ଭଗବାନ ସମସ୍ତଙ୍କୁ ଏହି ଦୁନିଆରେ ବହୁତ ଭିନ ଭିନ ରୂପ ସହ ଭିନ ଗୁଣ ମଧ୍ୟ ପ୍ରଦାନ କରିଛନ୍ତି, ତେବେ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ମଣିଷ ବ୍ୟକ୍ତିତ୍ବ ଆଉ ସ୍ଵଭାବ ବିଷୟରେ ଆପଣ ତାଙ୍କ ପସନ୍ଦ ଅନୁଯାଇ ଜାଣିଯିବେ ।
ତେବେ ବହୁତ ଲୋକ ଏମିତି ମଧ୍ୟ ହୋଇଥାନ୍ତି ଯିଏ କାହା ସହ ମିଶିବାକୁ ପସନ୍ଦ କରନ୍ତି ନାହିଁ ତେବେ ଏହି ଭଳି ଲୋକଙ୍କ ବିଷୟରେ ଜାଣିବା ଟିକେ କଷ୍ଟ ହୋଇଥାଏ କିନ୍ତୁ ଆପଣ ତାଙ୍କ ବିଷୟରେ ତାଙ୍କ ପସନ୍ଦ ଅନୁଯାଇ ଜାଣି ପାରିବେ । ତେବେ ଆଜି ଆମେ ଆପଣଙ୍କ ପାଇଁ ଗୋଟେ ଗେମ ଆଣିଛୁ ଆପଣଙ୍କୁ ଏହି ୫ତି ଚେଅର ମଧ୍ୟରୁ ଗୋଟେ ପସନ୍ଦ କରିବାକୁ ହବ ଆଉ ଆମେ ଆପଣଙ୍କୁ ତାହା ଅନୁଯାଇ କହିବୁ ଯେ ଆପଣଙ୍କ ଭିତରେ ସବୁଠାରୁ ବିଶେଷ କଥା କଣ ଅଛି ।
୧. ଯଦି ଆପଣ ପ୍ରଥମ ଚେଅର ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ବହୁତ କ୍ରିଏଟିବ ଲୋକ ଅଟନ୍ତି, ଆପଣ ନିଜ ବିଶେଷତା ଅନୁଯାଇ ଏମିତି କିଛି କରିବାକୁ ଚେଷ୍ଟା କରନ୍ତି ଯାହା ଅନ୍ୟ ମାନଙ୍କ ଠାରୁ ଆପଣଙ୍କୁ ଭିନ କରିଥାଏ । ଏହି ଭଳି ଲୋକଙ୍କୁ ଡ୍ୟାନ୍ସ, ମ୍ୟୁଜିକ, ଆର୍ଟ, ପେଣ୍ଟିଙ୍ଗ ଭଳି ଜିନିଷ ବହୁତ ପସନ୍ଦ ହପୋଇଥାଏ, ଏହି ଭଳି ଅନ୍ୟ ମାନଙ୍କ ଠାରୁ ବହୁତ ଅଲଗା ହୋଇଥାନ୍ତି ।
୨. ଯଦି ଆପଣ ଦ୍ଵିତୀୟ ଚେଅର ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ନିଜ ଲକ୍ଷ୍ୟ ପାଇବା ପାଇଁ ବହୁତ ପରିଶ୍ରମ କରନ୍ତି, ଆପଣ ବହୁତ ଭରସା କରିବା ବ୍ୟକ୍ତି ଅଟନ୍ତି, ଆପଣ କାହାକୁ ଦୁଃଖୀ କରିବା ଭଳି ଲୋକ ନୁହନ୍ତି, ଆପଣ ନିଜ ଲୋକଙ୍କୁ କେବେ ଛାଡିକି ଯାନ୍ତି ନାହିଁ ଆପଣଙ୍କ ପାଇଁ ଆପଣଙ୍କ ପରିବାର ବହୁତ ବିଶେଷ ହୋଇଥାଏ, ତେବେ ଆପଣ ବହୁତ ଭାଉକ ଲୋକ ଅଟନ୍ତି ।
୩. ଯଦି ଆପଣ ତୃତୀୟ ଚେଅର ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଆକର୍ଷକ ବ୍ୟକ୍ତି ଅଟନ୍ତି ଆପଣ ନିଜ ଜୀବନରେ ଯାହାକୁ ପସନ୍ଦ କରନ୍ତି ତାକୁ କିଛି ଖ୍ୟଣରେ ଇମ୍ପରେଶ କରି ଦିଅନ୍ତି, ତେବେ ଆପଣ ନିଜ କାମ ବହୁତ ସହଜରେ ବାହାର କରି ପାରନ୍ତି କାହିଁକିନା ଆପଣଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି ।
୪. ଯଦି ଆପଣ ଚତୁର୍ଥ ଚେଅର ପସନ୍ଦ କରିଛନ୍ତି ଆପଣ ନିଜ ପାର୍ଟନର ପାଇଁ ସବୁବେଳେ କିଛି ସ୍ପେଶଲ କରିବା ପସନ୍ଦ କରନ୍ତି ଯାହା ତାଙ୍କ ପାଇଁ ଆପଣଙ୍କ ମନରେ ଥିବା ପ୍ରେମକୁ ଦର୍ଶାଇ ଥାଏ ଆଉ ଆପଣଙ୍କ ଏହି ଭଳି ଭଲ ପାଇବାକୁ ଅନ୍ୟ ମାନେ ମଧ୍ୟ ବହୁତ ପସନ୍ଦ କରନ୍ତି । ଆପଣ ନିଜ ସମ୍ପପର୍କ ପାଇଁ ଦୁହେଁ ବହୁତ ଖୁସି ଅଛନ୍ତି ଆଉ ଆପଣ ଦୁହେଁ ନିଜ ସମ୍ପର୍କ ଆଗକୁ ବଢାଇବା ପାଇଁ ରେଡି ଅଛନ୍ତି ।
୫. ଯଦି ଆପଣ ପଞ୍ଚମ ଚେଅର ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ନିଜ ପାର୍ଟନର ବା ଯାହାକୁ ଆପଣ ଭଲ ପାନ୍ତି ସମସ୍ତଙ୍କ ପ୍ରତି କେଅରିଙ୍ଗ ନେଚର ରଖନ୍ତି, ଆପଣ ନିଜ ଠାରୁ ଅଧିକ ତାଙ୍କ କଥା ବୁଝନ୍ତି ଯାହା ପାଇଁ ସେ ଆପଣଙ୍କୁ ବହୁତ ଭଲ ପାନ୍ତି, ଆପଣ ନିଜ ଜୀବନ ସାଥି ଉପରେ ବହୁତ ଭରସା କରନ୍ତି ଆଉ ଜୀବନରେ ଆଗକୁ ବଢିବା ପାଇଁ ଭାବିଛନ୍ତି ।