Babushanଙ୍କ ପାଖକୁ ଫେରିବା ପାଇଁ ସ୍ତ୍ରୀ Trupti ରଖିଲେ ଏଭଳି 3ଟି ସର୍ତ୍ତ, ଦେଖନ୍ତୁ କଣ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେବ ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ର ଙ୍କ ପ୍ରେମ ସମ୍ପର୍କ କୁ ନେଇ ଓଡିଶା ସାରା ଚର୍ଚ୍ଚା ଆରମ୍ଭ ହୋଇଛି ଯାହା ଆଜି ଯାଏଁ ବି ଲାଗି ରହିଛି । ତେବେ ଏହାରି ମଧ୍ୟରେ ବାବୁସାନ ନିଜ ଭୁଲ ବୁଝିପାରି ନିଜ ଘରକୁ ଫେରି ପରିବାର ସହ ଅଛନ୍ତି । କିନ୍ତୁ ସ୍ତ୍ରୀ ତୃପ୍ତି ଏ ଯାଏଁ ବାବୁସାନ ଙ୍କ ଜୀବନକୁ କି ତାଙ୍କ ପରିବାର କୁ ଫେରି ନାହାନ୍ତି । ତେବେ ଏହାରି ମଧ୍ୟରେ ନିଜ ସ୍ଵାମୀ ଙ୍କୁ ବାଟକୁ ଆଣିବା ପାଇଁ ସ୍ତ୍ରୀ ରଖିଲେ ୩ଟି ସର୍ତ୍ତ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଅଭିନେତା ବାବୁସାନ ମହାନ୍ତି ଙ୍କୁ ସଜାଡିବା ପାଇଁ ବା ପୁଣି ଥରେ ନିଜ ପାଖକୁ ଫେରାଇ ଆଣିବା ପରେ ସ୍ତ୍ରୀ ତୃପ୍ତି ରଖିଲେ ୩ଟି ସର୍ତ୍ତ ।

ତେବେ ନିଜ ବୈବାହିକ ଜୀବନକୁ ଫେରିବା ପାଇଁ ଏବେ ନିଜ ପରିବାରକୁ ସଜାଡିବା ପାଇଁ ତୃପ୍ତି ବାବୁସାନ ଙ୍କ ଆଗରେ ୩ ଗୋଟି ସର୍ତ୍ତ ଆଖିଛନ୍ତି ଯାହାକୁ ମାନିବେ ବାବୁସାନ । ଯଦି ବାବୁସାନ ତୃପ୍ତିଙ୍କର ଏହି ୩ ଟି ସର୍ତ୍ତ ମାନିବେ ତେବେ ତୃପ୍ତି ତାଙ୍କ ପାଖକୁ ଆସିବେ ଆଉ ତାଙ୍କ ପୁଅ ତାଙ୍କ ପାଖକୁ ଫେରି ଆସିବ । ତାଙ୍କ ପରିବାର ପୁଣି ଥରେ ସଜାଡି ହୋଇଯିବ ପୁଣି ଥରେ ଗଢି ତୋଳି ହୋଇଯିବ ।

କିନ୍ତୁ ଆଦି ବାବୁସାନ ଏହି ୩ ଟି ସର୍ତ୍ତ ନା ମାନିବେ ତେବେ ପୁଣି ଥରେ ତୃପ୍ତି ତାଙ୍କ ଜିଦ ରେ ଅଟଳ ରହିବେ । ଆଉ ପୁଣି ଥରେ ବାବୁସାନ ଙ୍କ ପାଖକୁ ଫେରିବେ ନାହି ବୋଲି କହିଛନ୍ତି । ତେବେ ତୃପ୍ତି ସର୍ତ୍ତ ରଖିଛନ୍ତି କି ବାବୁସାନ ଲିଖିତ ଭାବରେ ତାଙ୍କୁ ପ୍ରତିଶ୍ରୁତି ଦେବେ କି ଭବିଷ୍ୟତରେ ସେ ପ୍ରକୃତି ମିଶ୍ର ଙ୍କ ସହ କୌଣସି ସମ୍ପର୍କ ରଖିବେ ନାହି । ସେ ସବୁବେଳେ ନିଶା ଗ୍ରସ୍ତ ହୋଇ ରହିବେ ନାହି ।

ବର୍ତ୍ତମାନ ସମୟରେ ବାବୁସାନ ଯେଉଁ ଭଲ କରିଛନ୍ତି ବାଦ ବଡ ଭୁଲ ଟି କରିଛନ୍ତି ତାହାର ପୁନରାବୃତ୍ତି ଯେପରି ନ ହୁଏ ତାଙ୍କ ସ୍ତ୍ରୀ ଓ ପିଲାର ଦାୟିତ୍ଵ ନେବେ ବୋଲି ବାବୁସାନ ଲିଖିତ ଭାବରେ ପ୍ରତିଶ୍ରୁତି ଦେବାକୁ ପଡିବ ବୋଲି ତୃପ୍ତି ସର୍ତ୍ତ ରଖିଛନ୍ତି । ତେବେ ତୃପ୍ତିଙ୍କର ଏହି ସବୁ ସର୍ତ୍ତ ରେ ବାବୁସାନ ରାଜି ହୋଇଗଲେ ସେ ଓ ତାଙ୍କ ପାଉ ନିଶ୍ଚିନ୍ତ ଭାବେ ତାଙ୍କ ପାଖକୁ ଫେରିବେ ।

ନଚେତ ତୃପ୍ତି ବାବୁସାନ ଙ୍କ ପାଖକୁ ଫେରିବେ ନାହି । ତେବେ ଆଗକୁ ଦେଖିବା ବାକି ରହିଲ ଆକି ବାବୁସାନ ତୃପ୍ତିଙ୍କର ଏହି ୩ଟି ସର୍ତ୍ତ ରେ ରାଜି ହେଉଛନ୍ତି କି ନାହି । ତେବେ ତୃପ୍ତି ଯେଉଁ ନିସ୍ପତି ନେଇଛନ୍ତି ତାହା ବାସ୍ତବରେ ଯୁକ୍ତିଯୁକ୍ତ ଅଟେ । କାରଣ ସ୍ତ୍ରୀ ନିଜ ସ୍ବାମୀଙ୍କୁ ବାଟକୁ ଆଣିବା ପାଇଁ ଏଭଳି ପଦକ୍ଷେପ ନେବା ନିହାତି ଜରୁରୀ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ତୃପ୍ତି ବାବୁସାନ ଙ୍କ ପାଖକୁ ଫେରିବା ପାଇଁ ଯେଉଁ ୩ଟି ସର୍ତ୍ତ ରଖିଛନ୍ତି ତାହା ଠିକ ନା ଭୁଲ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *