ବନ୍ଧୁଗଣ ନମସ୍କାର , ଆପଣ ଏହି ଦୁଇଟି ଲାଫିଂ ବୁଦ୍ଧରୁ ଗୋଟିଏ ବାଛନ୍ତୁ , ଯଦି ଆପଣଙ୍କୁ ଆପଣଙ୍କ ବିଷୟରେ ସଠିକ୍ ସୂଚନା ଦରକାର ତେବେ ଆପଣଙ୍କୁ ସଠିକ୍ ଅପ୍ସନ୍ ବାଛିବାକୁ ହେବ । ସଠିକ୍ ଅପ୍ସନ୍ ବାଛିବାରେ ଜମା ବି ତର୍ ତର୍ ହୁଅନ୍ତୁ ନାହିଁ । ଏକ ଦୀର୍ଘ ନିଃଶ୍ୱାସ ନେଇ ଯେଉଁ ଅପ୍ସନ୍ ଆପଣଙ୍କୁ ଅଧିକ ଆକର୍ଷିତ କରୁଛି ଆପଣମାନେ ସେହି ଅପ୍ସନ୍ କୁ ବାଛନ୍ତୁ । ଆପଣ ସମ୍ପୂର୍ଣ ଭାବେ ନିଜକୁ ସ୍ଥିର କରି , ବିଚାର କରି ଏହି ଦୁଇ ଅପ୍ସନ୍ ରୁ ଗୋଟିଏ ଅପ୍ସନ୍ କୁ ବାଛନ୍ତୁ । ଏହି ମାଧ୍ୟମରେ ଆପଣ ଆପଣମାନଙ୍କ ର ଭବିଷ୍ୟତ ଜାଣିପାରିବେ ।
ଅପ୍ସନ୍ ୧ – ବନ୍ଧୁଗଣ ଆପଣଙ୍କ ଭାଗ୍ୟରେ କଣ ଲେଖା ହୋଇଛି , ଯାହା ହେଇକି ହିଁ ରହିବ । ଏବେ ଦେଖନ୍ତୁ ଭାଗ୍ୟ ଆଜିଠୁ ତ ଆରମ୍ଭ ହୋଇନି ଭାଗ୍ୟ ଆପଣ ଜନ୍ମ ଗ୍ରହଣ କରିବା ପର ଠୁ ହିଁ ଆରମ୍ଭ ହୋଇଯାଇଥିଲା , ତେବେ ବନ୍ଧୁଗଣ ପ୍ରଥମେ ଆପଣ ମାନଙ୍କର ଭାଗ୍ୟରେ ଆଗକୁ କଣ ହେବ ଜାଣିବା ପାଇଁ ହେଲେ , ପ୍ରଥମେ ଆମକୁ ଆପଣଙ୍କର ଅତିତକୁ ଯିବାକୁ ହେବ।
ବନ୍ଧୁଗଣ ଆପଣଙ୍କୁ ଆମେ ଜଣାଇବାକୁ ଯାଉଛୁ ଯେ ଆପଣଙ୍କ ଜୀବନରେ ଆପଣ ବହୁତ୍ କନଫ୍ୟୁଜ ହୁଅନ୍ତି । ସବୁ କ୍ଷେତ୍ର ରେ ଆପଣ କନ୍ ଫ୍ୟୁଜ୍ ହୋଇଥାନ୍ତି , ଆପଣ ବୁଝିପାରନ୍ତି ନାହିଁ ଯେ ଆପଣ କଣ କରିବେ ଏବଂ କଣ କରିବେ ନାହିଁ । ଏବଂ ବନ୍ଧୁଗଣ ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ୍ ବିଶ୍ୱାସ ଘାତକତା ମିଳିଛି , ବହୁତ କଷ୍ଟ ର ସମ୍ମୁଖିନ ହେଇଛନ୍ତି । କିଛି ବିଶ୍ବାସ ଘାତକତା ନିଜ ଲୋକଙ୍କ ଠାରୁ ମିଳିଛି ଏବଂ ଆଉ କିଛି ଅନ୍ୟ ଲୋକଙ୍କ ଠାରୁ ମିଳିଛି, କିନ୍ତୁ ବନ୍ଧୁଗଣ ଆପଣ ଆପଣଙ୍କ ଜୀବନରେ ବହୁତ କଷ୍ଟ ପାଇଛନ୍ତି ଏବଂ ଦୁଃଖ ମଧ୍ୟ ପାଇଛନ୍ତି ।
କିନ୍ତୁ ବନ୍ଧୁଗଣ ଆପଣଙ୍କୁ ଆମେ ଜଣାଇବାକୁ ଚାହୁଁଛୁ ଯେ ଦୁଃଖ ବା କଷ୍ଟ ଖରାପ୍ ନୁହେଁ ଏହା ବହୁତ ଭଲ ଅଟେ , ଏହା ଆମକୁ ସାହାଯ୍ୟ କରିଥାଏ ଜୀବନରେ ଆଗକୁ ବଢିବା ପାଇଁ , ନିଜକୁ ସୁଦୃଢ କରିବା ପାଇଁ ଦୁଃଖ କଷ୍ଟ ପାଇବା ଦରକାର । କିନ୍ତୁ ବନ୍ଧୁଗଣ ଆପଣ ଏତେ କଷ୍ଟ ସହିକି ମଧ୍ୟ ପର ଉପକାର ରେ କେବେ ପଛ ଘୁଞ୍ଚା ଦେଇନାହାନ୍ତି । ଆପଣ ମାନେ ଧନ ଅର୍ଜନ କରିବା ପାଇଁ ବହୁତ କଷ୍ଟ ସହିଛନ୍ତି କିନ୍ତୁ ବନ୍ଧୁଗଣ ଆପଣଙ୍କୁ ସଠିକ୍ ତଥ୍ୟ ମିଳି ପାରିନି କିନ୍ତୁ ବନ୍ଧୁଗଣ ଆପଣ ମାନେ ଗୁଣରେ ବହୁତ ଧନୀ ଅଟନ୍ତି ।
ଆପଣ ସଦା ବେଳେ ଚାହାନ୍ତି ଦୁର କୁ ଯାଇ ବା ବାହାରକୁ ଯାଇ ଚାକିରି କରିବା ପାଇଁ କିମ୍ବା ନିଜର ବେପାର କରିବା ପାଇଁ । ଆପଣମାନେ ନିଜର ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ ବହୁତ କଷ୍ଟ କରୁଛନ୍ତି । ଆପଣଙ୍କ ଭାଗ୍ୟରେ ଏବେ ଯାଏଁ ଆପଣକୁ ବହୁତ କଷ୍ଟ ମିଳିଛି ହେଲେ ବନ୍ଧୁଗଣ ଆମେ ଆପଣଙ୍କୁ ଏହା ମଧ୍ୟ କହିବା ଯେ କଣ କରିବା ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ବାଧା ଦୁର ହେବ । ବନ୍ଧୁଗଣ ଆପଣ ନିଜ ପରିବାରକୁ ସ୍ନେହ ସହ ସମ୍ଭଳାନ୍ତୁ ଏବଂ ସକାଳୁ ଉଠି ମେଡିଟେସନ୍ କରନ୍ତୁ ଏହା ଆପଣଙ୍କୁ କନ୍ ଫ୍ୟୁଜ ହେବାରୁ ସାହାଯ୍ୟ କରିବ ।
ଆପଣମାନେ ଯାହା ବି କରନ୍ତୁ ଖୋଲିକି କରନ୍ତୁ , ନିଜକୁ ଅଟକାଇ ରଖନ୍ତୁ ନାହିଁ । ବନ୍ଧୁଗଣ ଯଦି ଆପଣ ପ୍ରେମ ସମ୍ପର୍କ ରଖିଛନ୍ତି ତେବେ ଆପଣଙ୍କୁ ଜଣାଇବାକୁ ଚାହୁଛୁ ଯେ ଆପଣ ଦୁହେଁ ପରସ୍ପରକୁ ପ୍ରେମ ତ କରୁଛନ୍ତି କିନ୍ତୁ ଆପଣ ବିଶ୍ବାସ କରିବାରେ ପଛ ଘୁଞ୍ଚା ଦେଇଥାନ୍ତି । ବନ୍ଧୁଗଣ ବିଶ୍ଵାସର ଅନ୍ୟ ନାମ ପ୍ରେମ ଅଟେ ଆପଣ ବିଶ୍ବାସ କରନ୍ତୁ ତା ସହ ପ୍ରେମ ବି କରନ୍ତୁ ଦେଖିବେ ଆପଣଙ୍କ ପ୍ରେମ ସମ୍ପର୍କରେ ଆଉ ଅର୍ଚ୍ଚନ ଆସିବ ନାହିଁ । ଆପଣଙ୍କର ଆଗାମୀ ଜୀବନ ଭଲ ଅଛି କିନ୍ତୁ ସହଜ ନୁହେଁ , ଭଗବାନଙ୍କ ପାଇଁ ଶ୍ରଦ୍ଧା ଏବଂ ଭକ୍ତି ରଖନ୍ତୁ ଦେଖିବେ ଆପଣ ବହୁତ୍ ଲାଭବାନ ହେବେ । ଆପଣଙ୍କ ଭାଗ୍ୟ ବାଦଳିବାକୁ ଯାଉଛି ଦେଖିବେ ଧିରେ ଧିରେ ସବୁ ଠିକ୍ ହୋଇଯିବ କିନ୍ତୁ ଆପଣକୁ ଭଗବାନଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ଆଣିବାକୁ ହେବ ।
ଅପ୍ସନ୍ ୨ – ବନ୍ଧୁଗଣ ଆପଣଙ୍କ ଭାଗ୍ୟରେ କଣ ଲେଖା ହୋଇଛି , ଭାଗ୍ୟ ତ ସେହି ସମୟରେ ଆରମ୍ଭ ହୋଇଯାଇଥିଲା ଯେଉଁ ସମୟରେ ଆପଣ ଏହି ଜଗତକୁ ଆସିଥିଲେ ଅର୍ଥାତ୍ ଜନ୍ମ ଗ୍ରହଣ କରିଥିଲେ । ଦେଖନ୍ତୁ ବନ୍ଧୁଗଣ ଆପଣଙ୍କ ଭବିଷ୍ୟତ ଜାଣିବାକୁ ହେଲେ ପ୍ରଥମେ ଆପଣଙ୍କ ଅତିତ କୁ ଯିବାକୁ ହେବ । ବନ୍ଧୁଗଣ ଆପଣମାନେ ବହୁତ କଷ୍ଟ କରିଛନ୍ତି , ନିଜ ପରିବାର ପାଇଁ ଏବଂ ନିଜ ଭବିଷ୍ୟତ ପାଇଁ ଆପଣ ବହୁତ କଷ୍ଟ କରିଛନ୍ତି । ଏବଂ ଆପଣଙ୍କୁ ଏହାର ଫଳ ମଧ୍ୟ ମିଳିଛି , କିନ୍ତୁ ବନ୍ଧୁଗଣ ଆପଣଙ୍କୁ ଏହା ଲାଗେ ଯେ ଆପଣଙ୍କ ଭାଗ୍ୟର ଚକ୍ର କେଉଁଠି ନ କେଉଁଠି ରହିଯାଇଛି ।
ବନ୍ଧୁଗଣ ଆପଣଙ୍କୁ ଆମେ ଏହା ଜଣାଇବାକୁ ଚହୁଛୁ ଯେ ଆପଣଙ୍କ ଭାଗ୍ୟ ଆପଣଙ୍କ ସହ ଥିଲା ହେଲେ ଆପଣଙ୍କ ସହ ଯେଉଁ ଲୋକ ମାନେ ଥିଲେ , ସେମାନେ ଭଲ ନଥିଲେ । ଆପଣଙ୍କର ଆର୍ଥିକ ପରିସ୍ଥିତି ଏତେ ଭଲ ନାହିଁ କିନ୍ତୁ ଆପଣ ବହୁତ୍ କଷ୍ଟ କରୁଛନ୍ତି ନିଜ ପରିବାର ପାଇଁ ଏବଂ ନିଜ ପାଇଁ । ଆପଣମାନେ ବହୁତ୍ କ୍ରୋଧୀ ଅଟନ୍ତି , ବନ୍ଧୁଗଣ ଆପଣମାନେ ନିଜ କ୍ରୋଧକୁ ସମ୍ଭାଳି ରଖନ୍ତୁ , ଏହିପରି କ୍ରୋଧ କରିବା ଭଲ ହୋଇନଥାଏ । କିନ୍ତୁ ବନ୍ଧୁଗଣ ଆପଣ ମାନେ କେବେ ହେଲେ ନିଜ ଠୁ ବଡ଼ ବ୍ୟକ୍ତି ବିଶେଷଙ୍କୁ ଖରାପ୍ ବ୍ୟବହାର କରିନାହାନ୍ତି ।
ଆପଣ ନିଜ ଲୋକଙ୍କୁ ହରାଇବାକୁ ଚାହାନ୍ତି ନାହିଁ , ନିଜ ଲୋକଙ୍କୁ ଆପଣ ବହୁତ ଭଲ ପାଇଥାନ୍ତି । କିନ୍ତୁ ବନ୍ଧୁଗଣ ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ଏବେ ଯାଏଁ ଯାହା ହୋଇସାରିଛି ତାହା ବଦଳା ଯାଇପାରିବନି କିନ୍ତୁ ଆଗକୁ ଆପଣଙ୍କ ଭାଗ୍ୟ ବଡଳିବାକୁ ଯାଉଛି । ବନ୍ଧୁଗଣ ଆପଣମାନଙ୍କୁ ବହୁତ ବଡ଼ ସୁସମାଚାର ମିଳିବାକୁ ଯାଉଛି , ଆପଣଙ୍କୁ ଖୁବ୍ ଶୀଘ୍ର ଆପଣଙ୍କ ଜୀବନସାଥି ମିଳିବାକୁ ଯାଉଛି । ଆପଣଙ୍କ ଜୀବନସାଥି ଆସିବା ଦ୍ବାରା ଆପଣଙ୍କ ଜୀବନରେ ଖୁସୀ ର ଲହରୀ ଖେଳିବାକୁ ଯାଉଛି , ସୁଖ , ସମୃଦ୍ଧି ଏବଂ ଅନେକ ଦୁଃଖ କଷ୍ଟରୁ ମୁକ୍ତି ମଧ୍ୟ ମିଳିବାକୁ ଯାଉଛି ।
ଆପଣଙ୍କ ଆଗାମୀ ଜୀବନ ବହୁତ୍ ଭଲ ଅଛି । ବନ୍ଧୁଗଣ ଆପଣମାନଙ୍କୁ ଜଣାଇ ଦିଆଯାଉଛି ଯେ ଆପଣ ଖୁବ୍ ଶୀଘ୍ର କେଉଁ ଜିନିଷ ଉପରେ ଭରଷା କରନ୍ତୁ ନାହିଁ । ସବୁ ଜିନିଷ କୁ ପରଖି କାର୍ଯ୍ୟ କରନ୍ତୁ , ଆପଣଙ୍କ ସମ୍ପର୍କୀୟ କିମ୍ବା ଜଣାଶୁଣା ଲୋକ ଆପଣଙ୍କୁ ହଇରାଣ କରିବାକୁ ଚାହୁଛନ୍ତି ତାଙ୍କଠୁ ଦୂରରେ ରୁହନ୍ତୁ ।