ସଂକଟ ମୋଚକ ହନୁମାନ ଜି ଙ୍କ ପାଇଁ ଚାଲିଛି ରାକେଟ କେଉଁ ଜାଗାରେ ମୁଣ୍ଡ ଗଡୁଛି ତ କେଉଁ ଠି ଚାଲିଛି ଅନେକ ଫେର ବଦଳ । ଏହା ଏବେ ସବୁ ଆଡେ ଏତେ ଶୀଘ୍ର ଭାବେ ବ୍ୟାପିଛି କି ଏହାକୁ ଧରିବା ପାଇଁ ଏବେ ପୋଲିସ ଓ ପ୍ରଶାସନ ବ୍ୟସ୍ତ ହୋଇ ଗଲାଣି । ହନୁମାନ ଜି ଙ୍କ କୃପା ପାଇବା ପାଇଁ ଲୋକମାନେ ଏତେ ପାଗଳ ଅଛନ୍ତି ଓ ଏହାଙ୍କ ମୁଦ୍ରା କୁ ନେଇକି ମଧ୍ୟ ମାଫିଆ ବଜାର ହୁଲସ୍ଥୂଲ ।
କେନ୍ଦ୍ରାପଡାରେ ସିରିଜ ଡକାୟତି ରେ ଧାରା ପଡିଥିବା ଡକାୟତ ମାନଙ୍କ ପାଖରୁ ମିଳିଛି 18 ଟି ହନୁମାନ ଜି ଙ୍କ ପଇସା । ଆଉ ଏମାନେ ହେଲେ ସମ୍ବଳପୁର ଜିଲାର ସରୋଜ ଓ ଟଙ୍କ ବାଦୀ । ଏମାନେ ହନୁମାନ ପଇସା କୁ କୋଟିଏ ଟଙ୍କା ରେ ବିକିବା ପାଇଁ ଏହାକାଉ ନେଇ ଯାଉଥିଲେ ।
ଏହି ପ୍ରାଚୀନ ମୁଦ୍ରା ଆମକୁ ପଇସା ବାଲା କରେଇ ଦେବ ଭାବି ସେମାନେ ଏହି ଭଳି କିଛି କରି ଛନ୍ତି ବୋଲି ସ୍ଵୀକାର କରିଛନ୍ତି । ମାତ୍ର ଏହାକୁ ବିକିବା ପାଇଁ ଜୀବା ବେଳେ ପୋଲିସ ହାତରେ ଧାରା ପଡିଥିଲେ ଏମାନେ ।
ସେହି ଭଳି ବାଲେଶ୍ଵର ଜିଲାର ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ଧାରା ପଡିଛନ୍ତି ଏହି ଭଳି କିଛି ଘଟଣା ପାଇଁ । ପେଷାରେ ସେ ଜଣେ ଜୋତିଶ । ମାତ୍ର ହନୁମା ଲକେଟ ବିକୁଥିବାର ଜଣା ପଡିଛି ଲୋକଙ୍କ ପାଖରୁ ପଇସା ନେଇକି ଲୋକଙ୍କଉ ଏହା ଆଉ ଫେରସ୍ତ ଦେଉ ନଥିବା ବେଳେ ହଠାତ ଧାରା ପଡିକି ବହୁତ ମାଡ ଖାଇ ଥିବାର କଥା ସାମନାକୁ ଆସିଛି ।
ଜଣେ ଗ୍ରାହକ ଏବେ ନିଜ ମତ ଦେଇ ଛନ୍ତି ଓ କହିଛନ୍ତି କି ସେ ମୋ ଠାରୁ ଏହା ପାଇଁ ଖୁବ ପଇସା ନେଇଛନ୍ତି ମାତ୍ର ସେ ଏହାକୁ ଆଉ ଫେରସ୍ତ ଦେଇ ନଥିଲେ । ସେ ହନୁମାନ ପଇସା ମତେ ନ ଦେଇକି ଚାଲି ଯାଇଥିଲେ । କେବଳ ଏହି ଦୁଇ ତିନି ଘଟଣା ନୁହେ । ଏବେ ରାଜଧାନୀ ରେ ଏକ ଜୁବକ ଙ୍କୁ ଧାରା ଯାଇ ଥିଲା ।
ଯୁବକ ଜଣଙ୍କ ହନୁମାନ ମୁଦ୍ରା ଦେବେ ବୋଲି କହି ଲକ୍ଷା ଧିକ ଟଙ୍କା କୁ ଲୁଟି ନେଇଥିଲେ ଓ ଏହା ପରେ ସେଖଶି ଯିବା ପାଇଁ ଚେଷ୍ଟା କରିଥିଲେ । ଏହା ଙ୍କୁ କିଛି ଯୁବକ ମାନେ ଧରିକି ବହୁତ ମାଡ ମାରିଥିଲେ । ଏବେ ଏହା ହେଉଛି ଏବର କଥା । ଏହା ଆଗରୁ ଅନେକ ଜାଗାରେ ଏହି ଭଳି ଘଟଣା ମାନ ଅଛି ଲୋକଙ୍କ ମତରେ ଏହା ପାଖରେ ରହିବା ଦ୍ଵାରା ଭଲ କମ ହୋଇ ପାରୁଛି ଓ ଶକ୍ତି ମଧ୍ୟ ମିଳିଥାଏ ଖରାପ କୁ ସାମନା କରିବା ପାଇଁ ।
ବ୍ରିଟିଶ ଅମଳ ପରଠୁ ସେହି ଭଳି ମୁଦ୍ରା ପ୍ରଚଳିତ ହୋଇନି କି କୌଣଶୀ ଅଲୌକିକ ଶକ୍ତି ବି ନାହି । ନିରିହଙ୍କୁ ଭୁଆଁ ବୁଲାଇବା ରାକେଟ ଚଳାଇଛି ଏହି ଭଳି କାମ କରୁଛନ୍ତି । ଏହାକୁ ନେଇକି ଏଇତିହାଶିକ ମାନେ ମଧ୍ୟ ମତ ଦେଇଛନ୍ତି କି ଏହା କେବଳ ଏକ ପଇସା ଲୁଟ ର ରାସ୍ତା ।