ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । କିଛି କଳାକାର ମାନେ ନିଜର ଷ୍ଟାଇଲ, ଲୁକ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ବେଶ ଚର୍ଚ୍ଚା ଆରେ ରହିଛନ୍ତି । ତେବେ ଓଡିଆ କଳାକାର ମାନେ ନିଜର କୋ-ଆକ୍ଟରଙ୍କ ସହ ପ୍ରେମ ବିଭା କରି ବେଶ ହସ ଖୁସିରେ ଜୀବନ ବିତାଉଛନ୍ତି । କିନ୍ତୁ ଆଉ କିଛି କଳାକାର ମାନେ ବିବାହ ବନ୍ଧନରୁ ଅଲଗା ହୋଇ ସାରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ବର୍ଷା ଅଭିନେତା ଅନୁଭବଙ୍କ ଠାରୁ ଅଲଗା ହେବା ପରେ କଣ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।
ଆପଣ ମାନେ ଓଲିଉଡ ଜ୍ଗାତର କୁଇନ ବର୍ଷା ପ୍ରିୟଦର୍ଶିନୀ ଓ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ଅନେକ ଓଡିଆ ଫିଲମରେ ଏକତାହି ଅଭିନୟ କରିବାର ନଜର ଆସିଛନ୍ତି । ଏମିତି କି ଦୁହେଁ ୨୦୧୪ ପରସ୍ପର କୁ ପ୍ରେମ ବିବାହ କରିଥିଲେ ।
କିନ୍ତୁ ବିବାହ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁ ଦୁହେଁ ବର୍ତ୍ତମାନ ବିବାହ ବନ୍ଧନରୁ ଅଲଗା ହୋଇ ସାରିଛନ୍ତି । ତେବେ ବର୍ତ୍ତମାନ ବର୍ଷା ନିଜ ଘରେ କୁନି ଝିଅ ସହ ସମୟ ଅତିବାହିତ କରିବାର ଏହି ଭି-ଡି-ଓ ରେ ନଜର ଆସୁଛନ୍ତି ।
ଆପଣ ମାନେ ଦେଖି ପାରିବେ ବର୍ଷା କିପରି ଭାବେ ସେହି କୁନି ଝିଅ ସହ ମଜାମସ୍ତି କରିବା ସହ ତାଙ୍କ ସହ ଖେଳୁଛନ୍ତି । ଏମିତି କି ଦୁହେ ପରସ୍ପର କୁ ଆଲିଙ୍ଗନ କରି ଗେଲ ମଧ୍ୟ କରିବାର ନଜରା ଆସୁଛନ୍ତି । ଦୁହିଙ୍କୁ ଦେଖିଲେ ଲାଗୁଛି କି ଯେମିତି ଅନେକ ଦିନ ହେବ ଦୁହିଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି ଯାହାର ଜ୍ଵଳନ୍ତ ଉଦାହରଣ ଆପଣ ଏମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । ତେବେ କୁନି ଝିଅ ଟି ମଧ୍ୟ ବର୍ଷାଙ୍କ ସହ ଖେଳି ଖେଳି ନିଜର ସମୟ ଅତିବାହିତ କରୁଛନ୍ତି ।
ବର୍ଷା ନିଜର ଦୁନିଆରେ ବର୍ତ୍ତମାନ ଏକା ହୋଇ ଥିବାରୁ ଏହି କୁନି ଝିଅ ସହ ନିଜର ସମୟ କାଟୁଛନ୍ତି । ଆଗକୁ ଏମିତି ବର୍ଷା ଖୁସିରେ ରୁହନ୍ତୁ ବୋଲି ଆମେ ଆଶା କରୁଛୁ । ତେବେ ତାଙ୍କର ଫିଲ୍ମ କାମ ମଧ୍ୟ ଆରମ୍ଭ ହୋଇ ସାରିଛି । ଅନ୍ୟ କ୍ଷେତ୍ର ରେ ଅନୁଭବ ମହାନ୍ତି ମଧ୍ୟ ନିଜର ରାଜନୀତି କାମରେ ବ୍ୟସ୍ତ ଅଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ବର୍ଷା ଓ କୁନି ଝିଅର ସମ୍ପର୍କ କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।