ବାଛନ୍ତୁ କୌଣସି ଗୋଟିଏ ସର୍ପ ଓ ଜାଣନ୍ତୁ କିଏ ଅଟନ୍ତି ଆପଣଙ୍କ ଶତ୍ରୁ ? Personality Test

ପ୍ରତେକ ବ୍ୟକ୍ତି ଜୀବନରେ ଉନ୍ନତି କରିଥାନ୍ତି ଯାହା ପାଇଁ ସେମାନଙ୍କର ଶତ୍ରୁ ଅଧିକ ରହିଥାନ୍ତି । ଶତ୍ରୁ ମାନେ ସବୁବେଳେ ପିଠି ପଛରେ ୱାର କରିଥାନ୍ତି ଯାହା ପାଇଁ ଆମର କ୍ଷତି ହୋଇଥାଏ । ତେବେ ସେହି ଶତ୍ରୁ କିଏ ଆମେ ସହଜରେ ଜାଣିପାରୁ ନ ଥାଉ । ଆଜି ଆମେ ଆପଣଙ୍କ ପାଇଁ ୨ଟି ସର୍ପର ଚିତ୍ର ନେଇ ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ସର୍ପ ଚୟନ କରନ୍ତୁ ମହାଦେବଙ୍କ ନାମ ନେଇ । ଏହା ପରେ ଆପଣ ଜାଣିପାରିବେ ପଣଙ୍କ ଶତ୍ରୁ କିଏ ଓ ସେ କାହିଁକି ଆପଣଙ୍କ ପଛରେ ପଡିଛନ୍ତି । ତେବେ ଆସନ୍ତୁ ଆରମ୍ଭ ଜାଣିବା ।

୧- ପ୍ରଥମ ସର୍ପ : ଯେଉଁ ମାନେ ପ୍ରଥମ ସର୍ପ ଚୟନ କରିଛନ୍ତି ସେମାନଙ୍କର ବହୁତ ଗୁଡାଏ ଶତ୍ରୁ ଅଛନ୍ତି । ଖାସ କରି ଆପଣଙ୍କ କଥା କହିବାର ଶୈଳୀ ଓ ବ୍ୟବହାରକୁ ନେଇ ଆପଣଙ୍କର ଶତ୍ରୁ ଅଧିକ ହୋଇଛନ୍ତି । ଆପଣଙ୍କର ତାଙ୍କ ଅସହ ତାଳମେଳ ଠିକ ନ ହୋଇଥିବାରୁ ବା ବୁଝାମଣା ଠିକ ନ ଥିବାରୁ ଅନେକ ଶତ୍ରୁ ଅଛନ୍ତି । ସେଥିରେ ପଡୋଶୀ, ବନ୍ଧୁ ବା ପ୍ରିୟଜନ ଆପଣଙ୍କର ଶତ୍ରୁ ହୋଇଛନ୍ତି । ଆପଣଙ୍କ ଶତ୍ରୁମାନେ ଚାହି ରହିଛନ୍ତି କେମିତି ଆପଣଙ୍କର କ୍ଷତି ହେବ । ଆପଣଙ୍କର ଉନ୍ନତି ଦେଖି ସେମାନେ ଈର୍ଷା କରୁଛନ୍ତି ।

ସେମାନେ ଭାବୁଛନ୍ତି କି ଆପଣ ଏତେ ସଂଘର୍ଷ କରି ଏତେ କମ ଦିନରେ କେମିତି ଉନ୍ନତି କରିପାରୁଛନ୍ତି । ଆପଣଙ୍କ ବନ୍ଧୁ ଭାବୁଛନ୍ତି ଆପଣ ତାଙ୍କ ସହ ରହି କେମିତି ଆଗକୁ ଚାଲି ଯାଉଛନ୍ତି । କିନ୍ତୁ ଆପଣ ନିଜର ଭଲ କାମରେ ଉନ୍ନତି କରୁଛନ୍ତି । ଯଦି ଆପଣଙ୍କର ଧନ ସ୍ଥାୟୀ ରହିବାକୁ ଚାହୁଁଛନ୍ତି ତେବେ ଦାନ ଧର୍ମ କରନ୍ତୁ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଜୀବନରୁ ଶତ୍ରୁମାନେ ଦୂରେଇ ଯାଆନ୍ତୁ ସେଥିପାଇଁ ହନୁମାନଙ୍କ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ । ଶନିବାର ଓ ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ ଦର୍ଶନ କରନ୍ତୁ । ଏହା ସହ କେବେ ବି ଶତ୍ରୁଙ୍କୁ ଭୟ କରନ୍ତୁ ନାହି ।

୨- ଦ୍ଵିତୀୟ ସର୍ପ : ଯଦି ଆପଣ ଦ୍ଵିତୀୟ ସର୍ପ ଚୁଜ କରିଛନ୍ତି ତେବେ ଆପଣ ବହୁତ ଜଲ୍ଦି କାହା ଉପରେ ବି ଭରସା କରି ଦେଇଥାନ୍ତି ଯାହା ଫଳରେ ସାମନାବାଲା ଆପଣଙ୍କର ଭରସା ଭାଙ୍ଗିଥାନ୍ତି । ଆପଣଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ ସେଥିପାଇଁ ବହୁତ ଶତ୍ରୁ ସୃଷ୍ଟି ହୋଇଥାନ୍ତି । ଆପଣଙ୍କର କଥା କହିବାର ଶୈଳୀ ଅନ୍ୟ ମାନଙ୍କୁ ପସନ୍ଦ ହୁଏ ନାହି ଯାହା ପାଇଁ ଆପଣଙ୍କର ଶତ୍ରୁ ଅଧିକ ହୋଇଥାନ୍ତି । ଆପଣଙ୍କ ମନରେ ଯାହା ରହିଥାଏ ତାହା ଆପଣ କହିଥାନ୍ତି ଯାହା ଲୋକଙ୍କୁ କଷ୍ଟ ଦେଇଥାଏ ।

ଯେଉଁ କାରଣରୁ ଶତ୍ରୁତା ସୃଷ୍ଟି ହୋଇଥାଏ । ତେଣୁ ନିଜର କଥାବାର୍ତ୍ତାରେ ଧ୍ୟାନ ଦିଅନ୍ତୁ । ଶତ୍ରୁମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଶତ୍ରୁଙ୍କ ନାମ ସ୍ମରଣ କରି ଚାଉଳର ୪୦ ଦାନା, କଳାଡାଲିର ୩୮ଟି ଦାନା ନେଇ ଗାତରେ ପୋତି ଦେଇ ଲେମ୍ବୁ ରସ ଚିପୁଡି ଦିଅନ୍ତୁ । ଏହି ଉପାୟ କରିଲେ ଶତ୍ରୁମାନେ ପରାଜିତ ହେବେ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *