ଅନେକ ସମୟରେ କିଛି ମହିଳା ମାନଙ୍କର ଅନେକ ଉପାୟ କରିବା ପରେ ମଧ୍ୟ ସେମାନଙ୍କର ଗର୍ଭ ରହି ନ ଥାଏ । ଗର୍ଭ ନ ରହିବାର ଅନେକ ପ୍ରକାରର କାରଣ ରହିଥାଏ । ଏଥିପାଇଁ କିଛି ମହିଳା ମାନେ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । ଆଉ କିଛି ମହିଳା ମାନେ ବଜାରରୁ ମିଳୁଥିବା ଔଷଧର ସେବନ କରିଥାନ୍ତି । କିନ୍ତୁ ଏଥିପାଇଁ ଅନେକ ସମୟ ଓ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ଆୟୁର୍ବେଦିକ ରେ ଏମିତି କିଛି ଉପାୟ ବିଷୟରେ କୁହା ଯାଇଛି ଯାହାର ପ୍ରୟୋଗ ବା ସେବନ କରିବା ଦ୍ଵାରା ଗର୍ଭ ଧାରଣ ହୋଇପାରେ ।
ଆଜି ଆମେ ଆପଣ ଅମାନଙ୍କୁ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ଗର୍ଭ ଧାରଣ ନ ହେଉଥିଲେ କେଉଁ ପ୍ରତିକାର କରାଯାଇ ପାରିବ ସେହି ବିଷୟରେ କହିବାକୁ ଯାଉଛୁ । ଏହି ହୋମ ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ଏକ ପାତ୍ର ରେ ଏକ ଲିଟର ପାନୀୟ ସହ ୨୫୦ ଲିଟର କ୍ଷୀର ପକାନ୍ତୁ । ଆପଣ ଏଥିପାଇଁ କଞ୍ଚା ବା ଫୁଟା କ୍ଷୀର ର ପ୍ରୟୋଗ କରି ପାରିବେ ।
ଏହା ପରେ ଆଡ କରନ୍ତୁ ଅଶ୍ଵଗନ୍ଧା ପାଉଡର । ଏହା ଆପଣଙ୍କୁ କୌଣସି ପୁଟୁଳି ବଣିଆ ଦୋକାନ ବା ଆୟୁର୍ବେଦିକ ଷ୍ଟୋର ରୁ ସହଜରେ ମିଳି ପାରିବ । ଏହା ପରେ କ୍ଷୀର ଓ ପାଣି ୨୫୦ ଏମଏଲ ରହିବା ଯାଏଁ ଭଲ ଭାବେ ଫୁଟାନ୍ତୁ । ଏହା ପରେ ଆଡ କରନ୍ତୁ ଖଣ୍ଡେ ମିଶ୍ରି । ଏହା ପରେ ଆଡ କରନ୍ତୁ ଅଧା ଚାମଚ ଗାଈ ଘିଅ । ଏହି କ୍ଷୀରକୁ କମ ସେ କମ ୧୫ରୁ ୨୦ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ ।
ଏହା ପରେ ଏକ ପାତ୍ର ରେ କ୍ଷୀର କୁ ଢାଳି ଦିଅନ୍ତୁ । ଏହା ପରେ ଆସନ୍ତୁ ଜାଣିବା ଏହାର ସେବନ କିପରି କରିବେ । ଆପଣ ପ୍ରତି ଦିନ ଏହାକୁ ତିଆରି କରି ଋତୁସ୍ରାବ ର ୪ ଦିନ ବା ୫ ଦିନ ଯାଏଁ ଲଗାତାର ସେବନ କରିବାକୁ ହେବ । ଏହା ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ଅଟେ । ଏହି ରେମେଡି ର ସେବନ କରିବା ଦ୍ଵାରା ଆପଣ ନିଜ ସାଥିଙ୍କ ସହ ସହବାସ କରିଲେ ଗର୍ଭ ଧାରଣ ନିଶ୍ଚିନ୍ତ ଭାବେ ହୋଇ ପାରିବେ ।
ଏହା ବହୁ ପରୀକ୍ଷିତ ଓ ବହୁତ ପୁରାତନ କାଳରୁ ପ୍ରୟୋଗ ହୋଇ ଆସୁଛି । ମହିଳା ମାନେ ଏହି ରେମେଡିକୁ ନିହାତି ଥରେ ପ୍ରୟୋଗ କରି ଦେଖନ୍ତୁ । ଏହାର ସେବନ କରିବା ଦ୍ଵାରା ଆପଣଙ୍କର ଶରୀର ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।