ଚୁଟି ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାନ୍ତି ବିଶେଷ କରି ମହିଳାଙ୍କ ଜୀବନରେ । ମହିଳା ବା ଝିଅଙ୍କ ପାଇଁ ଚୁଟି ତାଙ୍କ ସଜ ହବାର ମୁଖ୍ୟ କାରଣ ହୋଇଥାଏ ସେ ନିଜ ଚୁଟି ଦ୍ୱାରା ନିଜକୁ ସଜ କରନ୍ତି ଆଉ ସୁନ୍ଦରୀ ଦେଖା ଯାନ୍ତି । ତେବେ କଣ ଆପଣ ଜାଣିଛନ୍ତି କାହା ଚୁଟି କେମିତିକା ହବ ତାହା ଜେନେଟିକ ଉପରେ ନିର୍ଭର କରିଥାଏ । ବହୁତ କମ ଲୋକ ଏହା ଜାଣିଛନ୍ତି ଜେ ଝିଅ ମାନଙ୍କ ଚୁଟି ତାଙ୍କ ବିଷୟରେ ବହୁତ କିଛି ରହସ୍ୟ କହିଥାଏ ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ଲମ୍ବା ଆଉ ସିଧା ଚୁଟି ଥିବା ଝିଅ :
ଯେଉଁ ଝିଅ ମାନଙ୍କ ଚୁଟି ଲମ୍ବା ଆଉ ସିଧା ହୋଇଥାଏ ଏହି ଭଳି ଝିଅ ନିଜ ଜୀବନସାଥୀ ପାଇଁ ବହୁତ ଭାଗ୍ୟ ଶାଳୀ ହୋଇଥାନ୍ତି । ଏହା ଛଡ଼ା ଏହି ଭଳି ଝିଅଙ୍କୁ ଭଲରେ ଜଣା ଥାଏ ଜେ କେମିତି ଘର ପରିବାରକୁ ଏକାଠି ରଖିବା ଉଚିତ । ଏହି ଭଳି ଝିଅମାନେ ବିନା କାରଣ ଖର୍ଚ୍ଚ କରିବା ପସନ୍ଦ କରନ୍ତି ନାହିଁ ।
କର୍ଲି ହେଅର :
ଏହି ଭଳି ଚୁଟି ଥିବା ଝିଅ ମାନେ ନିଜ ଜୀବନରେ ବିନ୍ଦାସ ହୋଇଥାନ୍ତି କିନ୍ତୁ ଯଦି ଥରେ କାହାକୁ ଭଲ ପାଇଥାନ୍ତି ତେବେ ଜୀବନସାରା ତାଙ୍କୁ ଏକୁଟିଆ କରନ୍ତି ନାହିଁ । ଏହି ଭଳି ଝିଅଙ୍କ ଭାଗ୍ୟ ତାଙ୍କର ସବୁବେଳେ ସାଥ ଦେଇଥାଏ, ଯେତେ ସମସ୍ୟା ଆସିଲେ ମଧ୍ୟ ଏହି ଝିଅଙ୍କୁ କିଛି ଅସୁବିଧା ହୁଏ ନାହିଁ ।
ଛୋଟ ଚୁଟି ଥିବା ଝିଅ :
ଯେଉଁ ଝିଅ ମାନଙ୍କ ଚୁଟି ଛୋଟ ହୋଇଥାଏ ସେ ମାନେ କାହାକୁ ଦେଖି ଲାଜ କରନ୍ତି ନାହିଁ ଆଉ ସମସ୍ତଙ୍କ ଆଗରେ ନିଜ ମନ କଥା କହିବାକୁ ଡରନ୍ତି ନାହିଁ । ଏହି ଭଳି ଝିଅ କରିଅର ଗଢିବାରେ ଆଉ ଆତ୍ମ ନିର୍ଭର ହବାରେ ଅଧିକ ବିଶ୍ୱାସ କରିଥାନ୍ତି । ଯେତେ ଅସୁବିଧା ହେଲେ ମଧ୍ୟ ସେ କାହା ସାହାଯ୍ୟ ନବା ଅପେକ୍ଷା ନିଜେ ସବୁ କରିବା ପସନ୍ଦ କରନ୍ତି ।
କମ ଚୁଟି :
ଯେଉଁ ଝିଅ ମାନଙ୍କ ଚୁଟି କମ ରହିଥାଏ ସେ ମାନଙ୍କ ଭିତରେ ଆତ୍ମ ବିଶ୍ୱାସ ବହୁତ କମ ହୋଇଥାଏ ଏହା ଛଡ଼ା ସେ ପରିଶ୍ରମ ଠାରୁ ଅଧିକ ନିଜ ଭାଗ୍ୟ ଉପରେ ଭରସା କରନ୍ତି ଯାହା କରିବା ଉଚିତ ନୁହଁ । ପରିଶ୍ରମ କରିବାରୁ ବଞ୍ଚିବା ପାଇଁ ଏହି ଭଳି ଝିଅ ମାନେ ବାହାନା ଖୋଜନ୍ତି କିନ୍ତୁ ଜାଣି ପାରନ୍ତି ନାହିଁ ଜେ ହାନି ତାଙ୍କ ନିଜର ହେଉଛି ।
ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।