ଦର୍ଶକ ବନ୍ଧୁ ବାବୁଶାନଙ୍କୁ ସ୍ପାଇନଲେସ ବା ଅମେରୁଦଣ୍ଡୀ କହିଲେ ପ୍ରକୃତି ? ବାବୁଶାନଙ୍କ ନାଁ ଶୁଣି ଇଗ୍ନୋର କଲେ, ଚିହିଁକି ଉଠିଲେ । ବାବୁଶାନ- ପ୍ରକୃତି ବିବାଦକୁ ଅନେକ ଦିନ ବିତିଛି ସତ । କିନ୍ତୁ ଏହି ବିବାଦର ନିଆଁ ଏ ଯାଏଁ ଲିଭିନି । ଆଉ ଏ କଥା ପ୍ରକୃତିଙ୍କ କଥାରୁ ସ୍ପଷ୍ଟ ହୋଇଛି। ପ୍ରକୃତି ଙ୍କ ନୂଆ ଓଡିଆ ଫିଲ୍ମ କଫି ସାପ ରୁ ଆରମ୍ଭ ର ପ୍ରମୋଶନ ବେଳେ ପ୍ରକୃତି ଓଡିଆ ଫିଲ୍ମ ବିଷୟରେ ଅନେକ କିଛି କଥା କହିଥିଲେ ।
ଏହ ସହ “ଦମନ” ଫିଲ୍ମ ଦେଖିଛନ୍ତି କି ନାହି ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା ଆଉ ଉତ୍ତର ରେ ସେ କହିଥିଲେ ସମୟ ମିଳି ନ ଥିଲା ସେଥିପାଇଁ ସେ “ଦମନ’ ଫିଲ୍ମ ଦେଖି ନାହାନ୍ତି । ଅନ୍ୟ ପକ୍ଷ ରେ “ଦମନ” ଫିଲ୍ମ ବିଷୟରେ ଅଧିକ ପଚାରିବାରୁ ସେ ତାଙ୍କୁ ତାଙ୍କ ଫିଲ୍ମ “କଫି ସପ” ବିଷୟରେ ପଚାରିବାକୁ କହିଥିଲେ । କେବଳ ଏତିକି ନୁହେଁ ବାବୁସାନ ଙ୍କ ନାଁ ଶୁଣିବା ପରେ ଅଜବ ରିୟାକସନ ଦେଇଥିଲେ ପ୍ରକୃତି । ସେହିପରି ବାବୁସାନ ଙ୍କ ନାଁ ଶୁଣିବା ପରେ କିଏ କିଏ ବାରମ୍ବାର ବୋଲି ପଚାରି ଥିଲେ ।
ଏଥିରୁ ସ୍ପଷ୍ଟ ହେଉଛି କି ଏବେ ଯାଏଁ ବି ବାବୁସାନ ଙ୍କ ଉପରେ ରାଗିଛନ୍ତି ପ୍ରକୃତି । ଏମିତିକି ବାବୁସାନ ଙ୍କୁ ସ୍ପାଇନଲେସ କହିବାକୁ ପଚାଇ ନ ଥିଲେ । ତେବେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବାକୁ ଯାଇ କହିଥିଲେ କି “ଆପଣ ମୋ ଫିଲ୍ମ “କଫି ସପ” ବିଷୟରେ ପଚାରିବାକୁ ଆସିଛନ୍ତି ଶେୟା ପଚାରନ୍ତୁ । ବାବୁସାନ କିଏ କିଏ ମୁଁ ଜାଣି ନାହି । ଏମିତିକି ସ୍ପାଇନଲେସ ଲୋକଙ୍କ ବିଷୟରେ ମୋର କିଛି କହିବାର ନାହି । କାରଣ ଲୋକ ଏମାନେ ମୋତେ ବହୁତ ଭଲ ଭାବେ ଜାଣିଛନ୍ତି ଆଉ ବହୁତ ଅପମାନିତ ମଧ୍ୟ କରି ସାରିଛନ୍ତି ।
ମୁଁ ଆଉ କିଛି ଜଣାଇବାକୁ ଚାହୁଁ ନାହି । ମୁଁ ଓଡିଶା ଆସିଛି ମୋ କାମ କରିବାକୁ ମୋତେ କାମ କରିବାକୁ ଦିଅନ୍ତୁ” । ତେବେ ଗତ କିଛି ମାସ ପୂର୍ବରୁ ଅଭିନେତା ବାବୁସାନ ଓ ପ୍ରକୃତି ଚେନ୍ନାଇ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ସ୍ତ୍ରୀ ତୃପ୍ତି ଙ୍କ ସହ ବାଚସା ହୋଇଥିଲା । ପରେ ଏହି ଘଟଣା କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହୋଇଥିଲା । ପରେ ପ୍ରକୃତି ଙ୍କୁ ନେଇ ବାବୁସାନ ଙ୍କ ସ୍ତ୍ରୀ ଅନେକ ସଙ୍ଗିନ ଅଭିଯୋଗ ଆଣିଥିଲେ ।
ପରେ ତୃପ୍ତି ଓ ତାଙ୍କ ପରିବାର ନାଁ ରେ ଥାନାରେ ଏତାଲା ଦେଇଥିଲେ । ଘଟଣା ପରେ କିଛି ଦିନ ସବୁ ଠିକ ଥିଲା । କିନ୍ତୁ ସେହି ଘଟଣା ର ନ୍ୟାୟ ଏବେ ବି ପ୍ରକୃତି ଙ୍କ ମନରେ ଘରେ କରିଥିବା ସ୍ପଷ୍ଟ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରକୃତି ଙ୍କ ବାବୁସାନ ଙ୍କୁ ନେଇ ଏଭଳି ବୟାନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।