ଭାବନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ନିଜ ପ୍ରକୃତ ବୟସ, (I will Guess Your Age)

କେବଳ ଏକ ନମ୍ବର ବାଛନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ପ୍ରକୃତ ବୟସ କେତେ । ଆଜି ଆମେ ଆପଣଙ୍କୁ ବେଶିକ କାଲ୍କୁସେନ ର ବ୍ୟବହାର କରି ଆପଣଙ୍କୁ ଆପଣଙ୍କର ରିୟଲ ବୟସ କେତେ ତାହା କହିବାକୁ ଯାଉଛୁ । ଏଥିପାଇଁ ଆପଣଙ୍କୁ ପ୍ରତେକ ସ୍ଟେପ କୁ କେୟାର ଫୁଲି ପଢିବାକୁ ପଡିବ । ଯଦି ଆପଣ ଚାହିଁବେ କାଲୁକେସନ ପାଇଁ କାଲକୁଲେଟର ର ମଧ୍ୟ ବ୍ୟବହାର କରି ପାରିବେ । ସ୍ଟେପ-୧ : ପ୍ରଥମ ସ୍ଟେପ ରେ ଆପଣ ୧ ରୁ ୧୦ ନମ୍ବର ମଧ୍ୟ ରେ ଯେ କୌଣସି ଗୋଟିଏ ନମ୍ବର ଭାବନ୍ତୁ ।

ସ୍ଟେପ-୨ : ସ୍ଟେପ-୨ ରେ ଆପଣ ଯେଉଁ ନମ୍ବର ୧ ରୁ ୧୦ ଭିତରେ ଭାବିଛନ୍ତି ସେଥିରେ ୨ ଗୁଣନ କରନ୍ତୁ ।

ସ୍ଟେପ-୩ : ତୃତୀୟ ସ୍ଟେପ ରେ ୨ ଗୁଣନ କରିଥିବା ଉତ୍ତର ରେ ୫ ମିଶାଣ କରନ୍ତୁ ବା ଆଡ କରନ୍ତୁ ।

ସ୍ଟେପ-୪ : ଚତୁର୍ଥ ସ୍ଟେପ ରେ ପୂର୍ବର ରୁ ଆସିଥିବା ନମ୍ବର ରେ ୫୦ ଗୁଣନ କରନ୍ତୁ ।

ସ୍ଟେପ-୫ : ଏହି ସ୍ଟେପରେ ଯଦି ଆପଣଙ୍କ ଜନ୍ମ ଦିନ ଏହି ବର୍ଷ ହୋଇ ସାରିଛି ତେବେ ଉତ୍ତର ରେ ୧୭୬୭ ଯୋଡିବାକୁ ହେବ ।

ସ୍ଟେପ-୬ : ଯଦି ଆପଣଙ୍କ ଜନ୍ମ ଦିନ ଚଳିତ ବର୍ଷ ହୋଇ ନାହି ବା ଆଗକୁ ଆସୁଅଛି ତେବେ ଉତ୍ତର ରେ ୧୭୬୬ ଆଡ କରନ୍ତୁ ।

ସ୍ଟେପ-୭ : ଏହା ପରେ ଆପଣଙ୍କର ଯାହା ବି ଉତ୍ତରା ଆସିଲା ସେଥିରେ ନିଜର ଜନ୍ମ ତାରିଖ ରୁ ଫେଡାଣ ବା ମାଇନସ କରନ୍ତୁ ।

ସ୍ଟେପ- ୮: ଏବେ ଆପଣଙ୍କ ପାଖରେ ୩ ପ୍ରକାରର ନମ୍ବର ଶେଷ ହେବ । ଏବେ ଆମେ ଆପଣଙ୍କୁ କହିବୁ ଉତ୍ତର । ପ୍ରଥମ ଡିଜିଜୀ ଏହା କି ଆପଣ ଗେମ ଖେଳିବା ପାଇଁ ସର୍ବ ପ୍ରଥମେ ଭାବିଥିଲେ । ଏହା ପରେ ଶେଷରେ ଯେଉଁ ୨ଟି ଡିଜିଜ ରହିଛି ତାହା ଆପଣଙ୍କ ବୟସ ଅଟେ । ତେବେ ଆପଣ ମାନେ ବି ଏହି ସବୁ ସ୍ଟେପ କୁ ଫାଲୋ କରି ନିଜର ପ୍ରକୃତ ବୟସ କେତେ ଜାଣି ପାରିବେ ।

ବନ୍ଧୁଗଣ ଆପଣ ଉତ୍ତର କଣ ଆସିଲା ଆମକୁ କମେଣ୍ଟ ଜରିଆରେ ନିଶ୍ଚୟ ଜଣାଇବେ । ଆମ ପୋଷ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର ନିଶ୍ଚୟ କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *