ବାପା-ମା କୁ ନେଇଥିଲୁ, ଆଉ ଏବେ ସାନ ଭାଇକୁ ନେଇ କଣ ଲାଭ ପାଇଲୁ ଭଗବାନ, Amlan Das ଙ୍କ ଅବସ୍ଥା ଦେଖି ଆଖିରେ ଲୁହ ରହିବନି

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସ୍ବ-ର୍ଗ-ତଃ ଓଲିଉଡ ର ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ପରିବାର ରେ ଆସିଛି ବଡ ଦୁଖଦ ଖବର । ଆଜ୍ଞା ହଁ ମିହିର ଦାସ ଙ୍କ ସାନ ପୁଅ ଅମ୍ଳାନ ଦାସ ଆଉ ଏ ଦୁନିଆରେ ନାହାନ୍ତି । ସେ ସବୁ ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି ଆଉ ଚାଲି ଯାଇଛନ୍ତି ଅଫେରା ରାଇଜ କୁ । ତେବେ ବାପା, ମା ଆଉ ଶେଷରେ ସାନ ଭାଇକୁ ହ-ରା-ଇ ବୋଧ ହୁଏ କିଛି ଏମିତି ପ୍ରତିକ୍ରିୟା ରଖିଥିବେ ଅମ୍ଳାନ ଦାସ ।

ଆଉ କହୁଥିବେ “ମୁଁ ଅମ୍ଳାନ ଜବାବ ଦିଅ ଭଗବାନ କାହିଁକି ମୋ ସହ ଏମିତି ଖେଳ ଖେଳିଳ ଭଗବାନ । ଆହା ଦେଇଥିଲ ସବୁ ନେଇଗଲ । ମା ବାପା, ଭାଇ ଦେଇଥିଲା ସମସ୍ତଙ୍କୁ ନେଇଗଲ । ମୁଁ ଜନ୍ମ ହେବା ପରେ ମୋତେ ଯାହାକୁ ଚିହ୍ନାଇ ଥିଲ ସମସ୍ତଙ୍କୁ ଭଗବାନ ନେଇଗଲ । ମୋତେ ଅନାଥ ସଜେଇ ଦେଲ ।

ହଁ ମୁଁ ଅମ୍ଳାନ ଜବାବ ଦିଅ ଭଗବାନ କାହିଁକି ମୋ ପ୍ରତି ଏତେ ନିଷ୍ଠୁର ହେଲ ? ମୁଁ କି ପାପ କରିଥିଲି ତୁମର ମୋତେ ତୁମେ ଏତ ବଡ ଶାସ୍ତି କାହିଁକି ଡେଲ ? ଯାହା ପଣତ କାନି ଧରି ମୁଁ ବାଟ ଚାଲିବା ଶିଖିଥିଲି, ଯାହା ଆଙ୍ଗୁଳି ଧରି ମୁଁ ଦୁନିଆ ଦେଖି ଥିଲି ଆଉ ଯାହା ମୁହଁକୁ ଚାହିଁ ସାରା ଜୀବନ ବଞ୍ଚିବୀ ବୋଲି ଭାବିଥିଲି ସମସ୍ତଙ୍କୁ ନେଇ କି ଖୁସି ପାଇଗଲ ଭଗବାନ ? ଗୋଟେ ମଣିଷ କୁ ଏତେ କଷ୍ଟ ଦେବା ଆଗରୁ ଥରେ ଚିନ୍ତା କର ଭଗବାନ ସେ ମଣିଷ ଟି କେତେ କଷ୍ଟ ସହିପାରିବ ।

ମୁଁ ମଣିଷ ମୋ ହୃଦୟ ରକ୍ତ, ମାଂସ ରେ ଗଢା ମୁଁ ପଥର ନୁହେଁ ଭଗବାନ । ମୋତେ ଏତେ କଷ୍ଟ ଦେବା ଆଗରୁ ଥରେ ଭାବିଥାନ୍ତ ମୁଁ ଆଉ କେବେ ବା ସହିବି । ସହିବାର କେତେ ବା ଧର୍ଯ୍ୟ ତା ପାଖରେ ଅଛି ଭଗବାନ ଖାଲି ଏତିକି ଟିକେ ଭାବିଥଣ୍ଟ । ଏତେ ବଡ ନିଷ୍ଠୁର ସତ୍ୟ କୁ ସତରେ କଣ ସହିପାରିବ ଅମ୍ଳାନ ହେ ଭଗବାନ ଉତ୍ତର ଦିଅ ମୋତେ । 12 ବର୍ଷ ପୂର୍ବରୁ ମୋତେ ମା ଛେଉଣ୍ଡ କରିଲା ।

ଆଉ ଏବେ ବର୍ଷକ ତଳେ ମୋ ବାପା ଚାଲିଗଲେ । ଆଉ ଏବେ ମୋ ଆଖିର ତାରା ମୋ ସାନ ଭାଇ କୁ ବି ନେଇଗଲ । ମୋ ସାନ ଭାଇ ମୋ ପାଖରେ ଅଛି ବୋଲି ମୁଁ ଗର୍ବ କରେ ସେ ମୋ ଦମ୍ବ, ବଳ ସବୁ କିଛି ଥିଲା । ତାକୁ ନେଇ କି ଲାଭ ପାଇଲ ଭଗବାନ ଜବାବ ଦିଅ ମୋତେ । ଏ ଅଧମ ତୁମ ଉତ୍ତରକୁ ଅପେକ୍ଷା କରିଛି ।

ଆଉ ତୁମ ଉତ୍ତର କୁ ଚାତକ ପରି ଚାହିଁ ବସିଛି । ଥରେ ନିଶ୍ଚୟ ଭାବିବ ଭଗବାନ ଏତେ ନିଷ୍ଠୁର କେବେ କଣ କିଏ ହୋଇ ପାରନ୍ତି ? ଯାହା ଆପଣ ମୋ କ୍ଷେତ୍ର ରେ କରିଛନ୍ତି” । ତା ହେଲେ ବନ୍ଧୁଗ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *