ବାହାଘର ରେ କିଛି ଏଭଳି ଘଟଣା ଯାହାକୁ ଦେଖିକି ଆପଣ ହସି ହସି ଗଡି ଯିବେ, ଥରେ ଦେଖନ୍ତୁ ଏହି Video

ବାହଘର ପ୍ରତେକ ମଣିଷ ପାଇ ଏକ ମହତ୍ଵ ପୂର୍ଣ ଦିନ ଥାଏ । ଆଗରୁ ବିବାହ କେବଳ ଏକ କଥା ହୋଇକି ଥାଏ । କିନ୍ତୁ ଆମେ ଯେତେବେଳେ ଏହାକୁ ଦେଖୁ ତ ଜାଣୁ କି ଏହା କେବଳ ଦୁଇ ମଣିଷ ଙ୍କ ପାଇଁ କିମ୍ବା ଦୁଇ ପରିବାର ପାଇଁ ଏକ ଉସ୍ଛବ ନୁହେଁ । ଏହି ଦିନ ଦୁଇଟି ମଣିଷ ନିଜ ଜୀବନକୁ ନୂଆ କରି ଆରମ୍ଭ କରି ଥାନ୍ତି । ତେବେ ଦେଖିବା ପାଇ ଗଲେ ଏହି ଦିନ କୁ ସବୁଦିନ ପାଇ ନିଜ ପାଖେ ରଖିବା କୁ ଆମେ ଫଟ କିମ୍ବା ଭିଡିଓ କରି ଥାଉ ।

ତେବେ ଏହି ଦିନ କିଛି ଏଭଳି ଘଟଣା ମଧ୍ୟ ଘଟି ଥାଏ ଯାହା କୁ ଦେଖିବା ଦ୍ଵାରା ଆପଣ ହସି ହସି ଗାଡି ଯିବେ । ଏହି ଭଳି କିଛି ଘଟଣା ଆମେ ଆଜି ଆପଣଙ୍କୁ କହିବା ପାଇ ଯାଉଛୁ । ଏକ ବିବାହ ସମୟରେ ବାହା ହେଉଥିବା ବହୁ ରାଗରେ କ୍ୟାମେରା ମ୍ୟାନ କୁ ଏଭଳି ଦେଖୁଥିଲା କି ତାକୁ ଦେଖିକି ସବୁ ଲୋକ ହସିବା ପାଇ ଲାଗିଲେ ।

ଆଉ ଏକ ବିବାହ ରେ ସ୍ଵାମୀ ସ୍ତ୍ରୀ ଉଭୟ ନାଚୁ ଥିବା ବେଳେ ସ୍ଵାମୀ ତା ସ୍ତ୍ରୀ କୁ ଛାଡିକି ନିଜ ଶାଳି ସହ ନାଚିବା କୁ ଲାଗୁଛି କେବଳ ସେତିକି ନୁହେଁ ସେ ନିଜ ଶାଳି କୁ କୋଳରେ ଧରିକି ମଧ୍ୟ ବୁଲେଇବା ରେ ଲାଗିଲା । ଏହା ଦେଖିକି ସ୍ତ୍ରୀ ନିଜ ନାଚ ବନ୍ଦ କରିକି ପଛକୁ ଆସି ଯାଇଥିଲେ । ବାହାଘର ବେଳେ ବର ମାନେ ବିବାହ ଆଗରୁ ନାଚ ଥାନ୍ତି ଏହା ସବୁ ଜାଣିଛେ କିନ୍ତୁ କାହାର ବିବାହ ବିଳମ୍ବର ରେ ହେଉଥିଲେ ସେ ଏଭଳି କରିବା ସ୍ଵାଭାବିକ ।

ଜେଭଳି ଏକ ବିବାହ ରେ ବର ତା ବହୁକୁ ବାର ମାଲା ପିଧେଇ ସାରିବା ପରେ ନାଚିବା ପାଇଁ ଆରମ୍ଭ କରି ଦେଲେ । ବାହା ଘର ରେ ସବୁ ସାଙ୍ଗ ମାନେ ନିଜକୁ ସଜେଇ ଖୁବ ନାଚି ନାଚି ଯାନ୍ତି । କିନ୍ତୁ ଦେଖିବା ପାଇ ଗଲେ ଆପଣ ଜାଣି ପାରିବେ କି ଏହି ଭଳି କରିବାର କାରଣ ବହୁତ ଅଛି ।

ତେବେ ଏହି ଭଳି ଏକ ବିବାହ ରେ ନାଚି ନାଚି ଯାଉଥିବା ବେଳେ ଏକ ବାର ଯାତ୍ରୀ ସେଠାରେ ଥିବା ପୋ-ଲି-ଶ ଅଧିକାରୀ ଙ୍କୁ ତାନିକି ଗେଲ କରିବା ଦ୍ଵାରା । ସେ ତାକୁ ମାରି ଥିଲେ ବାହାଘର ରେ ଅନେକ ବନ୍ଧୁ ବାନ୍ଧବ ଆସିଥାନ୍ତି । କିନ୍ତୁ ଯେତେବେଳେ ବର କିମ୍ବା ବହୁ ନିଜ ଜୀବନସାଥୀ କୁ ଛାଡିକି ଆଉ କାହାକୁ ପ୍ରାଧାନ୍ଯ ଦେଇ ଥାନ୍ତି ଏହା ଟିକେ ଖରାପ ଲାଗିଥାଏ ।

ଏହି ଭଳି ଏକ ଘଟଣା ଘଟିଛି ବହୁ ନିଜର ଆସିଥିବା ସାଙ୍ଗକୁ ନିଜ ପାଖରେ ବସିଥିବା ବର ଅପେକ୍ଷା ଖୁବ ଅଧିକ ପ୍ରଧାନ୍ୟ ଦେଉଛି । ବେଳେ ବେଳେ ଆମେ ଦେଖିବା ପାଇ ପାଉ କୁ ଆମେ ଯାହାକୁ ବ୍ଭି ବିବାହ ପାଇ ଦେଖି ଥାଉ ସେ ବାହାଘର ଦିନ ଅଲଗା ଦେଖା ଯାଏ । ଏହି ଭଳି ଏକ ଭ୍ରମର ଶିକାର ବର ନିଜ ଭାବି ସ୍ତ୍ରୀ କୁ ବାର ବାର ଦେଖୁଛନ୍ତି କି ମୁ ଯାହାକାଉ ଦେଖିଥିଲି ଯେ କଣ ସେଇ ଝିଅ ।

 

Leave a Reply

Your email address will not be published. Required fields are marked *