କାହିଁକି ବ୍ୟର୍ଥ ଚିନ୍ତା କରୁଛ, ଭରସା ରଖ ସବୁ ଠିକ ହୋଇଯିବ- Krishna Vani

ଭଗବାନ ଶ୍ରୀ କୃଷ୍ଣ ଥରେ କହିଥିଲେ ଜୀବନ ସୁଖମୟ ଆଉ ଉନ୍ନତି ଆଡକୁ ସେତେବେଳେ ଚାଲିଥାଏ ଯେତେବେଳେ ପରିବର୍ତନ ଜୀବନରେ ଆସିଥାଏ । ତେବେ ମଣିଷ ଜୀବନରେ ପରିବର୍ତନ ହେଲେ ହିଁ ଖୁସି ଅନୁଭବ ହୋଇଥାଏ ଜୀବନରେ ପରିବର୍ତନ ବହୁତ ଆବଶ୍ୟକ କିନ୍ତୁ ମଣିଷ ଅନ୍ୟ ଜଣଙ୍କୁ ଖୋଜିବା ଆରମ୍ଭ କରିଥାଏ ଯାହା ଦ୍ଵାରା ତାଙ୍କ ଜୀବନରେ ପରିବର୍ତ୍ତନ ହବ ଆଉ ସେ ଖୁସି ଅନୁଭବ କରିବେ ।

କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଜୀବନରେ ଯେତେ ମଣିଷ ଅନ୍ୟ ମାନଙ୍କ ଭିତରେ ଖୋଜିଥାଏ ବା ବାହାର ଦୁନିଆ ଠାରୁ ପାଇବାକୁ ଆସା ରଖିଥାଏ ଯଦି ସେତିକି ସେ ନିଜ ଭିତରେ ଦେଖିପାରେ ତେବେ ତା ଠାରୁ ସୁଖୀ ମଣିଷ କେହି ହେବେ ନାହିଁ । ଜୀବନରେ ନିଜ ଠାରୁ ପ୍ରେମ କରିବା ଶିଖନ୍ତୁ ବହୁତ ସୁଖୀ ରହିବେ ।

ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵିତୀୟ ବଚନ :

ସମସ୍ତଙ୍କୁ ନିଜ ଇଛା ଅନୁଯାଇ ବଞ୍ଚିବାର ମନ ହୋଇଥାଏ କିନ୍ତୁୟ ସମସ୍ତେ ନିଜ ମନ ଅନୁଯାଇ କାମ କରି ପାରନ୍ତି ନାହିଁ । ତେବେ ମନ ଅନୁଯାଇ କାମ କଲେ ମଧ୍ୟ ମନ ପ୍ରସନ୍ନ ରୁହେ ନାହିଁ କାହିଙ୍କିନା ମନ ବହୁତ ଚଞ୍ଚଲ ହୋଇଥାଏ ତେବେ ମନ ମଣିଷକୁ ନିଜ ବଶରେ ଏମିତି ରଖିଥାଏ ଯେମିତି ଯାହା ହେଲେ ମନ ଶାନ୍ତ ହାବା ଉଚିତ ଲାଗିଥାଏ । ମନ ଯାହାକୁ ଠାରେ ଶତ୍ରୁ ଭାବିଥାଏ ତାକୁ ନଷ୍ଟ କରିବା ପାଇଁ ସବୁକିଛି କରିବା ପାଇଁ ରାଜି ରହିଥାଏ ଏହା ଛଡା ଯଦି ମନ କାହାକୁ ଭଲ ପାଇଥାଏ ତେବେ ସେହି ମଣିଷ ବା ଜୀବ ପାଇଁ ସବୁକିଛି କରିବା ପାଇଁ ମନ ରାଜି ରହିଥାଏ ।

ତେବେ ଭଗବାନ କହିଛନ୍ତି ଯେ ଯେଉଁ ମନ ଖାଲି ରହିଥାଏ ସେହି ମନ ପୁରା ଜୀବନ ପାଇ ପାରନ୍ତି ସେଥିପାଇଁ ମନରେ କିଛି କେବେ ଭରିକି ରଖନ୍ତୁ ନାହିଁ ନୂଆ ଦିନ ସହ ନୂଆ ଭାବନା ରଖନ୍ତୁ ପଛ କଥା ମନେ ରଖିଲେ କେହି ସୁଖୀ ହୋଇ ପାରିବେ ନାହିଁ ।

ଭଗବାନ ଶ୍ରୀ କ୍ରୀଷ୍ଣା କହିଥିଲେ ଭୁଲ ସମସ୍ତେ କରନ୍ତି କିନ୍ତୁ ଯେଉଁ ମଣିଷ ନିଜ ଭୁଲ ସ୍ଵୀକାର କରିଥାଏ ତା ଠାରୁ ବଡ ବୁଦ୍ଧିମାନ ମଣିଷ କେହି ହୋଇନଥାଏ କାହିଙ୍କିନା ସେ ନିଜ ଭୁଲ ଜାଣି ପାରେ କିନ୍ତୁ ଯଦି ସେ ନିଜ ଭୁଲ ସୁଧାର କରି ନଥାଏ ତେବେ ତା ଠାରୁ ବଡ ଲଜ୍ୟା ପୂର୍ଣ୍ଣ କଥା କିଛି ହବ ନାହିଁ । ସେଥିପାଇଁ ଜୀବନରେ ନିଜ ଭୁଲ ସ୍ଵୀକାର କରିବା ଶିଖନ୍ତୁ ଆପଣଙ୍କ ପାଇ ମଙ୍ଗଲ ହବ ।

Leave a Reply

Your email address will not be published. Required fields are marked *