ବାଛନ୍ତୁ କୌଣସି 1 ନମ୍ବର ଓ ଜାଣନ୍ତୁ ସେ ଆପଣଙ୍କୁ କାହିଁକି ପସନ୍ଦ କରନ୍ତି- Love Quiz

ବନ୍ଧୁଗଣ ୧ ରୁ ୧୦ ମଧ୍ୟରେ ଯେ କୌଣସି ସଂଖ୍ୟା ବାଛି ନିଅନ୍ତୁ, ଆମେ ଆପଣଙ୍କୁ ତାହା ବିଷୟରେ କହିବା ଯେ ଆପଣଙ୍କ ପାର୍ଟନର ଆପଣଙ୍କୁ କଣ ପାଇଁ ପସନ୍ଦ କରୁଛନ୍ତି। ବନ୍ଧୁଗଣ ପ୍ରେମ ଏକ ଏଭଳି ଅନୁଭୂତି ଯାହା ଶବ୍ଦ ରେ ବର୍ଣ୍ଣିତ କରି ହେବନି। ଯେଉଁ ମାନେ ପ୍ରେମ କରିଛନ୍ତି ସେମାନେ ବେସ ଭଲ ଭାବରେ ଜାଣିଛନ୍ତି ପ୍ରେମ ର ଅର୍ଥ କଣ ? ବନ୍ଧୁଗଣ ପ୍ରେମ କେତେବେଳେ ଆନନ୍ଦର ବିଷୟ ହୋଇଥାଏ ତ ଆଉ କେତେବେଳେ ତାହା ଧୋକା ଅଥବା ପ୍ରତାରଣ ର କାରଣ ହୋଇଥାଏ। ଆସନ୍ତୁ ଜାଣିବା ପ୍ରେମ ସମ୍ବନ୍ଧରେ କିଛି କଥା।

୧- ପଜେଟିଭ ଥିଂକିଂ, ଅର୍ଥାତ ଆପଣଙ୍କ ପାର୍ଟନର ଆପଣଙ୍କୁ ନେଇ ସର୍ବଦା ପଜେଟିଭ ଭବିଥାନ୍ତି।

୨- ଆପଣଙ୍କ ଆଖି, ସେ ଆପଣଙ୍କ ଆଖିକୁ ବହୁତ ପସନ୍ଦ କରନ୍ତି।

୩- ଆପଣଙ୍କ ଷ୍ଟାଇଲ, ସେ ଆପଣଙ୍କ ଷ୍ଟାଇଲକୁ ବହୁତ ଲାଇକ କରନ୍ତି ଅର୍ଥାତ ଭଲ ମଧ୍ୟ ପାଆନ୍ତି।

୪- ଆପଣଙ୍କର ଫ୍ରେଣ୍ଡଲି ନେଚର, ସେ ଆପଣଙ୍କ ବ୍ୟବହାର ତଥା ଚିନ୍ତା ଧାରାକୁ ନେଇ ବହୁତ ଆନନ୍ଦ ଅଛନ୍ତି।

୫- ଆପଣଙ୍କର ସ୍ମାର୍ଟନେସ, ସେ ଆପଣଙ୍କର ସ୍ମାର୍ଟନେସ ର ଦିବାନା ଅଟନ୍ତି।

୬- ଆପଣଙ୍କର ମାଚୁରୀଟି, ସେ ଆପଣଙ୍କ ଏହି ଗୁଣକୁ ନେଇ ସର୍ବଦା ଆପଣଙ୍କ ସହିତ ରହିବାର ନିସ୍ପତି ନେଇଛନ୍ତି।

୭- ଆପଣଙ୍କର ଓପନ ମାଇଣ୍ଡେଡ ହେବା, ଅର୍ଥାତ ଆପଣ ସମସ୍ତ ପ୍ରକାରର କଥା କୁ ଅତି ସହଜରେ ବୁଝିବା ସହିତ ଖୋଲା ଖୋଲି ଭାବେ ତାକୁ ପ୍ରକାଶ କରିଥାନ୍ତି।

୮- ଆପଣଙ୍କର ହାଇଟ ଅର୍ଥାତ ଉଚ୍ଚତା, ସେ ଆପଣଙ୍କ ହାଇଟ କୁ ନେଇ ବହୁତ ଖୁସି ଅଛନ୍ତି।

୯- ଆପଣଙ୍କ ଭୟେସ, ସେ ଆପଣଙ୍କ ସ୍ଵୋରକୁ ନେଇ ବହୁତ ଉତ୍ସାହିତ ଅଟନ୍ତି।

୧୦- ହେଲ୍ପିଙ୍ଗ ନେଚର, ସେ ଆପଣଙ୍କର ଏହି ଗୁଣକୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି। ବନ୍ଧୁଗଣ ମଣିଷ ଜୀବନରେ କେଉଁଠି ନା କେଉଁଠି ସମସ୍ତଙ୍କୁ ପ୍ରେମ ହୋଇଥାଏ। ମାତ୍ର ସେହି ପ୍ରେମକୁ ବୁଝି ଆଗକୁ ନେବା କାଠିକର ପାଠ ହୋଇଥାଏ। କେତେକ କ୍ଷେତ୍ରରେ ଉଭୟ ପ୍ରେମୀ ଯୋଡି ବହୁତ ଆନନ୍ଦରେ ଲଭ ଲାଇଫ ବିତେଇ ଥାନ୍ତି। ମାତ୍ର ଅପର ପାର୍ଶ୍ଵରେ ଉଚିତ ବୁଝାମଣା ନଥିବା ଯୋଗୁଁ ଉଭୟଙ୍କ ମଧ୍ୟରେ ବହୁତ ମନମାଳିନୀ ହୋଇଥାଏ। ଶେଷରେ ଦୁଖ ଯନ୍ତ୍ରଣା ସହିତ ଅଲଗା ହୋଇଥାନ୍ତି। କିନ୍ତୁ ବନ୍ଧୁଗଣ ଏହା ଆଦୌ ଉଚିତ ନୁହେଁ, ଯେ କୌଣସି ରିଲେସନ ଶିଫ୍ ରେ ଯଦି ଉଚିତ ବୁଝାମଣା ନଥିବ ତେବେ ତାହା ରଖି କୌଣସି ପ୍ରକାରର ଲାଭ ନାହିଁ।

ବନ୍ଧୁଗଣ ସମସ୍ତଙ୍କ ପ୍ରେମ ଲାଇଫ ଭିତରେ ଛୋଟ ମୋଟ ଝଗଡା ନିଶ୍ଚିତ ହୋଇଥାଏ। ମାତ୍ର ବେଳ ଥାଉ ଥାଉ ସେ ଝଗଡା କୁ ସୁଧାରୀ ନିଜ ନିଜ ଭିତରେ ଉଚିତ ବୁଝାମଣା କରିଦେବା ଠିକ ହେବ। ବନ୍ଧୁଗଣ ଆଉ ଗୋଟିଏ ମହତ୍ଵ ପୂର୍ଣ୍ଣ କଥା ହେଉଛି ଡାଉଟ ଅର୍ଥାତ ସନ୍ଦେହ ଏହା ସାଧାରଣତ ବହୁତ ମାରାତ୍ମକ ହୋଇଥାଏ, ଯଦି ସନ୍ଦେହ ପାର୍ଟନର ଙ୍କ ମନରେ ଉପୁଜିଥାଏ ତେବେ ଏହାର ପରିଣାମ ବହୁତ ଭୟାଭୟ ହୋଇଥାଏ। ପରସ୍ପରଙ୍କୁ ବୁଝି ସଂପର୍କକୁ ଆଗକୁ ନିଅନ୍ତୁ ଦେଖିବେ ଅଧିକ ଆନନ୍ଦ ଏବଂ ଶାନ୍ତି ମିଳିବ। ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *