ଋଷ- ୟୁକ୍ରେନ ମହାଯୁଦ୍ଧ: ପ୍ରଥମ ଥର ଋଷ ଦେଲା ଏମିତି ବୟାନ, ଯାହା ଉଡାଇଲା ସାରା ଦୁନିଆର ହୋସ…

ବନ୍ଧୁଗଣ ଭାରତରେ ଋଷିଆ ରାଜଦୂତ ରୋମାନ ବାବୁସ୍କି ଏକ ବଡ ବୟାନ ଦେଇଛନ୍ତି । ସେ ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ନିର୍ଯାତନ ଦେବାର ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ୟୁକ୍ରେନ ସେନା ଭାରତୀୟ ଛାତ୍ରଙ୍କୁ ମାଡ ମାରିବା ସହ ସେମାନଙ୍କୁ ଢାଲ ଭାବେ ବ୍ୟବହାର କରୁଛନ୍ତି । ଋଷିଆ ରାଜଦୂତ କହିଛନ୍ତି ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରୁ ସୁରକ୍ଷିତ ବାହାର କରିବା ପାଇଁ ଋଷିଆ ଅଧିକାରୀ ଲଗାତାର ଭାରତୀୟ ଅଧିକାରୀଙ୍କ ସମ୍ପର୍କରେ ଅଛନ୍ତି । ଏହା ସହ ଋଷିଆ ସେନା ଯଥା ସମ୍ଭବ ସାହାଜ୍ଯ କରୁଛି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଖଦ ଖବର ଅଟେ । ଆଉ ଋଷିଆ ସରକାର ଏହି ଦୁଖ ସନ୍ଧି ଘଡିରେ ମୃତ ଛାତ୍ରଙ୍କ ପରିବାର ସହ ଅଛନ୍ତି । ସେ କହିଛନ୍ତି ଭାରତୀୟ ଛାତ୍ରଙ୍କ ମୃତ୍ୟୁ କେଉଁ ପରିସ୍ଥିତରେ ହୋଇଛି ତାହାର ଯାଞ୍ଚ କରା ଯାଉଛି । ସେ ଜୋର କରି କହିଛନ୍ତି ଯେ ଋଷିଆ ସେନା ସାଧାରଣ ନାଗରିକଙ୍କୁ ନିଜର ଶିକାର କରୁ ନାହାନ୍ତି । ଏହା ସହ ଋଷିଆ ସେନାଙ୍କ ଆଗକୁ ବଢିବାରେ ଗତି ଖୁବ କମ ରହିଛି ।

ଋଷିଆ ସେନାଙ୍କୁ ଶାକ୍ତ ନିର୍ଦେଶ ଦେଇ ଯାଇଛି କି କୌଣସି ନାଗରିକଙ୍କୁ ଯେମିତି ଖ୍ଯାତି ହେବ ନାହିଁ । କିନ୍ତୁ ୟୁକ୍ରେନ ସେନା ଭାରତୀୟ ଛାତ୍ର ଙ୍କ ଉପରେ ଅତ୍ୟାଚାର କରିବା ସହ ମାନବ ଢାଲ ଭାବେ ବ୍ୟବହାର କରୁଛନ୍ତି । ବାସକିନ ପଶ୍ଚିମୀ ମିଡିଆ ଉପରେ ଆରୋପ ଲଗାଇ କହଛନ୍ତି ବର୍ତ୍ତମାନ ସେଠାରୁ ମିଛ ଖବର ଅଧିକ ପ୍ରସାରଣ ହେଉଛି । ସେ କହିଛନ୍ତି ଋଷିଆ ସେନା ନିୟୁକ୍ଲିୟର ଷ୍ଟେସନକୁ ଉଡାଇ ଦେଇଛନ୍ତି ଯାହାର ଅଭିଯୋଗ ହୋଇଛି ।

କିନ୍ତୁ ଏହା ମିଥ୍ୟା ଅଟେ । ସେ କହିଛନ୍ତି ୟୁକ୍ରେନ ସେନା ଷ୍ଟେସନରେ ରହି ଋଷିଆ ସେନା ଉପରେ ଆକ୍ରମଣ କରିଥିଲେ । ସେହି ସମୟରେ ଋଷିଆ ସେନା ସେଠାରୁ ପଳାୟନ କରିବା ସମୟରେ ଷ୍ଟେସନ ରେ ନିଆଁ ଲଗାଇଥିଲେ । ଋଷିଆ କହିଛି ଏହି ସଙ୍ଘର୍ଷର ଆରମ୍ଭ ପୁଟିନ ଙ୍କ ନିର୍ଦେଶ ରେ ହୋଇ ନାହି । ବରଂ ଗତ ୮ ବର୍ଷ ତଳେ ହୋଇଥିଲା । ଯେବେ ପଶ୍ଚିମୀ ଦେଶର ସହଯୋଗ ରେ ବିଦ୍ରୋହୀ ସରକାରଙ୍କୁ ହଟାଇ ଦିଆ ଯାଇଥିଲା ।

ସେହି ସମୟରେ ଆମେରିକା ସମର୍ଥକ ସରକାର ଦୋନମାର୍କ ସହରରେ ହଜାର ରୁଷୀୟଙ୍କର ହତ୍ୟା କରିଥିଲେ । କିନ୍ତୁ ପଶ୍ଚିମୀ ଦେଶ ଏହାକୁ ଅଣଦେଖା କରିଥିଲା । ଋଷିଆ ରାଜଦୂତ କହିଛନ୍ତି ଋଷିଆ ନିଜର ସୁରକ୍ଷାର ଗ୍ୟାରେଣ୍ଟି ଚାହୁଁଛି । କାରଣ ନାଟୋ ବର୍ତ୍ତମାନ ପୂର୍ବ ଆଡକୁ ବାଢୁଛି । ସେ ଆର୍ଥିକ ପ୍ରତିବନ୍ଧକ ବିଷୟରେ କହିଛନ୍ତି ଯେ ଋଷିଆ ପୂର୍ବ ରୁ ମଧ୍ୟ ଏଭଳି ସମାନ କରି ସାରିଛି । କିନ୍ତୁ ରୁଷୀୟ ଖେଳାଳି, ଏୟାରଲାଇନ୍ସ ରେ ଏପରି ପ୍ରତିବନ୍ଧକ ଲଗାଇବା ପଶ୍ଚିମୀ ଦେଶର ନିୟତ ସୂଚନା ଦେଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *