ଏହି ଅଭିନେତ୍ରୀ ଭାଙ୍ଗିଲେ ସବୁ ରେକର୍ଡ! ବିବାହ ବେଦି ରେ ବସିଲେଣି 25 ଥର, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନିଜର ଅଭିନୟ ଜୀବନ ହେଉ କି ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ । ହେଲେ କିଛି କଳାକାର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ରେ ରହୁଥିବା ବେଳେ ଆଉ କିଛି କଳାକାର ଅଭିନୟ ଦୁନିଆକୁ ନେଇ ଚର୍ଚ୍ଚା ରେ ରହିଥାନ୍ତି । ପରଦାରେ କଳାକାର ଙ୍କ ଦ୍ଵାରା ଅଭିନୟ ର ଅନେକ ଚରିତ୍ର ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ଅନେକ ସମୟରେ କଳାକାର ମାନଙ୍କୁ ଆପଣ ବର କନ୍ୟା ସାଜିଥିବା ନିଶ୍ଚୟ ଦେଖିଥିବେ । ମାତ୍ର ବାସ୍ତବ ଜୀବନରେ ଗୋଟେ ଥର ଜୀବନ ସାଥି ବାଛିଥାନ୍ତି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ । କିନ୍ତୁ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ରିୟାଲ ଲାଇଫରେ ବିବାହ ନ କରିଥିଲେ ମଧ୍ୟ ରିଲ ଲାଇଫରେ 25 ଥର କନ୍ୟା ସାଜି ରେକର୍ଡ କରିଛନ୍ତି ।

ଆମେ ଏଠାରେ କହୁଛି ଭୋଜପୁର ସିନେ ଜଗତର ଅଭିନେତ୍ରୀ ଚାନ୍ଦିନୀ ସିଂ ଙ୍କ କଥା । ରିୟଲ ଲାଇଫରେ ବାହା ନ ହୋଇଥିବା ଚାନ୍ଦିନୀ ରିଲ ଲାଇଫରେ 25 ଥର କନ୍ୟା ବେଶରେ ସଜେଇ ହୋଇ ସରାଇଛନ୍ତି । ମେହେନ୍ଦି କି ରଙ୍ଗ ପିୟା କେ ସାଙ୍ଗ ଶୁଟିଙ୍ଗ ସେଟରୁ ଆସିଥିବା ଏହି ଫୋଟୋରେ ଚାନ୍ଦିନୀ ଙ୍କୁ ବୋହୂ ବେଶରେ ସଜ ହୋଇଥିବା ଦେଖିବାକୁ ମିଳିଛି ।

ଶୁଟିଙ୍ଗ ସେଟରୁ ଆସିଥିବା ଏହି ଫୋଟୋରେ ସେ ସୁନ୍ଦର ଦେଖା ଯାଉଛନ୍ତି । 29 ବର୍ଷୀଯା ଚାନ୍ଦିନୀ ନିଜ ଅଭିନୟ ଦୁନିଆରେ 25 ଥର କନ୍ୟା ସାଜି ବହୁ ପୁରୁଣା ଅଭିନେତ୍ରୀଙ୍କ ରେକର୍ଡ ଭାଙ୍ଗିଲେଣି । ଏହା ପରେ ତାଙ୍କୁ ପୂର୍ବରୁ ସେସୋରି ଜିତାପଟ ରେ ବୋହୂ ବେଶରେ ଦେଖିବାକୁ ମିଳିଥିଲା । ନିଜର ନିଖୁଣ ଅଭିନୟ ଦ୍ଵାରା ଖୁବ କମ ବୟସରେ ଦର୍ଶକଙ୍କୁ ବେସ ପସନ୍ଦ ଆସିଛନ୍ତି ଚାନ୍ଦିନୀ ।

ଭୋଜପୁରୀ ର ଅରବିନ୍ଦ ସିଂ, କାଳୁ, ଅଙ୍କୁଶ ରାଜ ଙ୍କ ଭଳି ବଡ ବଡ ଷ୍ଟାର କଳାକାର ଙ୍କ ସହ ସେ କାମ କରିଛନ୍ତି । ଏହି ଅଭିନେତ୍ରୀ ବଲିଉଡ ତାରକା ଙ୍କ ପ୍ରଶଂସକ ମଧ୍ୟ । ବିପାଶା ବାସୁ, ସୁସ୍ମିତା ସେନା, ମଲାଇକା ଅରୋଡା ଙ୍କ ପରି ଅଭିନେତ୍ରୀଙ୍କୁ ବେସ ଅନୁସରଣ କରନ୍ତି ଚାନ୍ଦିନୀ । ରିୟଲ ଜୀବରେ ନିଜର ଫିଟନେସ କୁ ବେସ ଗୁରୁତ୍ଵ ଦିଅନ୍ତି ।

ବଲିଉଡର ଏହି 3 ଜଣ ଅଭିନେତ୍ରୀଙ୍କ ଫିଟନେସ କୁ ସେ ତାଙ୍କ ଜୀବନରେ ଅନୁସରଣ କରନ୍ତି । ନିଜର ଅଭିନୟକୁ ସେ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ବଦ୍ରିନାଥ ଫିଲ୍ମ ଜରିଆରେ ସେ ଭୋଜପୁରୀ ଜଗତରେ ନିଜର ଡେବ୍ୟୁ କରିଥିଲେ । ଭୋଜପୁରୀ ରେ ଅନେକ ହିଟ ଆଲବମ କରିବା ସହ ଅନେକ ଚଳଚିତ୍ରରେ ଅଭିନୟ କରି ଖୁବ କମ ସମୟରେ ଦର୍ଶକଙ୍କର ଖୁବ ନିକଟତର ହୋଇ ପାରିଛନ୍ତି ଚାନ୍ଦିନୀ ।

ନିଜର ଅଭିନୟ ପାଇଁ ଚର୍ଚ୍ଚା ରେ ରହୁଥିବା ରିଲ ବିବାହ ଏବେ ବେସ ଚର୍ଚ୍ଚା ରେ ବିଷୟ ପାଲଟିଛି । ବହୁତ ଜଲ୍ଦି ତାଙ୍କୁ ମେହେନ୍ଦି କି ରଙ୍ଗ ପିୟା କେ ସାଙ୍ଗ ଫିଲମରେ ଦେଖିବାକୁ ମିଳିବ । ବନ୍ଧୁଗଣ ଆପଣଙ୍କୁ ଅଭିନେତ୍ରୀ କହନ୍ଦିନୀ ସିଂ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *