ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର କୁ ବାଛିବା କୁ ପଡ଼ିବ ଏବଂ ଏଥିପାଇଁ ଆପଣଂକୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଂକୁ ଯେକୌଣସି ଗୋଟିଏ ନମ୍ୱର ହାର୍ଟ କୁ ବାଛିବାକୁ ପଡ଼ିବ ।
ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣ କେଉଁ ବ୍ୟକ୍ତି ର ମେସେଜ ର ଅପେକ୍ଷା ରେ ରହିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହାର୍ଟ କୁ ବାଛିବା କୁ ପଡ଼ିବ ।
ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣ କେଉଁ ବ୍ୟକ୍ତି ର ମେସେଜ ର ଅପେକ୍ଷା ରେ ଅଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ସମ୍ବନ୍ଧରେ । ଯଦି ଆପଣ ନମ୍ବର ୧ ବାଛିଛନ୍ତି ତେବେ ଆପଣ ନିଜ ବଏଫ୍ରେଣ୍ଡ/ଗାର୍ଲଫ୍ରେଣ୍ଡ ଙ୍କ ମେସେଜ ର ଅପେକ୍ଷା ରେ ରହିଛନ୍ତି ।
୨. ବନ୍ଧୁଗଣ ଯଦି ଆପଣ ନମ୍ବର୨ ବାଛିଛନ୍ତି, ତେବେ ଆପଣ ଯେଉଁ ବ୍ୟକ୍ତି ଙ୍କୁ କେବେବି ହରାଇବାକୁ ଚାହାନ୍ତି ନାହିଁ, ସେହି ବ୍ୟକ୍ତି ଙ୍କ ମେସେଜ ର ଅପେକ୍ଷା ରେ ଅଛନ୍ତି ।
୩. ବନ୍ଧୁଗଣ ଯଦି ଆପଣ ନମ୍ବର ୩ ବାଛିଛନ୍ତି, ତେବେ ଆପଣ ନିଜର ବେଷ୍ଟ ଫ୍ରେଣ୍ଡ ର ମେସେଜ ର ଅପେକ୍ଷା ରେ ଅଛନ୍ତି ।
୪. ବନ୍ଧୁଗଣ ଯଦି ଆପଣ ନମ୍ବର ୪ ବାଛିଛନ୍ତି, ତେବେ ଆପଣ ନିଜ କ୍ରସ୍ ଙ୍କ ମେସେଜ ର ଅପେକ୍ଷା ରେ ଅଛନ୍ତି ।
୫. ବନ୍ଧୁଗଣ ଯଦି ଆପଣ ନମ୍ବର ୫ ବାଛିଛନ୍ତି, ତେବେ ଆପଣ ନିଜ ଭାଇ/ ଭଉଣୀ ଙ୍କ ମେସେଜ ର ଅପେକ୍ଷା ରେ ଅଛନ୍ତି ।
୬. ବନ୍ଧୁଗଣ ଯଦି ଆପଣ ନମ୍ବର ୬ ବାଛିଛନ୍ତି ,ତେବେ ଆପଣ ନିଜ ଲଭର ଙ୍କ ମେସେଜ ର ଅପେକ୍ଷା ରେ କେବେଠାରୁ ଅଛନ୍ତି ।
୭. ବନ୍ଧୁଗଣ ଯଦି ଆପଣ ନମ୍ବର ୭ ବାଛିଛନ୍ତି, ତେବେ ଆପଣ ନିଜ ଲାଇଫ ପାର୍ଟନର ଙ୍କ ମେସେଜ ର ଅପେକ୍ଷା ରେ କେବେଠାରୁ ଅଛନ୍ତି ।
୮. ବନ୍ଧୁଗଣ ଯଦି ଆପଣ ନମ୍ବର ୮ ବାଛିଛନ୍ତି, ତେବେ ଆପଣ ନିଜ ଜୀବନରେ ଥିବା କୌଣସି ଖାସ ବ୍ୟକ୍ତି ର ମେସେଜ ର ଅପେକ୍ଷା ରେ ବହୁତ ଦିନ ରୁ ଅଛନ୍ତି ।
୯. ବନ୍ଧୁଗଣ ଯଦି ଆପଣ ନମ୍ବର ୯ ବାଛିଛନ୍ତି, ତେବେ ଆପଣ ନିଜ ଅଫିସ ଷ୍ଟାଫ ଙ୍କ ମେସେଜ ର ଅପେକ୍ଷା ରେ ଅଛନ୍ତି ।
୧୦. ବନ୍ଧୁଗଣ ଯଦି ଆପଣ ନମ୍ବର୧୦ ବାଛିଛନ୍ତି ,ତେବେ ଆପଣ ନିଜ ମାତାପିତା ଙ୍କ ମେସେଜ ର ଅପେକ୍ଷା ରେ କେବେଠାରୁ ଅଛନ୍ତି ।
ତେବେ ବନ୍ଧୁଗଣ ଏହା ଥିଲା ଆପଣଙ୍କ ପାଇଁ ଏକ ମଜାଦାର ନମ୍ବର କୁଇଜ ଗେମ । ଆଶା କରୁଛୁ ଯେ, ଆପଣ ମାନଙ୍କୁ ଏହି ନମ୍ବର କୁଇଜ ଗେମଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।