ମୋ ନାଁ ଟା ଟୁଙ୍ଗୁରୁ ଭୋଳ କିନ୍ତୁ ମୋ ବେଳ ଏବେ ଖରାପ ପଡିଛି । କାଲି ଭାଉଜ ମୋତେ କରୁଥିଲା ଗେଲ ଆଜି କିନ୍ତୁ କରୁଛି କଲବଲ । ସତରେ ବାହାରି ପଡିଗଲା ଭାଉଜ ବଳ ଜେଲ ହିତରେ ମୋର ବାହାରୁଛି ଝାଳ ମୋ ନାଁ ଟା ପରା ଟୁଙ୍ଗୁରୁ ଭୋଳ । ମୁଁ ହେଉଛି ଖାଲି କଲବଲ । ଦର୍ଶକ ବନ୍ଧୁ ଏମିତି କିଛି କବିତା ଏବେ ଘୋଷି ହେଉଛି ଟୁଙ୍ଗୁରୁ ଭୋଳ । କାରଣ ଦୁଷ୍କର୍ମ ଅଭିଯୋଗରେ ଏବେ ଟୁଙ୍ଗୁରୁ ଆରେଷ୍ଟ ହୋଇ ଜେଲ ଯାଇଛି । ଜେଲ ଭିତରେ ଟୁଙ୍ଗୁରୁ ର ପ୍ରେମ କାହାଣୀ ସେସ ହୋଇଛି ।
ଏବେ ଟୁଙ୍ଗୁରୁ ଜେଲ ଭିତରେ ଖାଲି ମସା ମାରୁଛି । ଦର୍ଶକ ବନ୍ଧୁ ଟୁଙ୍ଗୁରୁ ଭୋଳ ଓ ଭାଉଜ ବର୍ଷା ର ପ୍ରେମ କାହାଣୀ ଗତ କିଛି ମାସ ତଳେ ଯେଉଁ ଭଳି ଭାବେ ଚର୍ଚ୍ଚା ର ବିଷୟ ପାଲଟିଥିଲା ଏ ସବୁ ପ୍ରେମ କାହାଣୀ ର ଆଜି ଅନ୍ତ ହୋଇଛି । ଏ ପ୍ରେମ କାହାଣୀ ରେ ପୁନଃଛେଦ ପଡିଛି । ଟୁଙ୍ଗୁରୁ ଭୋଳ ଜେଲ ଯାଇଛି ଆଉ କଲବଲ ହୋଇଛି । ସୂଚନା ଅନୁଯାୟୀ ଭାଉଜ ବର୍ଷା କୁ ଦୁଷ୍କର୍ମ କରିବା ସହ ଧମକ ଚମକ ଦେବାର ଅଭିଯୋଗ ରେ ଭରତପୁର ଥାନା ପୋଲିସ ଟୁଙ୍ଗୁରୁ ଭୋଳ ଓରଫ ଆଲୋକ ଭଲ କୁ ଆରେଷ୍ଟ କରିଛି ।
ଟୁଙ୍ଗୁରୁ କ ଘର ଗଞ୍ଜାମ ହିହିଞ୍ଜିଡିକାନ୍ଟୁ ଥାନା ଅନ୍ତର୍ଗତ ସିକିରି ଗାଁ ରେ । ସେ ଭରତପୁର ଥାନା ଅନ୍ତର୍ଗତ ହୁଲେସରି ବସ୍ତି ରେ ରହୁଥିଲା । ଆଉ ସେଠାରେ ରହିବା ମଧ୍ୟ ରେ ଭାଉଜ ବର୍ଷା ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଫୋନ ରେ ଦିନ ରାତି ଗପସପ ସାଙ୍ଗକୁ ଭେଟା ଭେଟି ହୋଇ ପ୍ରେମ ଦିଆ ନିଆ ହୋଇଥିଲେ ଟୁଙ୍ଗୁରୁ ଆଉ ବର୍ଷା । ଫିଲ୍ମ ଦେଖିବା ଆଉ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଥିଲେ ବର୍ଷା ଓ ଟୁଙ୍ଗୁରୁ । ଆଉ ଗୋଟିଏ ପିଲା ଆଉ ସ୍ଵାମୀ କୁ ଛାଡି ଟୁଙ୍ଗୁରୁ ପ୍ରେମରର ଉବୁଡୁବୁ ହେଉଥିଲା ଭାଉଜ ବର୍ଷା ।
ଆଉ ଏହାରି ଭିତରେ ଟୁଙ୍ଗୁରୁ କୁଆଡେ ଆଉ କାହାକୁ ବାହା ହୋଇଥାନ୍ତା ଯାହାର ଖବର ପାଇବା ପରେ ବର୍ଷା ଭରତପୁର ଥାନା ରେ ଧାରଣା ଦେଇ ବସିଲା । ଆଉ ହାତରେ ଥିବା ବର୍ଷ ର ଶଙ୍ଖା, ସିନ୍ଦୁର ଆଉ ଫୁଲମାଳା । ଆଉ ଟା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ କେସ ର ରଫା ଦଫା ହୋଇଥିଲା । କିନ୍ତୁ ହେବେ କଣ ଟୁଙ୍ଗୁରୁ ଆଉ ପାରିଲା ନାହି ସେ ପୁଣି ଥରେ ବର୍ଷା ପାଖକୁ ଗଲା ।
ଆଉ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଆଉ ଏହି ଆଧାର ରେ ଟୁଙ୍ଗୁରୁ କୁ ଏବେ ପୋଲିସ ଗିରଫ କରିଛି । ଆଉ ଜାମିନ ନ ମଞ୍ଜୁର ହେବାରୁ ଟୁଙ୍ଗୁରୁ ଭୋଳ କୁ ଏବେ ଜେଲ ହାଜତ କୁ ପଠାଇ ଦିଆ ଯାଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।