ବାପା ଭାଙ୍ଗିଦେଲେ ପୁଅର ସଂସାର, ଦେଖନ୍ତୁ Video କଣ କହୁଛନ୍ତି Tapswini

ନମସ୍କାର ବନ୍ଧୁଗଣ । ତପସ୍ଵିନୀ ହୁଏ ତ ତାଙ୍କ ଇଚ୍ଛାରେ ଜୀବନ ସାଥି ବାଛି ଥାଇ ପାରନ୍ତି । ହୁଏତ ଏଥିରେ ସୁମିତଙ୍କ ପରିବାରର ସହମତି ନ ଥାଇପାଏ । କିନ୍ତୁ ବିବାହ ପରେ ଦୁଇ ଦମ୍ପତିଙ୍କୁ ବିନା କୌଣସି କାରଣରେ ଛାରଖାର କରି ଦେବାର ଅର୍ଥ କଣ ଥାଇପାରେ । ଝିଅଟି ଯେତେବେଳେ ଜୀବନ ସାଥି ବାଛିଥାଏ ଭାବିଥାଏ କି ପରକୁ ଆପଣାର କରି ଦେବ । ଅସହମତିକୁ ଗୋଟେ ବିବାହିତା ଝିଅ ସହମତି କରିବାରେ ସକ୍ଷମ ହୋଇଥାଏ ।

ପ୍ରତେକ ଝିଅ ବିବାହକୁ ନେଇ ଅନେକ ସ୍ଵପ୍ନ ଦେଖିଥାଏ କି ବିବାହ ପରେ ସେ ତାର ପୁରା ପରିବାର ଲୋକଙ୍କ ସହ ହସ ଖୁସିରେ ରହିବ । କିନ୍ତୁ ବ୍ରଂହପୁର ସହରର ତପସ୍ଵିନୀ ଦାସ ଓ ସୁମିତ ସାହୁଙ୍କ ବୈବାହିକ ଜୀବନର କାହାଣୀ କିଛି ଅଲଗା ରହିଛି । ଏଠି ପ୍ରେମ ଘର ଘଢିବା ବଦଳରେ ଘର ଭାଙ୍ଗିବାରେ ଚାଲି ଆସିଛି । ତେବେ ପୁରା ବିବାଦର କେନ୍ଦ୍ରରେ ବୋଧେ ତାଙ୍କ ଶ୍ଵଶୁର ଆସିବେ ।

କାରଣ ବୋଧ ହୁଏ ସୁମିତଙ୍କ ବାପା ଚାହୁଁ ନାହାନ୍ତି ତାଙ୍କ ପୁଅ ବୋହୁର ସଂସାରର ଆଗକୁ ବଢୁ । ନିଜ ହାତରେ ନିଜ ପୁଅର ସଂସାରର ଭାଙ୍ଗି ଦେବାକୁ ବୋଧେ ଆଗେଇ ଆଗେଇ ଆସିଛନ୍ତି ଜଣେ ବାପା । ହିତରେ ଯାହା ଥାଉ ନାଁ କାହିଁକି କିନ୍ତୁ ନୁପରେ ଯାହା ଦେଖା ଯାଉଛି ତାହା ସମସ୍ତଙ୍କୁ ବାଢୁଛି ।

ନ ହେଲେ ପଡୋଶୀ ମାନେ କଣ ପାଇଁ ଆସି ତପସ୍ଵିନୀଙ୍କ ପାଖରେ ଠିଆ ହୋଇଥାନ୍ତେ । କାହିଁକି ପଡୋଶୀ ମାନେ ଛଳ ଛଳ ଆଖିରେ କହୁଛନ୍ତି ଏ ଝିଅକୁ ନ୍ୟାୟ ମିଳିବା ଦରକାର । ପଡୋଶୀ ମାନେ କହିଛନ୍ତି ସୁମିତଏନକେ ବାପା କୋର୍ଟ ଠାରୁ ଆରମ୍ଭ କରି ଓକିଲ ଓ ପୋଲିସ ପ୍ରଶାସନକୁ ଟଙ୍କା ଦେଇ ଦେବେ ।

ଏହା ପରେ ଏ କେସ ବନ୍ଦ ହୋଇଯିବ । କାରଣ ଆଜିର ଦୁନିଆରେ ଏମିତି ହିଁ ହେଉଛି । ଗୋଟେ ଝିଅକୁ ନ୍ୟାୟ ମିଳିବା ଆଜିକା ଡେଟରେ ବହୁତ କଷ୍ଟ ହୋଇ ପଡିଲାନି । ତପସ୍ଵିନୀ ନିଜ ରାଏ ରେ କହିଛନ୍ତି ଯେ ସେ ରାତି ୧ଟା ୩୦ ମିନିଟ ସମୟରେ ସ୍ଵାମୀ ସୁମିତଙ୍କୁ ଗାଡିରେ ବସି ଯାଉ ଥିବାର ଦେଖିଥିଲେ ।

ସେ ପାଚେରି ଡେଇଁ ଗାଡିରେ ବସି ଚାଲିଗଲେ । ସୁମିତ ବାଲିଶିରାରେ ଦେହ ଖରାପ ଅଛି କହି ହସପିଟାଲରେ ଅଛନ୍ତି ବୋଲି ଯାଉ କଥା କହିଥିଲେ ତାହା ସଂପୂର୍ଣ୍ଣ ଭାବେ ମିଛ ବୋଲି ତପସ୍ଵିନୀ କହିଛନ୍ତି । ବର୍ତ୍ତମାନ ସୁମିତ କୌଣସି ମେଡିକାଲରେ ନାହାନ୍ତି ବରଂ ତାଙ୍କ ଘରେ ଲୁଚି ରହିଛନ୍ତି ବୋଲି ତପସ୍ଵିନୀ ଅ-ଭି-ଯୋ-ଗ କରିଛନ୍ତି । ତେବେ ସୁମିତ ଓ ତପସ୍ଵିନୀଙ୍କ ଦାଂପତ୍ଯ ଜୀବନରେ ଯେଉଁ ଝଡ ସୃଷ୍ଟି ହୋଇଛି ଏହା ପଛରେ କିଛି ନା କିଛି କାରଣ ରହିଛି । ଏକାଧିକ କାରଣ ମଧ୍ୟରୁ ତପସ୍ଵିନୀ ଙ୍କ ଶ୍ଵଶୁର ପ୍ରମୋଦ ସାହୁ ଏହି ମାମଲା ରେ ଏକ ପ୍ରମୁଖ କାରଣ ନ ହୋଇଥିବେ ତାହା କହିଲେ ଭୁଲ ହେବ ନାହି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *