ବନ୍ଧୁଗଣ ନାଚ ଗୀତ ବିନା ବାହଘର ପୁରା ଫିକା ଫିକା ଲାଗିଥାଏ ତାହା ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ପୂର୍ବ କାଳରେ ଯେଉଁ ବାହାଘର ହେଉଥିବା ବରଯାତ୍ରୀ ମାନେ ପ୍ରସେଶନ ରେ ନାଚି ନାଚି ଆସୁଥିଲେ । ଆଜିକାଲି ଯୁଗ ବଦଳି ଗଲାଣି । କନିଆ ପକ୍ଷ ମଧ୍ୟ ବାହାଘର ବରଯାତ୍ରୀ ରେ ନାଚିଲେଣି । ତେବେ ବାହାଘରିଆ ନାଚ ଗୀତ ମାହୋଲ ଭିତରେ ବେଳେବେଳେ ହାଇ ଡ୍ରାମା ବି ଦେଖିବାକୁ ମିଳିଥାଏ । କେବେ ହାଇ ଡ୍ରାମା ମଜାଦାର ହୋଇଥିବା ବେଳେ ଆଉ କେବେ ଲାଇଫ ଟେନସନ ।

ଏମିତି ଏକ ବାହାଘର ଡ୍ରାମା ଦେଖିବାକୁ ମିଳିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ରେ । ତେବେ ବର୍ତ୍ତମାନ କିଛି ସମୟ ବାହାଘର ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ଭାଇରାଲ ହୋଇଥିବା ଭିଡିଓ ରେ ଚାଲିଛି ହାଇ ଡ୍ରାମା ବାହାଘର ମାହୋଲ ରେ । କନ୍ୟା ପକ୍ଷ ବର ପକ୍ଷ ସମସ୍ତେ ଅଛନ୍ତି । କନ୍ୟା ଅଛନ୍ତି ବର ବି ଅଛନ୍ତି । କିନ୍ତୁ ସେଠାରେ ଆରମ୍ଭ ହୋଇ ଯାଇଛି ହାଇ ଡ୍ରାମା । ବାହାଘର ର ମାହୋଲ ରେ ଜଣେ ଯୁବକ କନ୍ୟା ଙ୍କୁ ନଜର କରି ଡ୍ୟାନ୍ସ କରୁଛନ୍ତି ।
କନ୍ୟା ବି ଯୁବକ ଙ୍କର ନାଚ ଦେଖି ଆଉ ସମ୍ଭାଳି ପାରିଲେ ନାହି ଆଉ ତାଙ୍କ ସହ ନାଚିବାରେ ଲାଗିଛନ୍ତି । ହଠାତ ଇମୋସନାଲ ହୋଇ ଯୁବକ ଓ କନ୍ୟା ଜଣକ ନାଚୁ ନାଚୁ ଆଲିଙ୍ଗନ କରି କାନ୍ଦି ବାକୁ ଲାଗିଲେ ତାହା ପୁଣି ବର ସାମ୍ନା ରେ । ନିକଟରେ ବର ଜଣକ ଏହା ସବୁ ଦେଖୁଥିଲେ । ପରେ ଜଣେ ମହିଳା ଆସି ଉଭୟଙ୍କୁ ଜବରଦସ୍ତ ଛଡାଇ ଅଲଗା କରୁଛନ୍ତି । ଏମିତି ଏକ ଭିଡିଓ ଜେ କି ଆଦାମ ନାମକ ଜଣେ ୟୁଜର୍ସ ଟ୍ଵିତର ରେ ଶେୟାର କରୁଛନ୍ତି ।

ତେବେ କନ୍ୟା ଓ ଯୁବକ ଜଣକ ନାଚ ରେ ଏତେ ମଗ୍ନ ହୋଇ ପଡିଛନ୍ତି କି ଜାଣିପାରୁ ନାହାନ୍ତି କି ସେଠାରେ ସମସ୍ତେ ଉପସ୍ଥିତ ଅଛନ୍ତି । ଆଉ ଦେଖୁ ଦେଖୁ କନ୍ୟା ଜଣକ ଯୁବକ ଙ୍କୁ ହକ କରି ଦେଉଛନ୍ତି ଯାହାର ନଜାରା ଛିଡା ହୋଇ ଦେଖୁଛନ୍ତି ବର ଜଣକ । ବର କଣ କରିବେ ବା କଣ ସ୍ତ୍ରୀ ଙ୍କୁ ଆଉ କାହାକୁ ହକ କରୁ ଥିବାର ଦେଖି ବି ସେ ଚୁପ ହୋଇ ଛିଡା ହୋଇଛନ୍ତି ।
ସତରେ ବର ମହାଶୟଙ୍କ ର ଧର୍ଯ୍ୟ କୁ ମାନିବାକୁ ପଡିବ । ତେବେ ଏହି ଭାଇରାଲ ଭିଡିଓ କୁ ନେଇ ଲୋକ ମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।
