ବହୁତ ଛୋଟ Crop Top ଓ Ripped ଜିନ୍ସରେ Spot ହେଲେ Urfi Javed, ଭାଇରାଲ ହେଉଛି Video

ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଉର୍ଫି ଜାଭେଦ ନିଜର କମାଲ ଫ୍ୟା-ସ-ନ ପାଇଁ ଚର୍ଚ୍ଚା ରେ ରହିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ସେ ତାଙ୍କର ଆଉଟ ଫିଟ ପାଇଁ ମଧ୍ୟ ବେସ ଚର୍ଚ୍ଚା ରେ ରହିଛନ୍ତି ଗଣ ମାଧ୍ୟମରେ । ବର୍ତ୍ତମାନ ତାଙ୍କର ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ ଦେଖିବା ପରେ ତାଙ୍କର ଫ୍ୟାନ୍ସ ମାନେ ନିଜର ହସକୁ ରୋକିପାରୁ ନାହାନ୍ତି । କାରଣ ଏହି ଭି-ଡି-ଓ ରେ ଉର୍ଫି ଉପ୍ସ ମୁମେଣ୍ଟର ଶି-କା-ର ହୋଇଛନ୍ତି ।

ଏହି ଭି-ଡି-ଓ ରେ ପେପରାଜି ଉର୍ଫି ପିନ୍ଧିଥିବା ଏକ ଛୋଟ ଡ୍ରେସ ସହ ସ୍ପଟ କରିଛନ୍ତି । ଅଭିନେତ୍ରୀ ଉର୍ଫି ଏକ ଛୋଟ କ୍ରପ ଟପ ପିନ୍ଧି ଥିବାର ନଜରା ଆସୁଛନ୍ତି । ଏହି ଡ୍ରେସ ଏମିତି ଅଜବ ଥିଲା ସେ ଉର୍ଫି ତାଙ୍କର ଭିତର ଲୁଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କରିପାରି ନ ଥିଲେ ।

ଯାହା ପାଇଁ ତାଙ୍କୁ ଉପ୍ସ ମୁମେଣ୍ଟର ଶି-କା-ର ହେବାକଉ ପଡିଥିଲା । ନିଜର ଫ୍ୟା-ସ-ନ ଓ କପଡା ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହୁଥିବା ଉର୍ଫି ଜାଭେଦ ଏହି ଭି-ଡି-ଓ ରେ ଟ୍ରୋ-ଲ ର ଶି-କା-ର ହୋଇଛନ୍ତି । ଏହା ପୂର୍ବ ରୁ ମଧ୍ୟ ଉର୍ଫି ଅନେକ ଥର ନିଜର ଡ୍ରେସ ପାଇଁ ଟ୍ରୋ-ଲ ହୋଇ ସାରିଛନ୍ତି ।

ଏମିତି କି ବିବି ହାଉସରେ ମଧ୍ୟ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ସେ ନିଜକା ଡ୍ରେସ ନିଜେ ଡିଜାଇନ କରିବାର ଅନ୍ଯର ଆସିଥାନ୍ତି । କିନ୍ତୁ ଅନେକ ସମୟରେ ଏମିତି କିଛି ଡ୍ରେସ ଡିଜାଇନ କରିଥାନ୍ତି ଯାହା ପାଇଁ ତାଙ୍କର ଫ୍ଯାଂସ ମାନେ ତାଙ୍କୁ ଟ୍ରୋଲ କରିବା ସହ ତାଙ୍କୁ ଏଭଳି କପଡା ନ ପିନ୍ଧିବା ପାଇଁ ପରାମର୍ଶ ଦେଇଥାନ୍ତି ।

ଏହି ଭି-ଡି-ଓ ରେ ଉର୍ଫି ଯେଉ ଡ୍ରେସ ପିନ୍ଧିଛନ୍ତି ତାହା ସାନଦାର ହୋଇଥିଲେ ମଧ୍ୟ ତାଙ୍କର ଜିନ୍ସ ସବୁଆଡୁ ଫଟା ରହିଛି । କିଛି ଲୋକ ମାନେ ଏହି ଭି-ଡି-ଓ ଦେଖିବା ପରେ କମେଣ୍ଟ ଦେଇଛନ୍ତି ଯେ ଉର୍ଫି ନିଜର ଡ୍ରେସ ସିଲାଇବାକୁ ଭୁଲି ଯାଇଛନ୍ତି ।

ଆଉ କିଛି ଲୋକ ମତ ଦେଇଛନ୍ତି ଯେ ଉର୍ଫି ଅନେକ ସମୟରେ କମ କପଡା ପିନ୍ଧିଥାନ୍ତି ତ ଆଉ କିଛି ସମୟରେ ଦରକାର ଠାରୁ ଅଧିକ କପଡା ପିନ୍ଧିଥାନ୍ତି । ଅନ୍ୟ କିଛି ଲୋକ ଏମାନେ କହିଛନ୍ତି ଯେ ଉର୍ଫିଙ୍କୁ କୌଣସି ଡାକ୍ତରଙ୍କ ସହ କଂସାଲ୍ଟ କରିବା ଦରକାର । ଅନ୍ୟ କିଛି ୟୁଜର୍ସ କମେଣ୍ଟ କରିଛନ୍ତି ଯେ ଡାଇରେକ୍ଟର ଉର୍ଫିଙ୍କୁ କାମ କରିବା ପାଇଁ ସୁଯୋଗ ଦିଅନ୍ତୁ । ଏହିଭଳି ଭାବେ ୟୁଜର୍ସ ମାନେ ଉର୍ଫି ଜାଭେଦଙ୍କ ଏହି ଲାଜବାବ ଡ୍ରେସ ବିଷୟରେ ମତ ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଡ୍ରେସ ଷ୍ଟାଇଲକୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *