BCCI ନେଲା ବଡ ନିଷ୍ପତ୍ତି, ଏବେ ତିନି ଫର୍ମାଟରେ ରହିବେ ତିନି ଅଲଗା କ୍ୟାପଟେନ, Hardik Pandya ହେବେ T20 କ୍ୟାପଟେନ ଏବଂ ଟେଷ୍ଟ କ୍ୟାପଟେନ ହେବେ ଏହି ଯୁବ ଖେଳାଳି !

ବନ୍ଧୁଗଣ ଟିମ ଇଣ୍ଡିଆରେ ଧୋନୀ ଆଉ କୋହଲି ଙ୍କ କ୍ଯାପଟେନନ୍ସି ଯୁଗ ଶେଷ ହେବା ପରେ ୩ ଫର୍ମାଟ ରେ ୩ ଜଣ ଅଧିନାୟକ ଙ୍କୁ ନିଯୁକ୍ତି କରିବ ବିଶିସିଆଇ । କ୍ଷମତା ଅଧିନର ସୂତ୍ର ଅନୁଯାୟୀ ଟେଷ୍ଟ, ୱାନ ଡେ ଓ ଟି-୨୦ ରେ ଅଲଗା ଅଲଗା କ୍ଯାପଟେନ ନିଯୁକ୍ତ କରିବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ବିଶ୍ଵକପରେ ଲଗାତାର ବିଫଳତା ଓ ଦୀର୍ଘ ବର୍ଷ ଧରି ଆଶିଶିଶି ଏଭେଣ୍ଟରେ ଚାମ୍ପିୟାନ ନ ହେବା ପରେ ବିଶିସିଆଇ ଏବେ ଟିମ ଇଣ୍ଡିଆର କ୍ଯାପଟେନସିପକୁ ନେଇ ଚିନ୍ତା ଜାହିର କରିଛି ।

୨୦୨୩ରେ ଦିନିକିଆ ବିଶ୍ଵକପ, ୨୦୨୪ତେ ଟି-୨୦ ବିଶ୍ଵକପ ହେବାକୁ ଥିବାରୁ ଏଥିପାଇଁ ଏବେଠୁ ଆକ୍ସନ ନଜର ଆସିଛି ଭାରତୀୟ କଣ୍ଟ୍ରୋଲ ବୋର୍ଡ । ବର୍ତ୍ତମାନ ଜଣେ ନୁହେଁ ବରଂ ୩ ଜଣ କ୍ରିକେଟର ଭିନ୍ନ ଭିନ୍ନ ଫର୍ମାଟରେ ଟିମ ଇଣ୍ଡିଆର କ୍ଯାପଟେନ କରିପାରନ୍ତି ବୋଲି ସୂଚନା ମିଳିଛି । ୨୦-୨୦ ବିଶ୍ଵକପରେ ପରାଜୟ ପରେ ଏବେ ଟିମ ଇଣ୍ଡିଆକୁ ଇଲିପାରେ ନୂଆ ଟି-୨୦ ଅଧିନାଯକ । କୁହାଯାଉଛି ଯେ ହାର୍ଦ୍ଦିକ ପାଣ୍ଡିୟା ଦଳର ଆଗାମୀ ଟି-୨୦ ମୁଖିଆ ହୋଇପାରନ୍ତି ।

ଗତ ଆପିଏଲରେ ସେ କ୍ଯାପଟେନସଦୀପ କରି ଗୁଜୁରାଟକୁ ଟ୍ରଫି ଜିତାଇବାରୁ ବିଶିସିଆଇଆ ତାଙ୍କୁ ଟି-୨୦ ଭାର ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ହ ଅପୂର୍ବରୁ ହାର୍ଦ୍ଦିକ ଭାରତ ପାଇଁ ଟି-୨୦ କ୍ୟାପେଟଣା ମଧ୍ୟ ହୋଇସାରିକନ୍ତି । ତେଣୁ ରୋହିତଙ୍କୁ ଟି-୨୦ କ୍ଯାପଟେନ ପଦରୁ ହଟାଇ ହାର୍ଦ୍ଦିକଙ୍କୁ ଟି-୨୦ ଅଧିନାୟକ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି । ରୋହୋତ ଶର୍ମା ଏବେ ୩ଟି ଯାକ ଫର୍ମାଟରେ ଟିମ ଇଣ୍ଡିଆର କ୍ଯାପଟେନ ରହିଛନ୍ତି । ତାଙ୍କ ଅଣ୍ଡର ରେ ଦଳ ସବୁ ଫର୍ମାଟରେ କ୍ରିକେଟ ଖେଳୁଛି ।

ହେଲେ ଆଗକୁ ଦିନିକିଆ ବିଶ୍ଵକପ ଥିବାରୁ ଦଳ ଏବେ ତାଙ୍କୁ ଦିନିକିଆ ତିମର କ୍ଯାପଟେନ ରଖିପାରେ ବୋଲି କୁହାଜୁଛି । ତେବେ ଟି-୨୦ ଭଳି ଟେଷ୍ଟରେ ଟିମ ଇଣ୍ଡିଆକୁ ନୂଆ କ୍ଯାପଟେନ ମିଳିବେ ବା ରୋହିତ ଶର୍ମା ଟେଷ୍ଟ କ୍ଯାପଟେନ ପଦ ବଜାୟ ରଖିବେ ତାହାକୁ ନେଇ ସ୍ପଷ୍ଟ ସୂଚନା ନାହି । ଟିମ ଇଣ୍ଡିଆରେ ଧୋନୀଙ୍କ ଯୁଗ ସେସ ହେବା ପରେ ଲଗାତାର କ୍ଯାପଟେନ ପଦାକୁ ନେଇ ଆଶଙ୍କା ଲାଗି ରହିଛି । ଧୋନୀଙ୍କ ପରେ ବିରାଟ କୋହଲିଙ୍କୁ ଦଳର ସବୁ ଫର୍ମାଟରେ କ୍ଯାପଟେନ କର ଯାଇଥିଲା ।

ହେଲେ ସେତେବେଳେ ରୋହିତଙ୍କୁ ଟି-୨୦ କ୍ଯାପଟେନ କରିବାକୁ ଦାବି ହେଲା । ଆଉ ଏବେ ଯେବେ ରୋହିତଙ୍କୁ ସବୁ ଫର୍ମାଟରେ କ୍ୟାପଟେନ କରାଯାଇଛି  ସେତେବେଳେ ହାର୍ଦିକ ଙ୍କୁ ଟି-୨୦ କ୍ୟାପେଟେନ କରାଜିବାକୁ ନେଇ ଚର୍ଚ୍ଚା ହେଉଛି । ଖାଲି କ୍ଯାପଟେନ ନୁହେଁ ବିଶିସିଆଇ ନିଜ କମିଟିରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ଯାଉଛି ।

ଚେତନ ଶର୍ମା ଙ୍କ ନେତୃତ୍ଵ ରେ ଯେଉଁ ସିଲେକ୍ସନ କମିଟି ପୂର୍ବରୁ ଦଳ ଚୟନ କରୁଥିଲା ଏବେ ସେହି ଚୟନ ସମିତି କୁ ବିଶିସିଆଇ ବରଖାସ୍ତ କରିଥିବା ବେଳେ ନୂଆ ସିଲେକ୍ସନ କମିଟି ଗଢିବାକୁ ଦରଖାସ୍ତ ଆହ୍ଵାନ କରିଛି । ଆଗାମୀ ଟି-୨୦ ଓ ଦିନିକିଆ ବିଶ୍ଵକପ ପୂର୍ବରୁ ବିଶିସିଆଇ ସହ ଟିମରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *