ପିଲା ଦିନେ ଉଡି ଯାଉଥିବା ପକ୍ଷୀ ମାନଙ୍କର ପର ରଖିବାକୁ ଭଲ ଲାଗିଥାଏ । ବିଭିନ୍ନ ପ୍ରକାରର ପକ୍ଷୀ ମାନଙ୍କର ପର ଅଲଗା ଅଲଗା ହୋଇଥାଏ । ମନୋବିଜ୍ଞାନ ଅନୁସାରେ ଏହି ପର ଦ୍ଵାରା ମଣିଷ ଜୀବନର ବିଚାର ଶକ୍ତି ବିଷୟରେ ଜଣା ପଡିଥାଏ । ଏହି ପଙ୍ଖ ମାଧ୍ୟମରେ ବ୍ଯକ୍ତିର ପସନ୍ଦ ତଥା ବ୍ୟକ୍ତିତ୍ବ ବିଷୟରେ ସ୍ପଷ୍ଟ ଜଣା ପଡିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ୫ଟି ପଙ୍ଖର ଚିତ୍ର ନେଇ ଆସିଛୁ । ଯେଉଁଥିରେ ଆପଣଙ୍କୁ ଗୋଟିଏ ପଙ୍ଖ ବାଛିବାକୁ ପଡିବ ଯାହା ଦ୍ଵାରା ଆପଣ ନିଜର ଭବିଷୟତ ବିଷୟରେ ଜାଣି ପାରିବେ ।
୧- ପ୍ରଥମ ପଙ୍ଖ : ଯଦି ଆପଣ ପ୍ରଥମ ପଙ୍ଖ ଚୟନ କରିଛନ୍ତି ତେବେ ଆପଣ ଦୟାଳୁ ସ୍ଵଭବର ବ୍ୟକ୍ତି ଅଟନ୍ତି । ଆପଣ ଲୋକ ମାନଙ୍କୁ ନେଇ ଚାଲିବାକୁ ପସନ୍ଦ କରନ୍ତି । ଆପଣ ପରିସ୍ଥିତି ଯାହା ହେଇଥାଉ ନାଁ କାହିଁକି ତାର ସାମନା କରିଥାନ୍ତି । ଆପଣ ଅନ୍ୟ ମାନଙ୍କ ସହ ଯୋଡି ହୋଇ ରହିଥାନ୍ତି । ଆପଣ ବିନା ସ୍ଵାର୍ଥରେ କାମ କରୁଥିବା ବ୍ୟକ୍ତି ଅଟନ୍ତି ।
୨- ଦିତୀୟ ପଙ୍ଖ : ଯଦି ଆପଣ ଦିତୀୟ ପଙ୍ଖାଚୟନ କରିଛନ୍ତି ତେବେ ଆପଣ ସବୁ କାମ ପ୍ରତି ଆଗ୍ରହୀ ହୋଇଥାନ୍ତି । ଆପଣନ ନିଜର ବ୍ୟକ୍ତିଗତ ଲାଇଫ ସେୟାର କରିବାକୁ ପସନ୍ଦ କରନ୍ତି ଅନହି । ଆପଣ ବନ୍ଧୁ ମାନଙ୍କ ସହ ନିଜର ସମୟ ବିତାଇବାକୁ ପସନ୍ଦ କରିଥାନ୍ତି । ଆପଣଙ୍କ ସହ ଅନ୍ୟ ମାନେ ସମୟ ବିତାନ୍ତୁ ଏହା ଆପଣଙ୍କର ଇଚ୍ଛା ଥାଏ କିନ୍ତୁ ଏହା ସବୁ ସମୟରେ ପୁରା ହୁଏ ନାହି ।
୩- ତୃତୀୟ ପଙ୍ଖ : ଯଦି ଆପଣ ତୃତୀୟ ପଙ୍ଖ ପସନ୍ଦ କରିଛନ୍ତି ତେବେ ଆପଣ ଆତ୍ମନିର୍ଭଶୀଳ ହେବାର ଉଦାହରଣ ହୋଇଥାନ୍ତି । ଆପଣ ଅନ୍ୟ ଉପରେ ବିଶ୍ଵାସ ରଖନ୍ତି ନାହି । ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ କରିଥାନ୍ତି । ଜୀବନରେ କେବେ ବି ହାର ମାନନ୍ତି ନାହି । ଅସଫଳତାରେ ଆପଣ ନିରାଶ ହେବା ଭଳି ବ୍ୟକ୍ତି ହୋଇଥାନ୍ତି ।
୪- ଚତୁର୍ଥ ପଙ୍ଖ : ଯଦି ଆପଣ ଚତୁର୍ଥ ପର ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ଜାଣିବା ଏକ ରହସ୍ୟମୟ କଥା । ଆପଣ ଯେ କୌଣସି ସ୍ଥିତିର ସମାନ କରିବାକୁ ପ୍ରସ୍ତୁତ ରହିଥାନ୍ତି । ଲୋକ ଆମେ ଆପଣଙ୍କର କାର୍ଯ୍ୟର ମହତ୍ଵ ଜାଣି ଆପଣଙ୍କ ସହ ମିତ୍ରତା କରିବାକୁ ଚାହିଁଥାନ୍ତି । ଆପଣ ଅନେକ ସମୟରେ ଠକାମିର ଶିକାର ହୋଇଥାନ୍ତି । ଆପଣ ପ୍ରତେକ ସମସ୍ୟାର ସମାଧାନ କରିଥାନ୍ତି । ଆପଣ ରଚନାତ୍ମକ ସ୍ଵଭବର ବ୍ୟକ୍ତି ହୋଇଥାନ୍ତି । ଆପଣଙ୍କ ବ୍ୟକ୍ତିତ୍ବ ପ୍ରଭାବଶାଳି ହୋଇଥାଏ ।
୫- ପଞ୍ଚମ ପଙ୍ଖ ; ଯଦି ଆପଣ ପଞ୍ଚମ ପର ପସନ୍ଦ କରିଛନ୍ତି ତେବେ ଆପଣଙ୍କର କ୍ଷମତା ଉପରେ ଆପଣ ଭରସା କରନ୍ତି ନାହି । ଯାହା ପାଇଁ ଅନେକ ଥର ଅସଫଳତା ହୋଇଥାନ୍ତି । ଆପଣ ନିଜକୁ ସାବ୍ୟସ୍ତ କରିବା ପାଇଁ କମ ସମୟ ନେଇଥାନ୍ତି । ଆପଣଙ୍କ ଚିନ୍ତାଧାରା ନ୍ୟ ମାନଙ୍କ ଠାରୁ ଅଲଗା ରହିଥାଏ । ଯାହା ପାଇଁ ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।