ଆମ ଶାସ୍ତ୍ରରେ ଅନେକ କଥା ଲେଖା ହୋଇଛି ଶାସ୍ତ୍ରରେ ଏହାଙ୍କୁ ଆମେ ଭଗବାନଙ୍କ ପୂଜା ପାଇଁ ମଧ୍ୟ ବ୍ୟବହାର କରିଥାଉ । ଆପଣ ଯଦି ସୋମାବର ଦିନ ଭଗବାନ ଶିବଙ୍କୁ ଏହା ନିତ୍ୟ ଅର୍ପଣ କରିବେ ତେବେ ଆପଣ ଭଲ ପରିଣାମ ପାଇବେ । ଆପଣଙ୍କୁ ଆଜି ଆମେ ଖିବା ଏହି ବେଲ ପତ୍ରର ଉପକାରିତା । ହିନ୍ଦୁ ଧର୍ମ ଅନୁସାରେ ଶିବଙ୍କ ମନ୍ଦିରରେ ହଜାର ହଜାର ବେଲ ପତ୍ର ଚଢା ଯାଉଛି ।
ଆମ ଅଷ୍ଟାଙ୍ଗ ଶାସ୍ତ୍ରରେ ମଧ୍ୟ ଏହା ବିଷୟରେ କୁହା ଯାଇଛି ଆପଣ ଏହାକୁ ପଢିବା ଦ୍ଵାରା ଏହାର ଉପରାକିତା ବିଷୟରେ ଜାଣି ପାରିବେ । ଆପଣ ଯଦି ନିଜର ପରିବାରର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ବାନ ହେବା ପାଇଁ ଚାହୁଁ ଛନ୍ତି । ତେବେ ଆପଣ ନିଶ୍ଚିତ ଭାବେ ଏହାର ସେବନ କରନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ ।
ଏହା ଜାଣି ରକ୍ଷନ୍ତୁ କି ଯେଉଁ ମାନେ ସକାଳୁ ଏହି ବେଲ ପତ୍ର କୁ ଖାଇବେ ସେମାନଙ୍କ ପେଟ ସମସ୍ଯା ଦୂର ହେବା ସହ ସେମାନଙ୍କ ଜୀବନରେ ଖୁଶି ଆସିବ । ଯେଉଁ ମାନଙ୍କୁ କନଷ୍ଟିପେଶନ ଅଛି । ସେମାନେ ନିୟମିତ ଭାବେ ଏହାକୁ ସେବନ କରିବା ନିହାତି ଭାବେ ଦରକାର ବୋଲି କୁହାଯାଇ ଥାଏ ।
ଏହା ସହ ଆଉ ଏକ କଥା ଆଜି କାଲୀ ପିଲା ମାନେ ହୁଅନ୍ତୁ କିମ୍ବା ଆଜିକାଲି ବଡ ଲୋକମାନେ ନିଜ ବୟଶ ଆସିବା ଆଗରୁ ସେମାନେ ବହୁତ ବୟସ୍କ ଦେଖା ଯାଉଛନ୍ତି । ଯାହା ପାଇଁ ସେମାନେ ଅନେକ ପ୍ରକାର ଉପାୟ ମାନ କରୁଛନ୍ତି କିନ୍ତୁ ଆପଣ ଏହାକୁ ମାତ୍ର ଥରେ ଖାଇବା ଦ୍ଵାରା ଆପଣ ମଧ୍ୟ ଯୁବକ ଭଳି ଦେଖା ଯାଇ ପାରିବେ । ଏଥିରେ ଆଣ୍ଟିଏଜିଂ ଗୁଣ ଥିବାରୁ ଏହାକୁ ସେବନ କରବା ଭଲ ହୋଇ ଥାଏ ।
ଏହା ସହ ଏହା ଆମ ଶରୀର ରେ ଥିବା ରକ୍ତ ଚାପକୁ ମଧ୍ୟ ସମ୍ଭାଳି ଥାଏ କିଛି ଜଣଙ୍କୁ ଅଧିକ ରକ୍ତ ଚାପର ସମସ୍ଯା ମାନ ଥାଏ ସେମାନେ ଚାହିଁଲେ ମଧ୍ୟ ସେମାନେ ଏହାକୁ କମାଇ ପାରି ନଥାନ୍ତି । ଆପଣ ରକ୍ତ ଚାପ ପାଇଁ ଡାକ୍ତର କହିଥିବା ଔଷଧ କୁ ଖାଇବା ସହ ଯଦି ଏହି ବେଳ ପତ୍ର କୁ ସେବନ କରିବେ ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ।
ଆପଣ ଯଦି ଭାବୁ ଛନ୍ତି କି ଏହାକୁ କିଭଳି ଖାଇବେ ଏହାର ଦୁଇଟି ଉପାୟ ଆମେ ଆଜି ଆପଣଙ୍କୁ କହିବୁ ଆପଣ ସେହିଭଳି ଭାବେ ଏହାକୁ ନିଶ୍ଚିତ ଭାବେ ଖାଇଲେ ଏହା ଆପଣଙ୍କ ରକ୍ତ ଚାପ ସହ ମଧୁ ମେହର ପ୍ରେସରକୁ ମଧ୍ୟ କମ କରାଇବେ ସାହାଜ୍ଯ କରିଥାଏ । ଆପଣ ଏହାକୁ ସଫା କରି ରଖୀ ନିଅନ୍ତୁ ଏହା ପରେ ଆପଣ ଏହାକୁ ଗୁଣ୍ଡ କରିକି ଏହାକୁ ଚୂର୍ଣ୍ଣ ଭଳି ଖାଇ ପାରିବେ ।
ଯଦି ଆପଣ କାଡା କରି ପିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏହାକୁ ମଧ୍ୟ ପି ପାରିବେ । ଆପଣ 5 ଟି ବେଲ ପତ୍ର, 5 ଟି ନିମ ପତ୍ର, 5 ଟି ତୁଳଷୀ ପତ୍ର, କିଛି ହଳଦୀ ମଧ୍ୟ ଏହା ମଧ୍ୟ ରେ ପକାଇ ପାରନ୍ତି । ଏହା ପରେ ଆପଣ କିଛି ପାଣି ତମ୍ବା ପାତ୍ରରେ ରଖୀ ନିଅନ୍ତୁ । ସକାଳେ ଏହି ସବୁ ଜିନିଷ ସେହି ପାଣିରେ ପକାଇ ତାକୁ ଫୁଟାଇ ଦିଅନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ ।