ବହୁତ ଅଧିକ ରାଗି ହୋଇଥାନ୍ତି ଏହି 4 ନାମର ଝିଅ, ଦେଖନ୍ତୁ ଆପଣଙ୍କ ନାମ ନାହିଁ ତ ! Name Astrology

ଆଜିର ସମୟରେ ଆମେ ମାନେ ଆମ କାମରେ ବହୁତ ବ୍ୟସ୍ତରେ ରହିଥାଉ । ଯାହା କାରଣରୁ ଆମେ କେବେ କେବେ ଆମର ବନ୍ଧୁ, ପରିବାର, ଜୀବନ ସାଥି ସଦସ୍ୟ ଙ୍କ ଉପରେ ରାଗି ଯାଇଥାଉ । ନ ଚାହିଁ ମଧ୍ୟ କିଛି ଏମିତି କହି ଦେଇଥାଉ ରାଗରେ ଯାହା ଦ୍ଵାରା କ୍ଷମା ମାଗିଲେ ବି କିଛି ହାସଲ ହୁଏ ନାହି । ଅଧିକା କାମ କାରଣରୁ ଥକାପଣ ଆସିଥାଏ ଯାହା ରାଗ ଆସିବାର କାରଣ ହୁଏ । ଜ୍ଯୋତିଷ ଅନୁଯାୟୀ କିଛି ଏମିତି ମହିଳା ଅଛନ୍ତି ଯେଉଁ ଏମାନେ ସ୍ବଭାବରେ ବହୁତ ରାଗି ହୋଇଥାନ୍ତି । ଏମାନେ ବହୁତ ଜଲ୍ଦି ରାଗି ଯାଇଥାନ୍ତି ।

୧- B ନାମର ମହିଳା ମାନେ : ଏହି ନାମର ମହିଳା ମାନେ ବହୁତ ସଫା ମନର ହୋଇଥାନ୍ତି । ଏମାନଙ୍କୁ କେବେ କେଉଁ କଥାରେ ରାଗ ଆସିଥାଏ କୁହାଯାଇ ପାରିବ ନାହି । ଏମାନେ ଅନେକ ସମୟରେ କାହାର ରାଗ ଅନ୍ୟ ଉପରେ ସୁଝାଇଥାନ୍ତି । କିନ୍ତୁ ଯେବେ ଏମାନଙ୍କର ରାଗ ଶାନ୍ତ ହୋଇଯାଏ ସେମାନେ କ୍ଷମା ମାଗିବାକୁ ପଚାନ୍ତି ନାହି ।

୨- H ନାମର ମହିଳା ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ବହୁତ ଜଲ୍ଦି ରାଗ ଆସିଥାଏ । ଏମାନେ ନିଜର ପ୍ରତେକ ସମ୍ପର୍କ ପ୍ରତି ବହୁତ କେୟାରିଙ୍ଗ ହୋଇଥାନ୍ତି । କିନ୍ତୁ ଅନେକ ସମୟରେ ରାଗରେ ଏମାନେ ଏମିତି କିଛି ଶବ୍ଦ ନ ଚାଇଁ ମଧ୍ୟ କହିଥାନ୍ତି ଯାହା ଦ୍ଵାରା ସମ୍ପର୍କ କମ୍ଜୋର ପଡିଯାଏ । ଯେଉଁ ମାନେ ଏମାନଙ୍କର ରାଗ ସ୍ଵଭାବରେ ଜାଣିଥାନ୍ତି ସେମାନେ କେବେ ବି ଦୂରକୁ ଯାଆନ୍ତି ନାହି ।

୩- L ନାମର ମହିଳା ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ  ସେମାନେ ସ୍ଵଭାବରେ ବହୁତ ରାଗି ହୋଇଥାନ୍ତି । କିନ୍ତୁ ଏମନଙ୍କର ରାଗ ଅନ୍ୟକୁ କଷ୍ଟ ଦେବା ଭଲ ହୁଏ ନାହି । ଏମାନଙ୍କୁ ଯେବେ ରାଗ ଆସିଥାଏ ଏମାନେ ନିଜର ଖ୍ଯାତି କରିଥାନ୍ତି । ଏମାନଙ୍କୁ କେହି ପ୍ରେମରେ ବୁଝାଇଲେ ବା ଏକା ବସି କାନ୍ଦିଲେ ରାଗ ସାନ୍ତ ହୋଇ ଯାଇଥାଏ ।

୪- P ନାମର ମହିଳା ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ରାଗି ହୋଇଥାନ୍ତି । ଏମାନେ ଛୋଟ ଛୋଟ କଥାରେ ରାଗି ଜିଅଥାନ୍ତି । ଏମାନେ ନିଜ ମନ କଥା କାହା ସହ ସେୟାର କରିବାକୁ ପସନ୍ଦ କରନ୍ତି ନାହି । ଯାହା କାରଣରୁ ଏମାନେ ଅଳ୍ପ ଟେନସନ ହେଲେ ବହୁତ ଅଧିକ ରାଗି ଯାଇଥାନ୍ତି ।

ଏମାନେ ରାଗି ହେଲେ ବି ଏମାନଙ୍କର ହୃଦୟ କୋମଳ ଅଟେ । ଯେବେ ଏମାନଙ୍କର ରାଗ ଶାନ୍ତ ହୋଇଯାଏ ଏମାନେ ଅନୁତାପ କରିବାକୁ ପଚାନ୍ତି ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *