ଭାରତୀୟ ଟିମରେ ନୂଆ Coach ସହ ନୂଆ Captain, କିଛି ଏମିତି କହିଲେ KL Rahul

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଟି-୨୦ ମ୍ଯାଚ ଭାରତୟ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ମ୍ଯାଚରେ ପାକିସ୍ତାନ ଠାରୁ ଭାରତ ପରାଜୟ ହୋଇଥିଲା ।ଟି-୨୦ ମ୍ଯାଚ ହାରିବା ପରେ ଭାରତ ଟିମ କୁ ନେଇ ଅନେକ ସ-ମା-ଲୋ-ଚ-ନା କରା ଯାଇଥିଲା । ଏମିତି କି ଅନେକ ଭିଡିଓ ଜରିଆରେ ଗଣ ମାଧ୍ୟମରେ ଭାରତ ଟିମ ର ଖେଳାଳୀ ମାନଙ୍କୁ ନେଇ ନି-ନ୍ଦା କରାଯିବା ସହ ମଜାକ ମଧ୍ୟ ଉଡା ଯାଇଥିଲା ।

କିନ୍ତୁ ବର୍ତ୍ତମାନର ବଡ ଖବର ହେଉଛି  ଟି-୨୦ ମ୍ଯାଚରେ ଭାରତର ନୈରାସ ଜନକ ପ୍ରଦର୍ଶନ ପରେ ଏବେ ଚ୍ୟାଲେଞ୍ଜ ନ୍ୟୁଜଲ୍ୟାଣ୍ଡ । ବର୍ତ୍ତମାନ ଭାରତୀୟ ଟିମରେ ନୂଆ କୋଚ ରାହୁଲ ଦ୍ରାବିଡ, ନୂଆ କ୍ଯାପଟେନ ରୋହିତ ଶର୍ମା ଙ୍କୁ ନେଇ ଭାରତ ଟିମ ଏବେ ମେଡାଙ୍କୁ ଆସିବ । ଟି-୨୦ କ୍ଯାପଟେନସିପ ରୁ ବିରାଟ କୋହଲି ଓହରିବା ପରେ ରୋହିତ ଶର୍ମା ଙ୍କୁ ଦାୟିତ୍ଵ ଭାର ଦିଆ ଯାଇଛି । ସେହିପରି ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ନିଯୋଜିତ ହୋଇଛନ୍ତି । ତେଣୁ ଏହି ସିରିଜ ଭାରତୀୟ ଟିମ ପାଇଁ ବେଶ ଗୁରୁତ୍ଵ ପୂର୍ଣ୍ଣ ହୋଇପାରେ ।

ଏହି ସିରିଏଜ ରେ ବିରାଟ କୋହଲି ଙ୍କ ସମେତ ଜସପ୍ରିତ, ମହମଦ ସାମୀ ଓ ରବିନ୍ଦର ଜାଡେଜା ଙ୍କୁ ବିଶ୍ରାମ ଦିଆ ଯାଇଛି । କେ.ଏଲ.ରାହୁଲ, ଭେଙ୍କେଟେଶ ଆୟାର, ଋତୁରାଜ ଙ୍କ ଭଳି  ଯୁବ ଖେଳାଳି ମାନଙ୍କୁ ଏହି ନୂଆ ମ୍ଯାଚ ଦ୍ଵାରା ନୂଆ ଦିଗ ମିଳିବ ବୋଲି ଆଶା କରା ଯାଇଛି । ସୂଚନା ଅନୁସାରେ ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ୩ ଟିକିଆ ବିଶିଷ୍ଟ ଟି-୨୦ ସିରିଜ । ତେବେ ଏହି ପ୍ରଥମ ମ୍ଯାଚ ଜୟପୁରରେ ଖେଳାଯିବ ବୋଲି ନ୍ୟୁ ଫ୍ୟାକ୍ଟର ବେଶ ପ୍ରଭାବ ପକାଇପାରେ ।

ତେଣୁ ଏହାକୁ ପରଖିବା ପାଇଁ ଉଭୟ ଭାରତୟ ନ୍ୟୁଜିଲ୍ୟାଣ୍ଡ ଟିମ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଶ୍ଵକପ ଖରାପ ପ୍ରଦର୍ଶନ ଭୁଲୁ ନୂଆ ଉଶ୍ଚାହ ନେଇ ଖେଳିବ ରୋହିତ ବାହିନୀ । ଆସନ୍ତା କାଲି ଠାରୁ ନ୍ୟୁଜଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିର୍ଜ କୁ ଓଲହାଇବା ଭାରତ । ତେବେ ଇଣ୍ଡିଆ ତିମର ଏହି ନୂତନ କୋଚ ମାନଙ୍କୁ ନେଇ କେତେ ଭଲ ପ୍ରଦର୍ଶନ କରାଯିବ ତାହା ଦେଖିବା ବାକି ରହିଲା ।

ବନ୍ଧୁଗଣ ଆପଣ ମାନଙ୍କର ଇଣ୍ଡିଆ ଟିମର ନୂଆ କୋଚ ବାବଦରେ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *