ନମସ୍କାର ବନ୍ଧୁଗଣ । ପାକିସ୍ତାନରେ ମହଙ୍ଗା ମା-ଡ । ଚାହା ବିକ୍ରିରେ ଦେଖା ଦେଇଛି ଅଦିନିଆ ଝ-ଡ । ଅମୁଲ ମୂଲ ହୋଇଛି ଚାହାର ମୂଲ୍ୟ । ଗୋଟେ କପ ଚାହାର ମୂଲ୍ୟ ଏତେ ହୋଇଛି ଯେ ପାକିସ୍ତାନ ବାସୀ ଚାହା ନାଁ ଶୁଣିଲେ ଭ-ୟ କରୁଛନ୍ତି । କାରଣ ପାକିସ୍ତାନରେ ଗୋଟେ କପ ଚାହାର ମୂଲ୍ୟ ହେଉଛି ୪୦ ଟଙ୍କା । ଏତେ ଅଧିକ ଚାହାର ଦାମ ଦେଖି ଲୋକ ମାନେ ଚାହା ପିଇବାକୁ ଦାରୁଚନ୍ତି । ଏହାର ମୁଖ୍ୟ କାରଣ ହେଉଛି ଚିନି । ସୂଚନା ଅନୁସାରେ ଚଳିତ ବର୍ଷ ଭାରତରୁ ଚିନି ଆମଦାନୀ କରିବାକୁ ପାକିସ୍ତାନ ମନା କରି ଦେଇଛି । ଯାହା ଦ୍ଵାରା ଚିନିର ଦାମ ବର୍ତ୍ତମାନ ମ-ହ-ଙ୍ଗା ହୋଇ ପଡିଛି ।
ପାକିସ୍ତାନ କ୍ରିକେଟର ଷୋହେବ ଅକ୍ତର ରାହୁଲ ରାବଲ ପିଣ୍ଡିରେ ଚାହା କପର ଦାମ ୪୦ ଟଙ୍କା ହୋଇଛି । ପୂର୍ବରୁ ଏଠାରେ ଚାହା କପର ମୂଲ୍ୟ ଥିଲା ୩୦ ଟଙ୍କା । କିନ୍ତୁ ବର୍ତ୍ତମାନ ଭାରତରୁ ଚିନି ଆମଦାନୀ ବନ୍ଦ ହେବା ପରେ ୧୦ ଟଙ୍କା ବଢିଯାଇ ଚାହା କପର ମୂଲ୍ୟ ହୋଇଛି ୪୦ ଟଙ୍କା । ଚିନି ସହ ଚାହାପତି, ଗ୍ଯାସ ଓ କ୍ଷୀରର ମୂଲ୍ୟ ବୃଦ୍ଧି ହେତୁ ଚାହାର ଦାମ ବଢିଛି । ଏଭଳି ଦାମ ବଢିବା ହେତୁ ଦୋକାନୀ ମାନେ ଚଢା ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହୋଇଛନ୍ତି । ଭାରତକୁ ନାଲି ଆଖି ଦେଖାଇ ଆ-ତ-ଙ୍କ-ବା-ଦୀ-ଙ୍କ ପଛରେ ଟଙ୍କା ଲୁ-ଟା-ଉ-ଛି ପାକିସ୍ତାନ । ଯାହା ଦ୍ଵାରା ଦେଶର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି ।
ପାକିସ୍ତାନରେ କ୍ଷୀର ଲିଟର ପିଛା ୧୦୫ରୁ ୧୨୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ସହ ଚାପତିର ଦର ୯୦୦ କେଜିକୁ ବୃଦ୍ଧି ପାଇଛି । ଠିକ ସେହି ପରି ଗ୍ଯାସ ସିଲିଣ୍ଡର ର ଦର ୧୫୦୦ ଟଙ୍କା ରୁ ୩୦୦୦ ଟଙ୍କା କୁ ବୃଦ୍ଧି ପାଇଛି । ଯାହା ଦ୍ଵାରା ଚାହାର ମୂଲ୍ୟ ବୃଦ୍ଧି ପାଇଛି । ସୂଚନା ଯୋଗ୍ୟ ଚଳିତ ବର୍ଷ ଭାରତ ଗହମ ଓ ଚିନି ଆମଦାନୀ କରିବା ପାଇଁ ଚାହୁଁଥିଲେ ମଧ୍ୟ ପାକିସ୍ତାନ ମନା କରି ଦେଇଛି । ଯେଉଁ ଯାଏଁ କାଶ୍ମୀର ରେ ୩୭୦ ଧାରା ଲାଗୁ ନ ହୋଇଛି ସେତେ ଯାଏଁ ଭାରତର କୌଣସି ସାହାଜ୍ଯ ଗ୍ରହଣ କରିବ ନାହି ବୋଲି ପାକିସ୍ତାନ ମତ ରଖିଛି ।
ଯାହା ପାଇଁ ପାକିସ୍ତାନର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡିଛି । ଏମିତି କି ଖାଦ୍ୟ ସାମଗ୍ରୀ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ଯାହା ସାଧାରଣ ଜନତାଙ୍କ ପାଇଁ କାଠିକର ପାଠ ହୋଇ ପଡିଛି । ପାକିସ୍ତାନରେ ବର୍ତ୍ତମାନ ଏମିତି ପରିସ୍ଥିତି ହୋଇ ପଡିଛି ଯେ ଲୋକ ମାନେ ଚାହା ପିଇବା ପାଇଁ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।