିଜ ସାଥି ଙ୍କ ସହ ଲଦାଖ ଯାଇଥିଲେ ଆଉ ତାଙ୍କର ବାଇକ ଚଳାଇବା ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଲଦାଖ ରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ଵର ଫେରିଥିଲେ । ମାତ୍ର ଏଠାରେ ପୁଣି ଥରେ ଅସୁସ୍ଥ ଅନୁଭବ କରିବାକୁ ବାବୁସାନ ଙ୍କୁ ସମ ମେଡିକାଲ ରେ ଭର୍ତ୍ତି କରା ଯାଇଛି ।

ବର୍ତ୍ତମାନ ତାଙ୍କ ପାଖରେ ସ୍ତ୍ରୀ ତୃପ୍ତି ଆଉ ପୁରା ପରିବାର ଅଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ସୁସ୍ଥ ଥିବା ଜଣା ପଡିଛି । ୬ ଜଣିଆ ଡାକ୍ତରୀ ଟିମ ବାବୁସାନଙ୍କର ଚିକିତ୍ସା କରୁଛି ବୋଲି ଜଣା ପଡିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *