“କଣ ଋଷିଆକୁ ଭୟ କରୁଛି ପୁରା ବିଶ୍ଵ”- ମିଡିଆ ଆଗରେ ଭାବବିହ୍ଵଳ ହେଇ Ukraine ରାଷ୍ଟ୍ରପତି Volodymyr କହିଲେ କିଛି ଏମିତି…

ବନ୍ଧୁଗଣ ସାର ବିଶ୍ଵରେ ୟୁକ୍ରେନ ଓ ରୁଶିୟା ଯୁଦ୍ଧକୁ ନେଇ ଚିନ୍ତା ଜଣକ ସ୍ଥିତି ସୃଷ୍ଟି ହୋଇଛି । ଲଗାତାର ଭାବେ ୟୁକ୍ରେନ ଉପରେ ମିସାଇଲ ମାଡ କରି ଚାଲିଛି ରୁଶିୟା । ୟୁକ୍ରେନ ଆକାଶରେ ଘୁରି ବୁଲୁଛି ଋଷିୟାର ମୃତ ଦୁତ । ଯୁଦ୍ଧ ସ୍ଥିତି ଏତେ ଭୟଙ୍କର ରହିଛି ଯେ କେତେବେଳେ କାହାର ପ୍ରାଣ ଚାଲିଯିବ ତାହା କହିବା ସମ୍ଭବ ନୁହେଁ । ଏବେ ୟୁକ୍ରେନ ର ଅଧିକାଂଶ ଅଞ୍ଚଳ ଜଳୁଛି ଓ ଆକାଶ ଧୂଆଁ ଧୂଆଁ ହୋଇ ରହିଛି । ଆଉ ଆକ୍ରମଣରେ ଫୁରସତ ଦେଉ ନାହି ଋଷିୟା ।

ପାଖରେ ଥିବା ବିମାନ ବନ୍ଦରରେ ମିଶାଇଲ ମାଡ କରି ଚାଲିଛି ଋଷିୟା । ଆକ୍ରମଣରେ ଆତାମାତା ୟୁକ୍ରେନ ଅବସି ହୋଇ ପଡିଛନ୍ତି । ନିଜ ଦେଶ ଉପରେ ଏମିତି ଆକ୍ରମଣକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତ୍ଯି ୟୁକ୍ରେନ ରାଷ୍ଟ୍ରପତି ଜେଲେନ କିଙ୍ଗ । ସେ ଭାବ ବିହ୍ଵଳ ହୋଇ କହିଛନ୍ତି ଯେ ଯୁଦ୍ଧ ସମୟରେ ପୁରା ବିଶ୍ଵ ଆମକୁ ଏକା କରି ଦେଇଛି । ଏହା ସହ ୟୁକ୍ରେନକୁ ସାହାଜ୍ଯ କରିବା ପାଇଁ କୌଣସଡି ଦେଶ ଆଗେଇ ଆସି ନାହାନ୍ତି । କାରଣ ପୁରା ବିଶ୍ଵ ରୁଶିୟାକୁ ଭୟ କରୁଛି ।

ଏହି କଥା ୟୁକ୍ରେନ ରାଷ୍ଟ୍ରପତି ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି । ଆହୁରି ମହଦୟା ରାଷ୍ଟ୍ରପତି କହିଛନ୍ତି ଯେ ପୂର୍ବରୁ ମଧ୍ୟ ଋଷିୟା ଆମ ଉପରେ ଆକ୍ରମଣ କରିବା ଲାଗି ପ୍ଳାନ କରିଥିଲା ଆଉ ଏହି କଥା ପୁରା ବିଷବକୁ ଜଣାଇଥିଲା । କିନ୍ତୁ କେହି ବି ସାହାଜ୍ୟର ହାତ ବଢାଉ ନାହନତି । ଋଷିୟା ସାମରିକ ଘାଟି ଙ୍କୁ ଆକ୍ରମଣ କରିବା ବଦଳରେ ଜଳ ଗହଳି ପୂର୍ଣ୍ଣ ଏରିୟାକୁ ଆକ୍ରମଣ କରୁଥିବା ଜେଲେସି କିଂ କହିଛନ୍ତି । ରୁଶିୟାର ପ୍ରଚଣ୍ଡ ଆକ୍ରମଣକୁ ସାମନା କରିପାରୁ ନାହି ୟୁକ୍ରେନ ।

କିନ୍ତୁ ମୁଣ୍ଡ ନୂଆଇଁବାର ପ୍ରଶ୍ନ ନାହି ବୋଲି ୟୁକ୍ରେନ ସ୍ପଷ୍ଟ କରିଛି । ଏହା ସତ ୟୁକ୍ରେନ ରୁଶିୟାକୁ ସାମନା କରୁପାରୁ ନାହି କିନ୍ତୁ କଡା ଯାବବ ଦେବାକୁ ଚେଷ୍ଟା ଜାରି ରଖିଛି । ସେପଟେ ଆମେରିକା ମଧ୍ୟ ସାହାଜ୍ୟ କରିବାକୁ ଆଗେଇ ଆସୁ ନାହି । ତେବେ ଋଷିୟା ର ଆକ୍ରମଣକୁ ଏଡାଇବା ପାଇଁ ୟୁକ୍ରେନ ରେ ବର୍ଷ ବର୍ଷ ଧରି ଲୋକ ମାନଙ୍କର ସୁରକ୍ଷା ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କରା ଯାଇଛି ।

ନିଶ୍ଚିନ୍ତ ଭାବେ ମୃତ୍ୟୁ ର ସମାନ କରୁଥିଲେ ମଧ୍ୟ ଲୋକ ମାନଙ୍କ ଆଗରେ ଆଶ୍ରୟ ସ୍ଥଳୀ ସୁରକ୍ଷା କବଚ ଭାବେ ରହିଛି । ବର୍ତ୍ତମାନ ୟୁକ୍ରେନ ରେ କେଟରୋ ଷ୍ଟେସନ, ପାର୍କ, ବାର, ଦୋକାନ, କୋଲବାର ସେଣ୍ଟର କୁ ଆଶ୍ରୟ ଗୃହରେ ପରିଣତ କରା ଯାଇଛି । ନାଗରିକ ମାନଙ୍କୁ ଅଣ୍ଡର ଗ୍ରାଉଣ୍ଡ ଭାବେ ଆଶ୍ରୟ ନେବାକୁ କହିଛନ୍ତି ସେନା ଅଧିକାରୀ । ତେବେ ଦେଖିବାକୁ ବାକି ରହିଲା କେବେ ଯୁଦ୍ଧ ସେସ ହେଉଛି ।

ବନ୍ଧୁଗଣ ଆପଣ ମାନଙ୍କର ୟୁକ୍ରେନ ରାଷ୍ଟ୍ରପତିଙ୍କ ମନ୍ତବ୍ୟ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *