ବାଛନ୍ତୁ ନିଜ ଜନ୍ମ ମାସର ହୃଦୟ ଓ ଜାଣନ୍ତୁ ନିଜର ଦୁର୍ବଳତା କଣ ? Personality Test

ଜ୍ଯୋତିଷ ଅନୁଯାୟୀ ବାର ମାସର ଅଲଗା ଅଲଗା ମହତ୍ଵ ରହିଥାଏ । ମାନା ଯାଇଥାଏ ବ୍ଯକ୍ତିର ବ୍ୟକ୍ତିତ୍ବ ଓ ସ୍ଵଭାବ ରେ ତାର ଜନ୍ମ ମାସର କିଛି ଖୁବୀ ରହିଥାଏ । ଜନ୍ମ ତାରିଖରେ ଯେତିକି ମହତ୍ଵ ରହିଛି ଜନ୍ମ ମାସର ମଧ୍ୟ ଠିକ ସେତିକି ମହତ୍ଵ ରହିଛି । ସେତିକି ନୁହେଁ ଜନ୍ମ ମାସ ର ଆଧାରରେ କୌଣସି ବ୍ଯକ୍ତିର ସ୍ଵଭାବ ବିଷୟରେ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ମାସର ଅଲଗା ଅଲଗା ହାର୍ଟ ର ଚିତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରିବାକୁ ହେବ । ଆପଣ ନିଜର ଜନ୍ମ ମାସ ଅନୁଯାୟୀ ବାଛନ୍ତୁ ହାର୍ଟର ଚିତ୍ର ଆଉ ଜାଣନ୍ତୁ ଆପଣଙ୍କ ଦୁର୍ବଳତା କଣ ରହିଛି ।

୧- ଯେଉଁ ମାନଙ୍କର ଜନ୍ମ ମାସ ଜାନୁଆରୀ ହୋଇଥିଲେ ଆପଣଙ୍କର ଦୁର୍ବଳତା ପ୍ରୋଟେକଟିଭ ଓ କେୟାରନେସ ସ୍ଵଭାବ ଯାହା ଆପଣଙ୍କୁ ସମସ୍ୟାରେ ପକାଇଥାଏ ।

୨- ଆପଣଙ୍କ ଜନ୍ମ ମାସ ଫେବ୍ରୁଆରି ହୋଇଥିଲେ ଆପଣଙ୍କ ଦୁର୍ବଳତା ହେଉଛି ଆପଣ ଅଧିକ ଇମୋସନାଲ ବ୍ୟକ୍ତି ହୋଇଥିବାରୁ ଅନ୍ୟକୁ ଦେଖି ନିଜେ ଦୁଖୀ ହୋଇଥାନ୍ତି ।

୩- ଆପଣଙ୍କ ଜନ୍ମ ମାସ ମାର୍ଚ୍ଚ ହୋଇଥିଲେ ଆପଣଙ୍କର ବଡ କମ୍ଜୋରି ହେଉଛି ଦରକାର ଠାରୁ ଅଧିକା ବିଶ୍ଵସ୍ତ ହେବା ଅନ୍ୟ ପ୍ରତି ।

୪- ଆପଣଙ୍କ ଜନ୍ମ ମାସ ଏପ୍ରିଲ ହୋଇଥିଲେ ଆପଣ ବିଲକୁଲ ଧୋକା ବରଦାସ୍ତ କରିପାରନ୍ତି ନାହି ଏହା ଆପଣଙ୍କର ସବୁଠାରୁ ବଡ କମ୍ଜୋରି ।

୫- ଆପଣଙ୍କ ଜନ୍ମ ମାସ ମେ ହୋଇଥିଲେ ଆପଣ ଙ୍କ କମୋଜୋରି ହେଉଛି ରାଗ ଆସିଲେ ବି ନିଜକୁ ସମ୍ଭାଳିଥାନ୍ତି ।

୬- ଆପଣଙ୍କ ଜନ୍ମ ମାସ ଜୁନ ହୋଇଥିଲେ ଆପଣ ରୋମାନ୍ଟୀକ କଥା ପସନ୍ଦ କରିଥାନ୍ତି । ଆପଣଙ୍କର ଦୁର୍ବଳତା ଗପିବାକୁ ଅଧିକ ପସନ୍ଦ କରିବା ସହ ଅନ୍ୟ ପ୍ରତି ଅଧିକ ଭାବୁକ ହୋଇଥାନ୍ତି ।

୭- ଆପଣଙ୍କ ଜନ୍ମ ମାସ ଜୁଲାଇ ହୋଇଥିଲେ ଆପଣ ଅନ୍ୟ ପ୍ରତି ପ୍ରୋଟେକଟିଭ ହୋଇଥାନ୍ତି । ଆପଣ ଏକାନ୍ତରେ ରହିବାକୁ ପସନ୍ଦ କରିଥାନ୍ତି ଯାହାକୁ ନେଇ କିଛି ଜିନିଷକୁ ନେଇ ଅଧିକ ବିଚାର କରିଥାନ୍ତି ଯାହା ଆପଣଙ୍କର ବଡ କମ୍ଜୋରି ।

୮- ଆପଣଙ୍କ ଜନ୍ମ ମାସ ଅଗଷ୍ଟ ହୋଇଥିଲେ ଆପଣ ମେହନତୀ ବ୍ୟକ୍ତି ଅଟନ୍ତି । ଆପଣ ଦରକାର ଠାରୁ ଅଧିକା ହାର୍ଡ ୱାର୍କ କରିଥାନ୍ତି ଯାହା ଆପଣଙ୍କ ସମସ୍ୟାର କାରଣ ହୋଇଥାଏ ଯାହା ଆପଣଙ୍କର କମ୍ଜୋରି ।

୯- ଆପଣଞ୍ଜ ଜନ୍ମ ମାସ ସେପ୍ଟେମ୍ବର ହୋଇଥିଲେ ଆପଣ ଶାନ୍ତି ପସନ୍ଦ କରିଥାନ୍ତି । ଆପଣ କାହାକୁ ଭଲ ପାଇ ତାଙ୍କ ପ୍ରତି ସମର୍ପିତ ହେବା ଆପଣଙ୍କର କମଜୋରି ଅଟେ ।

୧୦- ଆପଣଙ୍କ ଜନ୍ମ ମାସ ଅକ୍ଟୋବର ହୋଇଥିଲେ ଆପଣଙ୍କର କମ୍ଜୋରି ସମ୍ପର୍କ ଓ ଜିନିଷ ପ୍ରତି ଇମାନନ୍ଦାର ହୋଇ ନ ଥାନ୍ତି ।

୧୧- ଆପଣଙ୍କ ଜନ୍ମ ମାସ ନଭେମ୍ବର ହୋଇଥିଲେ ଆପଣ ନିଜର ଫିଲିଙ୍ଗ୍ସ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହି ଯାହା ଆପଣଙ୍କର କମଜୋରି ।

୧୨- ଆପଣଙ୍କ ଜନ୍ମ ମାସ ଡିସେମ୍ବର ହୋଇଥିଲେ ଅନେକ ଥର ଆପଣ ଅନ୍ୟ କଥାରେ ପଡିଥାନ୍ତି ଜିନିଷକୁ ଜଲ୍ଦି ଗ୍ରହଣ କରିପାରନ୍ତି ନାହି ଯାହା ଆପଣଙ୍କର କମ୍ଜୋରି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *