ୟୁକ୍ରେନ ଆଗରେ ପୁଟିନ ରଖିଲେ 3ଟି ସର୍ତ୍ତ, କହିଲେ ଯଦି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛ ତେବେ ମାନିବାକୁ ହେବ ଏହି 3ଟି ସର୍ତ୍ତ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି ଯାହା ସରିବାର ନାଁ ନେଉ ନାହି । ଗୋଟିଏ ପରେ ଗୋଟିଏ ସହରକୁ ନିଜ କବଜା କୁ ନେଇ ଯାଉଛି ଋଷିଆ । ଆଉ ରୁଶିୟା ର ପ୍ରଚଣ୍ଡ ଆକ୍ରମଣରେ ଥରହର ହେଉଛି ୟୁକ୍ରେନ । ଏହା ସହ ଋଷିଆ ସୈନ୍ୟ ଙ୍କ ଆକ୍ରମଣରେ ୟୁକ୍ରେନ ର ଅନେକ ସହର ଧ୍ଵଂସ ହେବା ସହ ଲୋକ ମାନଙ୍କର ପ୍ରାଣ ହାନି ହେଉଛି ।

ତେବେ ୟୁକ୍ରେନ ସହର ଉପରେ ଋଷିଆ ସୈନ୍ୟ ପକ୍ଷରୁ ହୋଇଥିବା ବୋମା ମାଡ ଅଭିଯୋଗକୁ ଖଣ୍ଡନ କରିବା ସହ ଋଷିଆ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ଯଦି ୟୁକ୍ରେନ ଆମର ୩ଟି ସର୍ତ୍ତ ମାନିବ ତେବେ ସଙ୍ଗେ ସଙ୍ଗେ ଯୁଦ୍ଧ ବନ୍ଦ ହୋଇଯିବ । ଏବେ ଋଷିଆ ର ଏହି ୩ଟି ସର୍ତ୍ତ ସାମନାକୁ ଆସିବା ପରେ ସାରା ବିଶ୍ଵ ରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଯୁଦ୍ଧ ବିରୋଧୀ ଚାହୁଁଥିଲେ ଆମର ୩ଟି ସର୍ତ୍ତ ମାନ ଯାହା ଏବେ ଋଷିଆ ୟୁକ୍ରେନ ଆଗରେ ରଖିଛି । ଋଷିଆ ରଖିଥିବା ସର୍ତ୍ତ ଅନୁଯାୟୀ ୟୁକ୍ରେନ ଏକେ ନିରପେକ୍ଷ ଓ ଅଣପରମାଣୁ ଦେଶ ହେବେ । ୟୁକ୍ରେନ କୃମିୟା ର ଋଷିଆ ର ଏକ ଅଂସ ଭାବେ ସ୍ଵୀକାର କରିବ ଓ ପୁତ୍ବ ୟୁକ୍ରେନ ର ବିଚ୍ଛିନତା ଅଞ୍ଚଳ ଗୁଡିକର ସାର୍ବ ଭୋମ୍ଵତର ସର୍ତ୍ତ ଅନ୍ତର୍ଭୁକ୍ତ କରିବ ।

ଯଦି ଋଷିଆ ର ଏହି ୩ଟି ସର୍ତ୍ତ ୟୁକ୍ରେନ ମାନି ନେବ ତେବେ ଯୁଦ୍ଧ ସମାପ୍ତ ହେବ ବୋଲି ଋଷିଆ କହିଛି । କେବଳ ଏମିତି ନୁହେଁ ବରଂ ମସ୍କୋ ଓ ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରତୁଷ୍ଟ ଅଛି ବୋଲି ଋଷିଆ କହିଛି । ଅନ୍ୟ ପକ୍ଷରେ ଋଷିଆ ରାଷ୍ଟ୍ରପତି ପୁଟିନ ଙ୍କ କାର୍ଜ୍ଯାଳୟ ରୁ କ୍ରେମିନୀଲ କହିଛନ୍ତି ଯେ ୟୁକ୍ରେନ ସହର ପକ୍ଷରୁ ଋଷିଆ ସେନା ପକ୍ଷରୁ ବୋମା ମାଡ ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ।

ୟୁକ୍ରେନ ର ବେସାମରିକ ଅନୁଷ୍ଠାନ ଋଷିଆ ଆକ୍ରମଣ କରୁଛି କିନ୍ତୁ କୌଣସି ସାଧାରଣ ଲୋକ ଙ୍କୁ ରୁଷାଇ ସୈନ୍ୟ ଆକ୍ରମଣ କରି ନାହାନ୍ତି କି କରିବାର କୌଣସି ଯୋଜନା ନାହି । ଅନ୍ୟ ପକ୍ଷରେ ୟୁକ୍ରେନ ଋଷିଆ ର ସବୁ ପ୍ରସ୍ତାବ ଗ୍ରହଣ କରି ପାରିବ ନାହି ପରୋକ୍ଷରେ କହିଛନ୍ତି ଜେଲେନସ୍କି ।

ଏହା ସହ ୟୁକ୍ରେନ ର ରାଷ୍ଟ୍ରପତି ଜେଲେନସ୍କି ଏବେ ବି ଦେଶ ମଧ୍ୟରେ ଅଛନ୍ତି । ଋଷିଆ ସୈନ୍ୟ ଙ୍କୁ ଭୟ କରି ଦେଶ ଛାଡି ପଳାୟନ କରିବା ସଂପୂର୍ଣ୍ଣ ମିଥ୍ୟା ବୋଲି ଜେଲେନସ୍କି କହିବା ସହ ରାଷ୍ଟ୍ରପତି ଭାବନା ରୁ ଏକ ନୂଆ ଭିଡିଓ ସେୟାର କରିଥିବା ଦେଖିବାକୁ ମିଳିଛି ।

ବନ୍ଧୁଗଣ ଆପଣ ମାନଙ୍କର ଋଷିଆ ର ସର୍ତ୍ତ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *