ବାଇକ ବାହାରେ ରଖୁଥିଲେ ସାବଧାନ! ମାତ୍ର ଥରେ ଏହି Video ଉପରେ ନଜର ପକାନ୍ତୁ…. ଆଉ ଭୁଲରେ ବି Bike ବାହାରେ ରଖିବାକୁ ସାହସ କରିବେନି

ନମସ୍କାର ବନ୍ଧୁଗଣ । ଆପଣ ମାନେ ଦେଖିଥିବେ କିଛି ଲୋକ ମାନେ ଗାଡି ବାହାରେ ରଖି ନିଜ କାମରେ ଏତେ ବ୍ୟସ୍ତ ହୋଇଯାନ୍ତି କି ଗାଡି ତାଙ୍କର ସୁରକ୍ଷିତ ଅଛି କି ନାହି ତାହା ଜାଣିବାକୁ ଚେଷ୍ଟା କରନ୍ତି ନାହି । କଣ ଆପଣ ମାନେ ବାହାର ଜାଗାରେ ଗାଡି ରଖୁଛନ୍ତି କି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ବାଇକ ଚୋର ଏବେ ଏମିତି ମାତି ଗଲେଣି କି ଯେତେବେଳେ ଆପଣଙ୍କ ଗାଡି କେତେବେଳେ କୁଆଡେ ଚାଲିଯିବ ତାହା କିଛି କହି ହେବ ନାହି ।

ବାଇକ ଚୋର ମାନେ ଏତେ ଚାଲାକ ହୋଇ ଗଲେଣି କି ଗାଡି ଖୋଲିବାର କଳା ସେମାନଙ୍କୁ ବେସ ଭଲ ଭାବେ ଜଣା ଅଛି । ଆପଣ ମାନେ ଏହି ଭିଡିଓ ରେ ଦେଖିବାକୁ ପାଇବେ କିପରି ଭାବେ ଚୋର ଟି ବୁଲେଟ ଭଳି ଗାଡିର ହ୍ୟାଣ୍ଡେଲ ଲକ କୁ ଏହି ବ୍ୟକ୍ତି ଜଣକ ଗୋଟିଏ ଗୋଇଠା ରେ ଭାଙ୍ଗି ଦେଉଛି । ଯେଉଁ ବ୍ୟକ୍ତି ମାତ୍ର ୩୦ ସେକେଣ୍ଡରେ ହ୍ୟାଣ୍ଡେଲ ଲକ ଭାଙ୍ଗି ଦେଉଛି ତାକୁ ଗାଡି ଷ୍ଟାର୍ଟ କରିବାକୁ କେତେ ସମୟ ବା ଲାଗିବ ।

ଗାଡିର ହ୍ୟାଣ୍ଡେଲ ଲକ ଭାଙ୍ଗିବା ପରେ ହ୍ୟାଣ୍ଡେଲ ପାଖରୁ ଗୋଟିଏ ତାରକୁ ଦାନ୍ତ ରେ କାମୁଡି ଛିଡାଇ ଦେଉଛନ୍ତି । ଏହା ପରେ ଗାଡି କୁ ଷ୍ଟ୍ରାର୍ଟ କରି ନେଇ ଯାଉଛନ୍ତି । ଆପଣ କିଛି କାମରେ ଗାଡି ବାହାରେ ରଖି ଯାଇଥିବେ ଆଉ ମନେ ମନେ ଭାବୁଥିବେ କି ଗାଡି ହ୍ୟାଣ୍ଡେଲ ଲକ ପଡିଛି ଓ ଆପଣଙ୍କ ଗାଡି ସୁରକ୍ଷିତ ବୋଲି ଆପଣ ଚିନ୍ତା କରୁଥିବେ । କିନ୍ତୁ ଆପଣଙ୍କର ଏହି ଚିନ୍ତାଧାରା ସଂପୂର୍ଣ୍ଣ ଭାବେ ଭୁଲ ଅଟେ ।

କାରଣ ଆପଣ କାମ ସାରି ଆସିବା ପରେ ଗାଡି କଣ ଗାଡିର ଚକାର ଧୁଳି ମଧ୍ୟ ନ ଥିବ । ଗାଡି ଚୋରୀ ର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲ୍ରୁ ଆଉ ଗୋଟିଏ ମୋବାଇଲ୍କୁ ଘୁରି ବୁଲିବାରେ ଲାଗିଛି । ବ୍ୟକ୍ତି ଜଣକ କେମିତି ଗାଡି ଚୋରୀ କରୁଥିଲେ ତାହାକୁ ପୋଲିସ ଆଗରେ ବ୍ୟକ୍ତି ଜଣକ କରି ଦେଖାଉଛନ୍ତି । ଏହି ଭିଡିଓ ଦେଖିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଉ ନିଜର ଗାଡିକୁ କିପରି ସୁରକ୍ଷିତ ରଖିବେ ସେ ନେଇ ଚିନ୍ତା କରିବେ ଆପଣ ମାନେ ନିଶ୍ଚିନ୍ତ ଭାବରେ । ତେବେ ଆପଣ ଏବେ ଠାରୁ ଗାଡି ରଖିବା ସମୟରେ ସାବଧାନ ରୁହନ୍ତୁ ନଚେତ ଥାନାର ଚାକର କାଟିବାକୁ ପଡିପାରେ । ନିଜର ଗାଡିକୁ ସୁରକ୍ଷିତ ରଖିବା ପାଇଁ ଆପଣ ମାନେ ଏହି ଭିଡିଓ ରେ ନିଶ୍ଚୟ କିଛି ଶିକ୍ଷା ଲାଭ କରିଥିବେ ବୋଲି ଆମେ ଭାବୁଛୁ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲା ରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *