ସେବେ Anjana Mishra ମାମଲାରେ ଭାଙ୍ଗି ଯାଇଥିଲା କଂଗ୍ରେସ ସରକାର, ଆଉ ଏବେ Archana Naaga ମାମଲା ବିଜେଡି ପାଇଁ ହେବ କି କାଳ ?

ଦର୍ଶକ ବନ୍ଧୁ ଅର୍ଚ୍ଚନା ନାଗଙ୍କ ନାଁ ଯେମିତି କାନ ବି ସେମିତି । ଆଲୀସାନ ଘର ସାଙ୍ଗକୁ ଦାମୀ ଗାଡିର ଥିଲା ବହୁତ ସଉକ । ଆଉ ସେଥିପାଇଁ ତ ଲକ୍ଷ ଲକ୍ଷ ଟଙ୍କା ନେଇ ବଡ ବଡ ନେତା ଓ ଅଫିସରଙ୍କ ସହ ଶାରୀରିକ ସମ୍ପର୍କ ରଖଥିଲେ ଅର୍ଚ୍ଚନା । ଆଉ ପାପ ଟଙ୍କା ଏତେ ବଢିଥିଲା ଯେ ଭୁବନେଶ୍ଵର ରେ ଗଢିଥିଲେ ଆଲିଶାନ ବଙ୍ଗଳା । ଯାହାକୁ ଦେଖିଲେ କାହାର ବି ଆଖି ଖୋସି ହୋଇଯିବ । ଅର୍ଚ୍ଚନା ଙ୍କ ସହ ବିଜେଡି ନେତାଙ୍କ ଏତେ ଘନିଷ୍ଠ ସମ୍ପର୍କ ଥିଲା ଯେ ଖୁଲମଖୁଲା କରୁଥିଲେ ଦେହ ବେପାର ।

ଶଙ୍ଖ ଦଳ ନେତାମାନେ ଅର୍ଚ୍ଚନା ଙ୍କ ଘରକୁ ଅହରହ ଆସୁଥିବାରୁ ଲେଡି ବ୍ଲାକମେଲର ଙ୍କ ପାଖ ମାଦୁ ନ ଥିଲା କମିଶନର ପୋଲିସ । ଅର୍ଚ୍ଚନାଙ୍କ ପାଇଁ ନେତାମାନେ ଏତେ ପାଗଳ ଥିଲେ କି ରାତି ରାତି ଦେଖା କରିବାକୁ ଦୁଆର ମୁହଁରେ ଡେରା ପକାଉଥିଲେ । ଆଉ ଲକ୍ଷ ଲକ୍ଷ ତାଙ୍କ ଦେଇ ଅର୍ଚ୍ଚନାଙ୍କ ସହ କରୁଥିଲେ ମଉଜ ମସ୍ତି । କୁହାଯାଉଛି ଅର୍ଚ୍ଚନା ନାଗ ର ଫାଶରେ ପଡିଛନ୍ତି ପ୍ରାୟ ଦୁଇ ଡର୍ଜନରୁ ଅଧିକ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି । ସେମାନଙ୍କ ମଧ୍ୟରୁ ଅଛନ୍ତି ୧୮ ଜଣ ଷ୍ଟାଣ୍ଡିଙ୍ଗ ବିଧାୟକ ।

ଆଉ ସବୁଠାରୁ ବଡ କଥା ହେଲା ଏମାନଙ୍କ ମଧ୍ୟରେ ଅଧିକାଂଶ ବିଜେଡି ନେତା ବୋଲି ଚର୍ଚ୍ଚା ହେଉଛି ଯାହାକୁ ନେଇ ତଦନ୍ତର ଗତି ଆଗକୁ ବଢାଇବେ କମିଶନର ପୋଲିସ ଏକ ପ୍ରକାରର ଅସୁବିଧାରେ ପଡିଥିବା କୁହାଯାଉଛି । ସବୁଠାରୁ ବଡ କଥା ହେଉଛି ଅର୍ଚ୍ଚନାକୁ ରିମାଣ୍ଡରେ ଅନାଇ ପଚରାଉଚରା କରିବା ସହ ଯଦି ସବୁ ଭିଡିଓ ସାମନାକୁ ଆସିବ ତେବେ ସରକାର ଭାଙ୍ଗିଯିବ ବୋଲି କହିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସଲୁଜା । ଜଣେ ଯୁବତୀ ରାଜଧାନୀରେ ଏମିତି କାଣ୍ଡ କାରନାମା କରୁଛନ୍ତି ସେ ନେଇ କାହା ପାଖରେ କେମିତି କିଛି ଖବର ନାହି ।

ବନ୍ଧୁଗଣ ଆପଣଙ୍କର ମାନେ ଥିବ ଅଞ୍ଜନା ମିଶ୍ରଙ୍କ ଗଣ ଦୁଷ୍କର୍ମ କଥା । କଟକରୁ ଫେରିବା ବେଳେ ବାରଙ୍ଗ ନିକଟରେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ ଅଞ୍ଜନା । ଯାହାକୁ ନେଇ ହଇଚଇ ହୋଇଥିଲା ରାଜ୍ୟ ଉଠିଥିଲା ପଡିଥିଲା ସରକାର । ସେହି ସମୟରେ ଗୋଟିଏ ମାମଲା ପାଇଁ ଭାଙ୍ଗି ଯାଇଥିଲା କଂଗ୍ରେସ ସରକାର । ଗତ ୨୨ ବର୍ଷ ମଧ୍ୟରେ ଅନେକ ଗଣଦୁଷ୍କର୍ମର ଓ ସେର୍କ୍ସ ରିୟାକେଟର ଖୁଲାସା ହୋଇଛି । ହେଲେ ଏମିତି ଖୁଲସା ବୋଧ ହୁଏ କେବେ ହୋଇନ ଥିବ କି ଦେହର ଭୋକ ମେଣ୍ଟାଇବା ପାଇଁ ଜଣେ ଯୁବତୀଙ୍କ ଘରେ ଏମିତି ଶାସକ ଦଳର ନେତା ଲାଇନ ଲଗାଇନ ଥିବେ ।

କୁହା ଯାଉଛି କି ଅଞ୍ଜନା ମିଶ୍ର ଙ୍କ ଲୁହ ରେ କଂଗ୍ରେସ ସରକାର ଭାଙ୍ଗିଥିଲା । ଆଉ ଅର୍ଚ୍ଚନା ଙ୍କ କଳା କାରନାମା ପାଇଁ ଏବେ ବିଜେଡି ସରକାର ବି ଭାଙ୍ଗିଯିବ ବୋଲି ଚର୍ଚ୍ଚା ହେଉଛି । ତେବେ ଅର୍ଚ୍ଚନା ଅଙ୍କ ସହ କେଉଁ କେଉଁ ବିଜେଡି ନେତା ଓ ବିଧାୟକ ଅଛନ୍ତି ସେ ନେଇ ଏବେ ଖୋଳତାଡ କରି କମିସନରେଟ ପୋଲିସ ତାକୁ ନେଇ ବାକୁ ରହିଲା । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *